ବେହେରାମୁଣ୍ଡା ସରପଞ୍ଚଙ୍କ ମନରେଗା କାମ ତଦାରଖ

ପାଟଣାଗଡ:ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଅନ୍ତର୍ଗତ ବେହେରାମୁଣ୍ଡା ଗ୍ରାମ ପଞ୍ଚାୟତର ଧର୍ଷାମୁଣ୍ଡାକୁ ମନରେଗା କାମର ତଦାରଖ କଲେ ସରପଞ୍ଚ କୁସୁମ ଦୀପ । କିଭଳି ଭାବରେ ଶ୍ରମିକମାନେ ବାହାର ରାଜ୍ୟକୁ କାମ କରିବାକୁ ନଯାଇ ନିଜର ପଞ୍ଚାୟତରେ ମନରେଗା ଯୋଜନାର ଲାଭ
Read More...

ଆଦିବାସୀ ହାଇସ୍କୁଲ ମନାଇପାଦରେ ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଙ୍ଗ ଡେ ପାଳିତ

ପାଟଣାଗଡ : ପାଟଣାଗଡ ବ୍ଲକ ଅଧିନସ୍ଥ ମନେଇପାଦ ଆଦିବାସୀ ହାଇସ୍କୁଲ ପରିସରରେ ନବମ ତମ ଆନ୍ତର୍ଜାତୀୟ ଆର୍ଟ ଅଫ ଗିଭିଙ୍ଗ ଡେ ପାଳିତ ହୋଇଯାଇଛି । ହାଇସ୍କୁଲର ପ୍ରଧାନ ଶିକ୍ଷକ ଗରୁଡ଼ ସାମଲଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଆର୍ଟ ଅଫ ଗିଭିଂର ବିଷୟବସ୍ତୁ
Read More...

ଦଶପଲ୍ଲା ଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ନାୟିକାଶୁଣୀଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

ଦଶପଲ୍ଲା : ପ୍ରାଚୀନ ଗଡ଼ଜାତ କୁଞ୍ଜବନ ଗଡ଼ର ଅଧିଷ୍ଠାତ୍ରୀ ଗଡ଼ଦେବୀ ମା ନାୟୀକାଶୁଣୀଙ୍କ ପୀଠରେ ପାରମ୍ପରିକ ରୀତିରେ ଦୁଇଦିନ ଧରି ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଅବସରରେ ଶୋତ୍ରୀୟ ବ୍ରାହ୍ମଣ ମାନକଙ୍କ ଦ୍ୱାରା ଅଂକୁରାରୋପଣ ଓ କଳସଯାତ୍ରା
Read More...

ଶ୍ରୀଲଙ୍କାରେ ପେଟ୍ରୋଲ ଶେଷ ! ଆହୁରି ବଢ଼ିବ ଦରଦାମ୍‌

କଲମ୍ବୋ : ଶ୍ରୀଲଙ୍କାରେ ପେଟ୍ରୋଲ ଶେଷ । ଆଉ ମାତ୍ର ଗୋଟିଏ ଦିନ ପାଇଁ ରହିଛି । ଏହି ଦ୍ୱୀପଦେଶର ଅର୍ଥନୀତି ଅନିଶ୍ଚିତ ସ୍ଥିତିରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂହେ କହିଛନ୍ତି । ଦେବାଳିଆ ହୋଇପଡ଼ିଥିବା ଦେଶକୁ ଆଗାମୀ ଦିନରେ ଅଧିକ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ
Read More...

ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଚାଲିଲା ରେଳ କାର୍ଯ୍ୟ,ସୋରଡା ଅଞ୍ଚଳରେ ୧୪୪ ଧାରା

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ନୂଆଗାଁ ତହସିଲ୍‌ ଅନ୍ତର୍ଗତ ସୋରଡ଼ା ଅଞ୍ଚଳରେ ଖୋର୍ଦ୍ଧା - ବଲାଙ୍ଗୀର ରେଳପଥ ପ୍ରକଳ୍ପ ମାଟି କାମ ବହୁ ଦିନ ଧରି ସ୍ଥଗିତ ଥିବା ବେଳେ ଆଜି ପ୍ରଶାସନ ତରଫରୁ ୧୪୪ ଧାରା ଜାରି କରିବା ସହ ଆଜିଠାରୁ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି । ସୂଚନା ଅନୁଯାୟୀ ସୋରଡ଼ା
Read More...

ଶ୍ରୀକୁଞ୍ଜ ବିହାରୀ ପାଠାଗରର ବାର୍ଷିକ ଉତ୍ସବ ପାଳନ

ନବରଙ୍ଗପୁର : ସ୍ଥାନୀୟ ବୈଭବ କଲ୍ୟାଣ ମଣ୍ଡପ ଠାରେ ଶ୍ରୀ ଶ୍ରୀ କୁଞ୍ଜ ବିହାରୀ ପାଠାଗର ତାର ପଞ୍ଚମ ବାର୍ଷିକ ଉତ୍ସବ ପାଳନ କରିଛି । କବି ଶ୍ରୀ ନାରାୟଣ ପଣ୍ଡାଙ୍କ ସଭାପତିତ୍ୱରେ ମହା ସମାରୋହରେ ଏହି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟବକ୍ତା ଭାବେ ସୁଦୂର ବରଗଡ଼ରୁ ଲେଖକ ବାଗ୍ମୀ
Read More...

ବ୍ରଜରାଜନଗର ଉପନିର୍ବାଚନ : ପ୍ରକାଶ ପାଇଲା ବିଜେଡିର ଷ୍ଟାର ପ୍ରଚାରକ ତାଲିକା

ଭୁବନେଶ୍ୱର : ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡିର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ । ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କଲା ବିଜୁ ଜନତା ଦଳ । ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ,
Read More...

ସୂର୍ଯ୍ୟକୁମାରଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ନେଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ: ଆହତ କାରଣରୁ ମୁମ୍ବାଇ ଇଣ୍ଡିଆନ୍ସର ଅନ୍ୟତମ ଅଗ୍ରଣୀ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ଆଇପିଏଲ୍‌ରୁ ବାଦ ପଡିଛନ୍ତି । ଏଭଳି ପରିସ୍ଥିତିରେ ମୁମ୍ବାଇ ଇଣ୍ଡିଆନ୍ସ ସୂର୍ଯ୍ୟକୁମାରଙ୍କ ବଦଳରେ ଜଣେ ନୂତନ ଖେଳାଳିଙ୍କୁ ନିଜ ଟିମରେ ସାମିଲ କରିଛି । ଏହି ଖେଳାଳିଙ୍କ ନାମ ହେଉଛି
Read More...

ମହିଳା ଟି-ଟ୍ୱେଣ୍ଟି ଚ୍ୟାଲେଞ୍ଜ କପ : ଓଡିଶାରୁ ସ୍ଥାନ ପାଇଲେ ପ୍ରିୟଙ୍କା ଓ ସୁଜାତା

ପୁଣେ: ମହିଳା ଟି-୨୦ ଚ୍ୟାଲେଞ୍ଜ କ୍ରିକେଟ ବା ମହିଳା ଆଇପିଏଲ ପାଇଁ ଆଜି ଦଳ ଘୋଷଣା ହୋଇଛି । ଘୋଷିତ ଦଳରେ ଓଡ଼ିଶାରୁ ଦୁଇ ଜଣ ସ୍ଥାନ ପାଇଛନ୍ତି । ସେମାନେ ହେଲେ ପ୍ରିୟଙ୍କା ପ୍ରିୟଦର୍ଶିନୀ ଓ ସୁଜାତା ମଲ୍ଲିକ । ଆସନ୍ତା ୨୩ ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ପୂର୍ବବର୍ଷ ଗୁଡିକ
Read More...

ଦୋକନରେ ଅଗ୍ନିକାଣ୍ଡ, ବୃଦ୍ଧ ମୃତ

ହରଭଙ୍ଗା : ହରଭଙ୍ଗା ପଞ୍ଚାୟତ ପୁରୁଣା ଅଫିସ ନିକଟରେ ଏକ ଅସହାୟ ବୃଦ୍ଧ ଶଙ୍କର ମହାକୁଡ଼ (୭୫) ଆଜକୁ ୨୦ ବର୍ଷ ଧରି ପଂଚାୟତ ନିକଟରେ କାଠ କେବିନ ପକାଇ ଏକ ଛୋଟ ଦୋକାନ କରି ଚଲୁଥିଲା । ଗତକାଲି ବିଳମ୍ବିତ ରାତିରେ ଦୋକାନ ଭିତରେ ଲଣ୍ଠନ ଜଳାଇ ଦୋକାନ ଭିତରେ ଶଙ୍କର ମହାକୁଡ଼ ଶୋଇଥିଲା । ହଠାତ
Read More...