ଟି-୨୦ ମାନ୍ୟତା : ବିରାଟ ଟପ୍-୧୦ରୁ ବିଦା, ଟପ୍-୫ରେ ରାହୁଲ
ନୂଆଦିଲ୍ଲୀ : ଆଇସିସି ଆଜି ଟି-୨୦ ମାନ୍ୟତା ପ୍ରକାଶ କରିଛି । ଏଥିରେ ଭାରତୀୟ ଓପନର କେଏଲ୍ ରାହୁଲଙ୍କୁ ଫାଇଦା ମିଳିଛି । ଟି-୨୦ ବିଶ୍ୱକପ ଓ ଘରୋଇ ସିରିଜ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରିଥିବା ରାହୁଲ ଷଷ୍ଠ ସ୍ଥାନରୁ ପଞ୍ଚମ ସ୍ଥାନକୁ ଉନ୍ନତି ହୋଇଥିବା ବେଳେ ହିଟମ୍ୟାନ ରୋହିତ ୧୫ରୁ ୧୩ତମ!-->…
Read More...
Read More...