ମନ୍ତ୍ରୀ ପ୍ରତାପ ଜେନାଙ୍କ ଆଶୁ ଆରୋଗ୍ୟ କାମନା କରି ଫୁଲବାଣୀ ବିଜେଡି ପକ୍ଷରୁ ସମୂହ ଦୀପଦାନ

ଫୁଲବାଣୀ: ରାଜ୍ୟ ପଞ୍ଚାୟତ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଦୃଦ ରୋଗରେ ଆକ୍ରାନ୍ତ ହୋଇ ଶନିବାର ଦିନ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମନ୍ତ୍ରୀଙ୍କର ଆଶୁ ଆରୋଗ୍ୟ କାମନକରି କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳର ପକ୍ଷରୁ ସ୍ଥାନୀୟ ଦଧିବାବନ ମନ୍ଦିରରେ ରବିବାର
Read More...

ଲଘୁଚାପ ଜନିତ ବର୍ଷାର ପ୍ରାକ୍‌ ପ୍ରସ୍ତୁତି ବୈଠକ,ବର୍ତ୍ତମାନ ସ୍ଥିତିରେ ଜିଲ୍ଲାର ସମସ୍ତ ଅଞ୍ଚଳ ଆୟତ୍ତରେ ରହିଛି

ଗଞ୍ଜାମ/ଛତ୍ରପୁର: ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ଚେତାବନୀ ପ୍ରକାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷା ଅହରହ ଚାଲିଛି ଏବଂ ଏହା ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପୂର୍ବାନୁମାନ କରାଯାଇଅଛି । ଏହାକୁ ଦୃଷ୍ଟିରେ ରଖି ରବିବାର ଅପରାହ୍ନରେ ଗଞ୍ଜାମ
Read More...

ଜାମ୍ବୁନାଳ ଉପରେ ୫ ଫୁଟ ପାଣି,ମୁଣ୍ଡାପଡା ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ

ବୌଦ୍ଧ/ଜହ୍ନ ।ପଙ୍କ,୧୩/୯- ରବିବାର ସନ୍ଧ୍ୟାରୁ ଲଗାଣ ଲଘୁଚାପ ବର୍ଷା ଯୋଗୁଁ ଜହ୍ନ ।ପଙ୍କ-ଖମାରିପଡା ରାସ୍ତାର ଦାମୋଦରପୁର ନିକଟସ୍ଥ ଜାମ୍ବୁ ନାଳ ଉପରେ ଆଜି ସକାଳୁ ଦିନ ପ୍ରାୟ ୧୧ ଟା ପର୍ଯ୍ୟନ୍ତ ମୁଣ୍ଡାପଡା ପଂଚାୟତର କୃଷ୍ଣପାଲି,ଖମାରିପଡା, କମିରା ଓ ଖଣ୍ଡପଡା ଆଦି ୪ ଟି ଗ୍ରାମବାସୀ
Read More...

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ଦଶପଲ୍ଲା : ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଳକ୍‌ ବାଣୀଗୋଛା ଥାନା ଅନ୍ତର୍ଗତ ଶାଳଭଙ୍ଗା ୫୭ ନମ୍ୱର୍‌ ଜାତୀୟ ରାଜପଥ ଉପରେ ଆଜି ସକାଳ ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଘଟଣା ସ୍ଥଳରେ ବାଣୀଗୋଛା ପୋଲିସ୍‌ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଖବର ଲେଖା ଯିବା
Read More...

ଲଘୁଚାପ ବର୍ଷା ପାଇଁ ୧୨ ଜିଲ୍ଲାର ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର : ରାଜ୍ୟରେ ଗତକାଲି ଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି । ପାଣିପାଗ ବିଭାଗ ପକ୍ଷରୁ ୧୨ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରିଛନ୍ତି । ଏହି ସବୁ ଜିଲ୍ଲା ଗୁଡିକରେ ସ୍କୁଲ ସୋମବାର ଦିନ ବନ୍ଦ ରହିବ ବୋଲି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ କହିଛନ୍ତି
Read More...

ପ୍ରାଣୀ ସହାୟକ କେନ୍ଦ୍ର ରବିବାର ବନ୍ଦ ରହୁଛି, ବଢୁଛି ଅସନ୍ତୋଷ

ବୌଦ୍ଧ/ ଜହ୍ନାପଙ୍କ,୧୨/୯- ବୌଦ୍ଧବ୍ଳକ ବଢିଗାଁଠାରେ ଥିବା ପ୍ରାଣୀ ସହାୟକ କେନ୍ଦ୍ର ରବିବାର ବନ୍ଦ ରହୁଥିବାରୁ ଗୋପାଳକ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।କେତେକ ବ୍ୟକ୍ତି ଗାଈ ତଥା ନିଜ ଗୃହପାଳିତ ପଶୁପକ୍ଷୀଙ୍କୁ ଚିକିତ୍ସା ପାଇଁ ରବିବାର ପ୍ରାଣୀଧନ ସହାୟତା କେନ୍ଦ୍ରକୁ ଆଣିଥିବାବେଳେ ସେଠାରେ
Read More...

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପୁରୀରେ ଜନଜୀବନ ଅସ୍ତବ୍ୟସ୍ତ

ପୁରୀ,୧୨/୯- ଗତରାତିରୁ ଲଗାତାର ଭାବେ ବର୍ଷା ଲାଗି ରହିଥିବାବେଳେ ତଳିଆ ଅଞ୍ଚଳ ଗୁଡିକରେ ବର୍ଷାଜଳ ଜମି ରହିବା ଫଳରେ ସମସ୍ୟା ଦେଖାଦେଇଛି । ଲଗାଣ ବର୍ଷା ଯୋଗୁଁ ଦୋକାନବଜାର ପ୍ରାୟତଃ ବନ୍ଦ ରହିଥିବାବେଳେ ଗାଡି ମୋଟର ଚଳାଚଳ ଉପରେ ମଧ୍ୟ ପ୍ରଭାବ ପଡିଛି । ବିଶେଷତଃ ବାଲି ଉପର ବସ୍ତି, ସୁଜାତା
Read More...

ଜନ୍ତୁ ଶିକାର ହେଲା କାଳ

ସୁବର୍ଣ୍ଣପୁର,୧୨/୯- ନୂଆଖାଇରେ ଅଘଟଣ । ବେଆଇନ ଜନ୍ତୁ ଶିକାର ହେଲା କାଳ । ଅକାରଣରେ ଚାଲିଗଲା ଏକ ମୂଲ୍ୟବାନ ଜୀବନ । ବାରହା ଶିକାର କରିବାକୁ ଯାଇ ନିଜ ଜାଲରେ ନିଜେ ପଡିଗଲେ ଯୁବକ । ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ କୋଟସମଲାଇ ଜଙ୍ଗଲରେ । ମୃତ ଯୁବକ
Read More...

ଭୂପେନ୍ଦ୍ର ପଟେଲ୍ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ

ଅହମ୍ମଦାବାଦ: ଭୂପେନ୍ଦ୍ର ପଟେଲ୍ ହେଲେ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ। ଆଜି ବିଧାୟକ ଦଳର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଶନିବାର ବିଜୟ ରୁପାଣୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଯାହା ପରେ ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ, ସେ ନେଇ ମନ୍ଥନ ଚାଲିଥିଲା। ଆଜି ଗୁଜରାଟର ନୂଆ
Read More...

ବିପଦସଙ୍କେତ ଡେଇଁଲା ଜଳକା

ଜଳେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନିଭୂତ ହେଉଛି । ଲଘୁଚାପ ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି । ଏହାର ପ୍ରଭାବରେ ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ହେଉଛି । ତେବେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ମଥାନୀ ଠାରେ ଜଳକା ନଦୀ ବିପଦସଙ୍କେତ ଉପରେ
Read More...