ଟିକା ନ ନେଲେ ବିଧାନସଭା ମନା

ଭୁବନେଶ୍ୱର: ସେପ୍ଟେମ୍ବର ପହିଲାରୁ ୯ ପର୍ଯ୍ୟନ୍ତ ଚାଲିବ ରାଜ୍ୟ ବିଧାନସଭା ମୌସୁମୀ ଅଧିବେଶନ । ଏହି ଅଧିବେଶନ ପାଇଁ ଗୁରୁବାର ବାଚସ୍ପତି ଡ.ସୂର୍ଯ୍ୟ ନାରାୟଣ ପାତ୍ର ଏକ ବୈଠକ ଡାକିଥିଲେ । ବୈଠକର ନିଷ୍ପତ୍ତି ଅନୁସାରେ, ବିଧାନସଭା ଅଧିବେଶନ ପାଇଁ ସମସ୍ତ ମନ୍ତ୍ରୀ, ବିଧାୟକ ଓ ବିଧାନସଭା
Read More...

ତାଲିବାନଙ୍କୁ କଡା ବିରୋଧ କରୁଛନ୍ତି ଆଫଗାନିସ୍ତାନୀବାସୀ

ୱାଶିଂଟନ୍‌ : ତାଲିବାନ ଦଖଲ କରିବା ପରେ ଆଫଗାନିସ୍ତାନର ପରିସ୍ଥିତି ଦିନକୁ ଦିନ ବଦଳୁଛି । ଏହି ସମୟରେ ଆତଙ୍କିତ ଅବସ୍ଥାରେ ଥିବା ସେଠାକାର ଲୋକଙ୍କ ମଧ୍ୟରେ କ୍ରୋଧ ଆରମ୍ଭ ହେବାରେ ଲାଗିଛି । ସେମାନେ ଏକାଠି ହୋଇ ତାଲିବାନ ବିରୋଧରେ ସ୍ୱର ଉତ୍ତୋଳନ କରିବା ଆରମ୍ଭ କରି ଦେଇଛନ୍ତି ।
Read More...

ଆଜିଠୁ ଯୁକ୍ତ ୩ ଆଡମିଶନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ୩ ଆଡମିଶନ ପାଇଁ ନାମଲେଖା ପ୍ରକ୍ରିୟା । ଛାତ୍ରଛାତ୍ରୀମାନେ www.samsodisha.gov.in ରେ ସିଏଏଫ୍ ଫର୍ମ ପୂରଣ କରିବେ । ସେପ୍ଟେମ୍ବର ୪ ତାରିଖ ଯାଏଁ କରିହେବ ଆବେଦନ। ସେପ୍ଟେମ୍ବର ୯ ତାରିଖରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ । ୧୪ ତାରିଖ ଯାଏଁ
Read More...

ଫାର୍ମ ହାଉସରୁ ମିଳିଲା ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ୱର: ଫାର୍ମ ହାଉସରେ ପୋଖରୀ ଭିତରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନନ୍ଦନକାନନ ଥାନା ଅଂଚଳର ଏକ ଫାର୍ମ ହାଉସ ପୋଖରୀରୁ ମିଳିଛି । ଛାତ୍ରୀଙ୍କ ଘର ନୟାଗଡ ହୋଇଥିବା ବେଳେ ସେ ଜଣେ ପ୍ରଫେସରଙ୍କ ଝିଅ ବୋଲି ସୂଚନା ମିଳିଛି । ଗଣମାଧ୍ୟମ ସାମ୍ନାରେ ଛାତ୍ରୀଙ୍କ ବାପା ଏହି
Read More...

ରାତିରେ ପ୍ରେମିକାଙ୍କୁ ଭେଟିବା ମହଙ୍ଗା ପଡିଲା, ପ୍ରେମିକ ସହ ୪ ସାଙ୍ଗଙ୍କୁ ବାନ୍ଧିଲେ ଗ୍ରାମବାସୀ

ବାଲିପାଟଣା: ବିଳମ୍ବିତ ରାତିରେ ପ୍ରେମିକାକୁ ଭେଟିବାକୁ ଯାଇ ପ୍ରେମିକା ଗାଁରେ ବନ୍ଧା ହେଲା ପ୍ରେମିକ । କେବଳ ପ୍ରେମିକ ନୁହେଁ, ତା ସାଙ୍ଗରେ ଯାଇଥିବା ୩ ସାଙ୍ଗ ମଧ୍ୟ ଗାଁ ଦାଣ୍ଡରେ ବନ୍ଧା ହେଲେ । ମାତ୍ର ପରେ ପ୍ରକୃତ ଘଟଣା ଜଣାପଡ଼ିବା ପରେ ବିଚରା ପ୍ରେମିକ ଓ ତା ବନ୍ଧୁମାନେ ଛାଡ଼ ପାଇଲେ
Read More...

ଆଇସିୟୁରେ ବିଶିଷ୍ଟ ଶିଳ୍ପପତି ତାରା ପଟ୍ଟନାୟକ

ଭୁବନେଶ୍ୱର: ବିଶିଷ୍ଟ ଶିଳ୍ପପତି ତଥା ଫାଲକନ ଗ୍ରୁପ ଅଫ କମ୍ପାନୀର ଅଧ୍ୟକ୍ଷ ତାରା ରଞ୍ଜନ ପଟ୍ଟନାୟକ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ସକାଳେ ଶ୍ରୀ ପଟ୍ଟନାୟକ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଆପୋଲୋ ହସ୍ପିଟାଲର
Read More...

ନ୍ୟୁ ଲୁକରେ କ୍ୟାପଟେନ କୁଲ୍

ନୂଆଦିଲ୍ଲୀ: ପୁଣି ଭାଇରାଲ ହେଲେ ମହେନ୍ଦ୍ର ସିଂହ ଧୋନୀ । କିନ୍ତୁ ଏଥର କ୍ରିକେଟ ପାଇଁ ନୁହେଁ । ନିଜର ନ୍ୟୁ ଲୁକ୍ ପାଇଁ ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି ଧୋନୀ । ଲମ୍ବା କେଶ ହେଉ କି ସାଧୁ ବେଶ, ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ତାଙ୍କର ଲୁକକୁ ନେଇ ଜଣାଶୁଣା।
Read More...

ବିଜୁ ସ୍ୱାସ୍ଥ୍ୟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ମୁଁ ଚାହେଁ ସମସ୍ତେ ସୁସ୍ଥ ରୁହନ୍ତୁ । ଚିକିତ୍ସା ପାଇଁ ଟଙ୍କା କେବେ ବି ବାଧକ ନ ହେଉ। ଆଜି ମାଲକାନଗିରି ରେ smart health card ବଣ୍ଟନ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ।ବଣ୍ଡା ଜନଜାତି ମହିଳା ଶୁକ୍ରୀ ଧାଙ୍ଗଡା ମାଝୀଙ୍କୁ
Read More...

୧୮ ବର୍ଷ ବୟସରୁ କମ୍ ପିଲାଙ୍କୁ ଖୁବ୍ ଶୀଘ୍ର ଟିକା

ନୂଆଦିଲ୍ଲୀ : ଦେଶରେ ୧୮ ବର୍ଷ ବୟସରୁ କମ୍ ପିଲାଙ୍କୁ ମିଳିବ ଶୀଘ୍ର କରୋନା ଟିକା। ଟିକା ନିର୍ମାତା କମ୍ପାନୀ ଜନସନ ଆଣ୍ଡ ଜନସନ ଭାରତରେ ଟିକା ପରୀକ୍ଷା ପାଇଁ ଭାରତ ସରକାରଙ୍କଠାରୁ ଅନୁମତି ଲୋଡିଛି। କମ୍ପାନୀ ୧୨ ରୁ ୧୭ ବର୍ଷ ବୟସର ପିଲାମାନଙ୍କ ଉପରେ ଏହି ଟିକା ପରୀକ୍ଷା କରିବ।
Read More...

ବିସିସିଆଇ ଘୋଷଣା କଲା ୨୦୨୧-୨୨ ପାଇଁ କ୍ରୀଡାସୂଚୀ : ସେପ୍ଟେମ୍ବର ୨୦ରୁ ଘରୋଇ ଟୁର୍ଣ୍ଣାମେଣ୍ଟ , ଜାନୁୟାରୀ ୫ରୁ ରଣଜୀ…

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ଘରୋଇ କ୍ରିକେଟ୍‌ ପାଇଁ ଏକ ନୂତନ କାର୍ଯ୍ୟସୂଚୀ ପ୍ରକାଶ କରିଛି ଯେଉଁଥିରେ ଆସନ୍ତା ବର୍ଷ ଆରମ୍ଭରେ ରଣଜୀ ଟ୍ରଫି ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଗତ ବର୍ଷ କରୋନା ମହାମାୀ କାରଣରୁ ରଣଜୀ ଟ୍ରଫି ଆୟୋଜିତ ହୋଇପାରି ନଥିଲା, କିନ୍ତୁ
Read More...