ସତ ହେଲା ଧୋନୀଙ୍କ ଭବିଷ୍ୟତବାଣୀ, କହିଥିଲେ ଏମିତି ହେବ ବୋଲି…
ଦୁବାଇ : ଗତକାଲି ରାତିରେ ଯାହା ଘଟିଲା ତାହାକୁ ଭାରତୀୟ କ୍ରିକେଟ ପ୍ରେମୀ ଶୀଘ୍ର ଭୁଲିବାକୁ ନିଶ୍ଚୟ ଚାହିଁବେ । ଦୀର୍ଘ ୨୯ ବର୍ଷ ପରେ ଭାରତ ଦଳ ବିଶ୍ୱକପରେ ପାକିସ୍ତାନଠାରୁ ହାରିଛି । ଗତକାଲି ମ୍ୟାଚରେ ଭାରତ ପାକିସ୍ତାନଠାରେ ଆତ୍ମସମର୍ପଣ କରିଥିଲା । ଦଳ ୧୦ ଉଇକେଟ ହାରିଥିଲା ଯାହା ଏକ!-->…
Read More...
Read More...