ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ପିପିଲି ଉପନିର୍ବାଚନର ମତଦାନ
ପୁରୀ,୧/୧୦- କୋଭିଡ କଟକଣା ସତ୍ୱେ ୭୮.୨୪% ମତଦାନ ହୋଇଥିବା ବେଳେ ପ୍ରାର୍ଥିଙ୍କ ଭାଗ୍ୟ ସିଲ୍ ହୋଇଛି ଏବେ ଇଭିଏମରେ । ପୁରୀ ପେଣ୍ଠକଟାସ୍ଥିତ ୱେର ହାଉସରେ ତ୍ରିସ୍ତରୀୟ କଡା ସୁରକ୍ଷା ବଳୟ ମଧ୍ୟରେ ଭୋଟ ବାକ୍ସକୁ ୨୪ ଘଣ୍ଟିଆ ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି । ଆସନ୍ତା ୩ ତାରିଖ!-->…
Read More...
Read More...