କୋଶଳୀ ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କ ଜନ୍ମ ମାଟିରେ ଜନ୍ମ ଜୟନ୍ତୀ ପାଳିତ

ପାଟଣାଗଡ଼,୨୯/୯- ପାଟଣାଗଡ଼ ବାଲିପଟା ପଞ୍ଚାୟତ ଅନ୍ତର୍ଗତ କଳାଙ୍ଗପାଳିଠାରେ କୋଶଳୀ ବାଲ୍ମୀକି, କୋଶଳୀ ରାମାୟଣର ରଚୟିତା କୋଶଲ ମାଟିର ଗର୍ବ ଓ ଗୌରବ ସ୍ୱର୍ଗତ କବି ଇନ୍ଦ୍ରମଣି ସାହୁଙ୍କର ଜନ୍ମ ଜୟନ୍ତୀ ତଥା କୋଶଳୀ ସଂସ୍କୃତି ଦିନ ପାଳିତ ହୋଇଯାଇଛି । ଆଜିର ଏହି ଜୟନ୍ତୀ ସମାରୋହ ସଭାରେ
Read More...

ମନରେଗା ଯୋଜନାରେ ପାରିଶ୍ରମିକ ମିଳିବା ଦାବିରେ ଶ୍ରମିକମାନଙ୍କ ବ୍ଳକ କାର୍ଯ୍ୟାଳୟ ଆଗରେ ଧାରଣା

ପାଟଣାଗଡ଼,୨୯/୯- ସରକାରୀ ଦାଦନ ଶ୍ରମିକ ପ୍ରଥା ରୋକିବା ପାଇଁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କାର୍ଯ୍ୟକାରୀ ଶ୍ରମିକମାନଙ୍କୁ ଶହେଦିନର କାମ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ଶ୍ରମିକ ମାନଙ୍କୁ ଠିକ୍‌ ସମୟରେ ପାରିଶ୍ରମିକ ଯୋଗାଇ ଦେବାର ନିୟମ ରହିଥିବା ୨ ମାସରୁ
Read More...

ଯୁବମୋର୍ଚ୍ଚା ତରଫରୁ ନରେନ୍ଦ୍ର ମୋଦିଜୀଙ୍କ ସେବା ଏବଂ ସମର୍ପଣ ଦିବସ ପାଳିତ

ବୌଦ୍ଧ,୨୯/୯- ବୌଦ୍ଧବ୍ଲକ ଟିକରପଡ଼ା ଗ୍ରାମ ପଞ୍ଚାୟତ ର ବିରିଗଡ ଠାରେ ସେବା ଏବଂ ସମର୍ପଣ ଦିବସ ପାଳନର ୧୩ ତମ ଦିନ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଜୀ ୭୧ ତମ ଜୟନ୍ତୀ ବଡ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି । ପ୍ରଥମେ ବିରିଗଡ ଗ୍ରାମ ଖେଳପଡିଆ ଚତୁଃପାର୍ଶ୍ୱରେ
Read More...

ଲୋକ କଳା ଗ୍ରାମ ବାର୍ଷିକ ଉତ୍ସବ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବୌଦ୍ଧ,୨୯/୯- ଆଜି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଠାରେ ବୌଦ୍ଧ ବି.ଡି.ଓ. ଶ୍ରୀଯୁକ୍ତ ଦେବୀ ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ନାରାୟଣ ନଗରରେ ଲୋକ କଳା ଗ୍ରାମ ବାର୍ଷିକ ଉତ୍ସବ ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନିଷ୍ପତି କ୍ରମେ ନାରାୟଣ
Read More...

ଦାରିଙ୍ଗବାଡି ଆମ ପୁଲିସ ସମିତି ତରଫରୁ ରକ୍ତଦାନ ଶିବିର,୧୧୪ୟୁନିଟ ରକ୍ତ ସଂଗ୍ରହ

ଦାରିଙ୍ଗବାଡି,୨୯/୯ :କନ୍ଧମାଳ ଜିଲ୍ଲା ପୁଲିସ ତରଫରୁ ଦାରିଙ୍ଗବାଡି ଥାନା ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୧୧୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱରେ ଏହି ଶିବିର
Read More...

ବୌଦ୍ଧ ଜିଲ୍ଲା ସଂଚୟ ବିଭାଗ ତରଫରୁ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର

ବୌଦ୍ଧ,୨୯/୯- ବୌଦ୍ଧ ଜିଲ୍ଲା ସ୍ୱଳ୍ପ ସଂଚୟ ବିଭାଗ ତରଫରୁ ହରଭଙ୍ଗା ବ୍ଲକ ଆଡେନିଗଡ ଠାରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଶ୍ରୀ ବିରଞ୍ଚି ଧରୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ
Read More...

ପ୍ରଧାନମନ୍ତ୍ରୀ ଭାରତୀୟଙ୍କ ମଧ୍ୟରେ ସମ୍ପର୍କ ନଷ୍ଟ କରୁଛନ୍ତି: ରାହୁଲ୍‌ ଗାନ୍ଧୀ

ମଲପ୍ପୁରମ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟମାନଙ୍କ ମଧ୍ୟରେ ଥିବା ସମ୍ପର୍କ ନଷ୍ଟ କରି ଭାରତୀୟ ଭାବଧାରାକୁ ବିଧ୍ବଂସ୍ତ କରୁଛନ୍ତି ବୋଲି କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ଦୋଷାରୋପ କରିଛନ୍ତି। କେରଳର ମଲପ୍ପୁରମ୍‌ରେ ଏକ ‘ଡାଏଲିସିସ୍‌ ସେଣ୍ଟର୍‌’ର ଉଦ୍‌ଘାଟନୀ ଉତ୍ସବରେ
Read More...

‘ହୃଦୟ ସହ ସଂଯୋଗ ପାଇଁ ହୃଦୟର ବ୍ୟବହାର’- ଆପୋଲୋ ହସ୍ପିଟାଲର ଅଭିନବ ପ୍ରୟାସ

ଭୁବନେଶ୍ୱର : କାର୍ଡିଓ ଭାସ୍କୁଲାର ଡିଜିଜ୍ ବା ସିଭିଡି (ଦୃଦୟ ଓ ରକ୍ତବାହୀ ନଳୀ ରୋଗ)ର ଆମ ଶରୀର ଉପରେ ଅନେକ ପ୍ରଭାବ ରହିଛି । ଏହା ହେଉଛି ଆମ ଦୃଦୟ ଓ ରକ୍ତବାହୀ ନଳୀରେ ହେଉଥିବା କେତେକ ସ୍ୱାସ୍ଥ୍ୟ ସମସ୍ୟା ଯଥା କରୋନାରୀ ହାର୍ଟ ଡିଜିଜ୍, ସେରେବ୍ରୋ ଭାସ୍କୁଲାର ଡିଜିଜ୍,
Read More...

ଭାରତକୁ ଝଟ୍‌କା, ଗୋଲାପୀ ଟେଷ୍ଟରେ ଖେଳିବେନି ହରମାନପ୍ରୀତ

ନୂଆଦିଲ୍ଲୀ : ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଗୋଟିଏ ଗୋଲାପୀ ବଲ୍‌ ଟେଷ୍ଟ ମ୍ୟାଚ୍‌ ଆସନ୍ତାକାଲିଠାରୁ ଆରମ୍ଭ ହେବ । ଏହା ପୂର୍ବରୁ ଟିମ୍‌ ଇଣ୍ଡିଆ ଏକ ବଡ଼ ଝଟକା ଲାଗିଛି । ଭାରତୀୟ ମହିଳା ଟି -୨୦ ଦଳର ଅଧିନାୟକ ତଥା ଟେଷ୍ଟ ଉପ-ଅଧିନାୟକ ହରମାନପ୍ରୀତ କୌର ଏହି ଐତିହାସିକ ଟେଷ୍ଟ
Read More...

ଆସନ୍ତାକାଲି ପିପିଲି ଉପ ନିର୍ବାଚନ, ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

ପୁରୀ : ଆସନ୍ତାକାଲି ପିପିଲିରେ ଉପନିର୍ବାଚନ ନେଇ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ତେବେ ଏହା ପୂର୍ବରୁ ପୁରୀ ଜିଲାପାଳ ସମର୍ଥ ବର୍ମା ପିପିଲି ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । କିଭଳି ମୁକ୍ତ ଓ ଅବାଧ ନିର୍ବାଚନ ଅନୁଷ୍ଠିତ ହୋଇପାରିବ ସେ ନେଇ ସମସ୍ତ ବ୍ୟବସ୍ଥାକୁ ସେ ଅନୁଧ୍ୟାନ କରିଛନ୍ତି ।
Read More...