ବାର୍ଥ ଡେ ସ୍ପେଶାଲ : ରାଗରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ଏହି କ୍ରିକେଟର
ନୂଆଦିଲ୍ଲୀ : ଆଜି ଚେନ୍ନାଇ ସୁପର କିଙ୍ଗ୍ସ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ଅମ୍ବାତି ରାୟୁଡୁଙ୍କ ଜନ୍ମଦିନ । ଏକଦା ଟିମ୍ ଇଣ୍ଡିଆର ମଧ୍ୟମ ଅର୍ଡରର ଜଣେ ପ୍ରତିଷ୍ଠିତ ବ୍ୟାଟ୍ସମ୍ୟାନ ଭାବେ ନିଜକୁ ପରିଣତ କରିଥିବା ଅମ୍ବାତି କ୍ରୋଧିତ ହୋଇ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରକୁ ନଷ୍ଟ!-->…
Read More...
Read More...