ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ

ବାଲିଗୁଡ଼ା: ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ ଅନ୍ତର୍ଗତ ଗୁମିକିଆ ଗ୍ରାମ ପଞ୍ଚାୟତର ରାଣୀପଦର ଗ୍ରାମରେ । ମୃତ ଦୁଇ ଶିଶୁ ରାଣୀପଦର ଗ୍ରାମର ପିତସ ପ୍ରଧାନ ଓ ଲଳିତ ପ୍ରଧାନଙ୍କ ପାଞ୍ଚ ବର୍ଷର ଦୁଇ ଶିଶୁ
Read More...

କମ୍ବିଂ ବେଳେ ଜୀବନ୍ତ ଲ୍ୟାଣ୍ଡମାଇନ୍‌ ଉଦ୍ଧାର

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ଗତ କାଲି ବିଭିନ୍ନ ଜାଗାରେ ମାଓ ପୋଷ୍ଟର ସହ କେକେବିଏନ୍‌ ତରଫରୁ ଫିରିଙ୍ଗିଆ ଥାନା ପୋଡ଼ି ଘଟଣାରେ ନିରୀହ ଲୋକଙ୍କୁ ଜେଲ୍‌ ପଠାଇବାକୁ ବିରୋଧ କରିବା ସହ ଗଞ୍ଜେଇ ଚାଷ ଅଞ୍ଚଳର ଆର୍ଥିକ ମାନଦଣ୍ଡକୁ ସୁଦୃଢୁ କରୁଥିବାରୁ ଚାଷକୁ
Read More...

ଟିକପାଲିରେ ପୂର୍ବଶତ୍ରୁତାକୁ ନେଇ ହତ୍ୟାକାଣ୍ଡ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଏନଏସି ଅନ୍ତର୍ଗତ ୧୧ ନମ୍ବର ୱାର୍ଡ ଟିକପାଲିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜିତେନ୍ଦ୍ର ବନଗୁଳାକୁ ହତ୍ୟା କରାଯାଇଛି । ଘଟଣା ସ୍ଥଳରେ ପାଟଣାଗଡ ପୋଲିସ୍‌ ପହଞ୍ଚିଛି ଜିତେନ୍ଦ୍ରକୁ ଡାକ୍ତରଖାନାକୁ ପଠାଇଥିଲେ । ଡାକ୍ତର ଜିତେନ୍ଦ୍ରକୁ ମୃତ
Read More...

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବିଜୁ ଛାତ୍ର ଜନତା ଦଳର ସଦସ୍ୟ

ପୁରୀ: ସମଗ୍ର ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି । ୫-ଟି ଯୋଜନାରେ ସ୍କୁଲ୍‌, କଲେଜ ଗୁଡିକର ରୂପାନ୍ତରଣ କାର୍ଯ୍ୟ ଚାଲିଛି । ପୁରୀ ଜିଲ୍ଲା ର ୩୮ ଟି କଲେଜ କୁ ୫ଟି ଯୋଜନାରେ ରୂପାନ୍ତରଣ ନେଇ ରାଜ୍ୟ ସରକାର ୨୭ କୋଟି ଟଂକା ମଞ୍ଜୁର
Read More...

ପୁରୀ ଜିଲ୍ଲା ସ୍କୁଲ୍‌ରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ପୁରୀ : ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ବିଦ୍ୟାଳୟ ସ୍ତରୀୟ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ପୁରୀ ଜିଲ୍ଲା ସ୍କୁଲ୍‌ ଠାରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏହା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ପରିବହନ ପ୍ରାଧିକରଣ ଦ୍ୱାରା
Read More...

ସ୍ୱାୟତ୍ତ ଶାସନ ଦିବସ ଅବସରରେ ରକ୍ତଦାନ ଶିବିର

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ମୁଖ୍ୟାଳୟରେ ଆଜି ସ୍ୱାୟତ୍ତ ଶାସନ ଦିବସ ଅବସରରେ ରକ୍ତଦାନ ଶିବିର, ଭତ୍ତା ବଣ୍ଟନ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ କାର୍ଯ୍ୟାଦେଶ ବଣ୍ଟନ ଆଦି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଗରିମାମୟ ରକ୍ତଦାନ ଶିବିରରେ ନିଗମ କର୍ମଚାରୀଙ୍କ ସହିତ
Read More...

ଓଁ ଶ୍ରୀ ଇନଷ୍ଟିଚ୍ୟୁଟରେ ରକ୍ତଦାନ ଶିବିର ଆୟୋଜିତ

ବ୍ରହ୍ମପୁର : ଓଁ ଶ୍ରୀ ଇନଷ୍ଟିଚ୍ୟୁଟରେ ଲାଞ୍ଜିଆ ସମିତି ସଭ୍ୟ ତଥା ଆମ୍ବଗଡ ସମବାୟ ସମିତିର ସଭାପତି କାହ୍ନୁ ଚରଣ ପାତ୍ରଙ୍କ ଜନ୍ମଦିନ ଅବସରରେ “ଓଡ଼ିଶା ମୋ ପରିବାର ଏବଂ ଜୀବନ ବିନ୍ଦୁ” ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ବିଭିନ୍ନ ଯୁବକ ବର୍ଗ ତଥା ଛାତ୍ର ଛାତ୍ରୀ ଏବଂ
Read More...

ବାଲିଗୁଡା ଠାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ ସ୍ୱାୟତ୍ତ ଶାସନ ଦିବସ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଉତ୍ସବରେ କନ୍ଧମାଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ସ୍ଥାନୀୟ ବିଧାୟକ ଚକ୍ରମଣି କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି
Read More...

ବିପୁଳ ପରିମାଣର ମଦ ଓ କଫ୍‌ ସିରପ ଜବତ, ଜଣେ ଗିରଫ୍‌

ଦଶପଲ୍ଲା : ଦଶପଲ୍ଲା ଥାନା ଅନ୍ତର୍ଗତ ଘୋଳାହାଣ୍ଡି ଗ୍ରାମରେ ଚୋରାରେ ଦେଶୀ ମଦ ବ୍ୟବସାୟ ହେଉଥିବା ନେଇ ଦଶପଲ୍ଲା ପୁଲିସ ବିଶେଷ ସୁତ୍ରରୁ ଖବର ପାଇଁ ଘଠଣାସ୍ଥଳରେ ସଦଳବଳେ ଚଢଉ କରିଥିଲା । ଚଢଉ ସମୟରେ ଘୋଳାହାଣ୍ଡି ଗ୍ରାମର ଶଂକର ପ୍ରଧାନଙ୍କ ଘରୁ ୧୮ ଟି ସିଲ୍‌ କଫ ସିରପ୍‌ ବୋତଲ, ୫ଟି
Read More...

ସମୂହ ଛୁଟିରେ ଗଲେ କୃଷି ଅଧିକାରୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର କାର୍ଯ୍ୟରତ କୃଷି ଅଧିକାରୀମାନେ କ୍ୟାଡର ପୁନଃ ବିନ୍ୟାସରେ ଅହେତୁକ ବିଳମ୍ବର ପ୍ରତିବାଦରେ ୩୧ ଅଗଷ୍ଟଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୂହ ଛୁଟିରେ ରହିଥିବା ଜଣାପଡ଼ିଛି । ଓଡ଼ିଶା କୃଷି ସେବା ସଙ୍ଘ ଗଜପତି ଶାଖା ପକ୍ଷରୁ ଏହା ସୂଚନା ଦିଆଯାଇଛି ।
Read More...