ଆଜି ଶ୍ରୀମନ୍ଦିରରେ ୪ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ : ଶ୍ରୀମନ୍ଦିରରେ ଆଜି ଅପରାହ୍ନରେ ୪ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ । ବୁଧବାରରେ ଶ୍ରୀମନ୍ଦିରରେ ୠକ୍ମିଣୀ ହରଣ ନୀତି ଅନୁଷ୍ଠିତ ହେବ ।ତେଣୁ ଆପାତତଃ ଅପରାହ୍ନ ୧ଟା ଠାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଶ୍ରୀବିଗ୍ରହମାନଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।ଆଜି ରୁକ୍ମିଣୀ ହରଣ
Read More...

ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ମିଶ୍ରଣ ପର୍ବ ,ଶଙ୍ଖ ଧରିଲେ ବିଜେପି ଓ କଂଗ୍ରେସର ଶତାଧିକ କର୍ମୀ

ବାଲିଗୁଡ଼ା: ନିର୍ବାଚନ ପୂର୍ବରୁ ବିରୋଧି ଦଳକୁ ବଡ଼ ଝଟକା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର କ.ନୂଆଗାଁ ବ୍ଲକ ଅନ୍ତର୍ଗତ ବାଲିଗାଡ଼ା ପଞ୍ଚାୟତର ରାବତବାଡିରେ ବିଜେଡିରେ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ
Read More...

ନରସିଂହଗୁଡାରେ ଗ୍ରାମ ଦେବୀ ମା’ ତେଲେଙ୍ଗାଣୀଙ୍କ ବାର୍ଷିକ ଯାତ୍ରା

ନନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍‌ ଧଣ୍ଡରା ପଞ୍ଚାୟତ ଅନ୍ତର୍ଗତ ନରସିଂହଗୁଡା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ଗ୍ରାମଦେବୀ ମା ତେଲେଙ୍ଗାଣୀଙ୍କ ବାର୍ଷିକ ଯାତ୍ରା । ପ୍ରତ୍ୟେକ ବର୍ଷ ବୈଶାଖ ମାସରେ ଏହି ଯାତ୍ରା ପାଳନ କରାଯାଇଥାଏ । ପାରମ୍ପରିକ ରୀତିନୀତି ଅନୁସାରେ
Read More...

ଡକାୟତି ଉଦ୍ୟମ ପଣ୍ଡ, ୬ ଗିରଫ

ପୁରୀ : ଦାମୋଦର ରୋଡ଼ ଅଞ୍ଚଳରେ ମାଲବାହି ଗାଡିରୁ ଡକାୟତି ଉଦ୍ୟମ ପଣ୍ଡ । ଡକାୟତି ଉଦ୍ୟମରେ ୬ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ । ଅଭିଯୁକ୍ତ ମାନେ ଚକ୍ରକୋଟ ଲେନଠାରେ ଥିବା କାଜୁ ଜଙ୍ଗଲରେ ଡକାୟତି ଉଦ୍ୟମ ପାଇଁ ଯୋଜନା କରୁଥିବା ବେଳେ ଟାଉନ ଥାନା ପୋଲିସ ଟିମ ପହଞ୍ଚି ଅଭିଯୁକ୍ତ
Read More...

ଇଣ୍ଟରକଣ୍ଟିନେଣ୍ଟାଲ କପ୍‌-୨୦୨୩ର ପ୍ରଥମ ଟିକେଟ କିିଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦/୫ : ଆସନ୍ତା ଜୁନ ୯ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଥିବା ଅନର୍ମହାଦେଶୀୟ କପ୍‌-୨୦୨୩(ଇଣ୍ଟରକଣ୍ଟିନେଣ୍ଟାଲ କପ୍‌-୨୦୨୩)ର ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଭାରତୀୟ ଫୁଟବଲ ଟିମ୍‌ର କ୍ୟାପଟେନ ସୁନିଲ ଛେତ୍ରୀଙ୍କ ହାତରୁ ସେ ଗ୍ରହଣ
Read More...

ବୌଦ୍ଧର ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ବନମାଳୀ ପାଣିଗ୍ରାହୀଙ୍କ ପରଲୋକ

ବୌଦ୍ଧ,୩୦/୫:- ବୌଦ୍ଧ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ବନମାଳୀ ପାଣିଗ୍ରାହୀଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହେଉଥିଲା । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ହେତୁ ବଗିଚାସାହି ସ୍ଥିତ ନିଜ ବାସଭବନ ଠାରେ ଆଜି ଅପରାହ୍ନ ସମୟରେ ସେ ଇହଧାମ ତ୍ୟାଗ
Read More...

ଜଳୁଛି ପଶ୍ଚିମ ଓଡ଼ିଶା,ଉପକୂଳରେ ଅସହ୍ୟ ଗୁଳୁଗୁଳି

ଭୁବନେଶ୍ୱର:ରାଜ୍ୟରେ ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ଜାରି ରହିଛି । ବିଶେଷକରି,ପଶ୍ଚିମ ଓଡ଼ିଶା ଅବସ୍ଥା ସାଂଘାତିକ । ସାରା ପ.ଓଡ଼ିଶା ଜଳୁଥିବା ବେଳେ ଉପକୂଳରେ ଅସହ୍ୟ ଗୁଳୁଗୁଳି । ଆଜି ସମ୍ବଲପୁର ଓ ଝାରସୁଗୁଡ଼ାରେ ସର୍ବାଧିକ ତାତି ରେକଡର଼୍ ହୋଇଛି । ସମ୍ବଲପୁରରେ ଆଜି ସର୍ବାଧିକ ୪୩ ଡିଗ୍ରି
Read More...

ସାଇପ୍ରସାଦ ସାହୁଙ୍କୁ “ପ୍ରକୃତି ବନ୍ଧୁ’ ପୁରସ୍କାର

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ସିନ୍ଧେକେଲା ଗ୍ରାମର ମୂଳବାସିନ୍ଦା ତଥା ପରିବେଶପ୍ରେମୀ ସାଇପ୍ରସାଦ ସାହୁଙ୍କୁ ମିଳିବ ସମ୍ମାନଜନକ ପ୍ରକୃତି ବନ୍ଧୁ ପୁରସ୍କାର । ସେ ଅନେକ ଥର ସ୍ୱଚ୍ଛ ଭାରତ , ସାଂପ୍ରଦାୟିକ ସଦଭାବ , ଆବର୍ଜନା ପରିଚାଳନା , ପ୍ଲାଷ୍ଟିକ
Read More...

ୱାଟର ପାର୍କରେ ଦାଦାବଟୀ ଆଦାୟ ଓ ବୋମା ମାଡ ଘଟଣାରେ ୭ ଗିରଫ

ପୁରୀ : ପୁରୀ ସଦର ଥାନ ଅନ୍ତର୍ଗତ ମାଳତୀ ପାଟପୁର ୱାଟର ପାର୍କରେ ଦାଦାବଟୀ ଆଦାୟ ଓ ବୋମା ମାଡ ଘଟଣାରେ ୭ଜଣଙ୍କୁ ଗିରଫ କରିଛି ଚନ୍ଦନ ପୁର ଥାନା ପୋଲିସ । ଅଭିଯୁକ୍ତଙ୍କ ଠାରୁ ୩ଟି ଦେଶୀ ବନ୍ଧୁକ ସହ ୪ଟି ଜୀବନ୍ତ ଗୁଳି ଏବଂ ଦୁଇଟି ମୋବାଇଲ ଜବତ କରିଛି ଚନ୍ଦନପୁର ଥାନା ପୋଲିସ । ଗତ
Read More...

ଆସନ୍ତାକାଲି ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ପୂର୍ବାହ୍ନ ୧୧ଟାରେ ପରୀକ୍ଷା ଫଳ ଘୋଷଣା କରାଯିବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି । ଚଳିତ ବର୍ଷ ୧୧୪୫ ପରୀକ୍ଷା କେନ୍ଦ୍ରରେ ସାଢେ଼ ୩ ଲକ୍ଷ
Read More...