୨ ହାଇୱାକୁ ଲକ୍ଷାଧିକ ଟଙ୍କାର ଜୋରିମାନା
ହରଭଙ୍ଗା : ବୌଦ୍ଧ ଆରଟିଓ ପକ୍ଷରୁ ରବିବାର ଦିନ ୨ଟି ବାଲି ବୋଝେଇ ହାଇୱାକୁ ଅଟକାଇ ବାଲି ଓଭରଲୋଡିଂ ନେଇ ଜୋରିମାନା ପକାଇ ଥିବା ଜଣାପଡିଛି । ସୂଚନା ମତେ ହରଭଙ୍ଗା ମହାନଦୀ ଘାଟରୁ (ଓଡି ୧୨ ଡି ୭୨୩୧) ଅନ୍ୟଟି (ଓଡି ୧୨ଏ ୮୯୭୨) ନାମକ ଦୁଇଟି ହାଇୱାରେ ଫୁଲବାଣୀକୁ ବାଲି ନେଇ ଯାଉଥିବା ସମୟରେ!-->…
Read More...
Read More...