ହରିଶଙ୍କର ମନ୍ଦିରର ବିକାଶ ପାଇଁ ଆସିଥିବା ଅର୍ଥର ବିନିଯୋଗ ଉପରେ ବୈଠକ

ଖପ୍ରାଖୋଲ: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହରିଶଙ୍କର ମନ୍ଦିର ଚତୁପାର୍ଶ୍ୱ ବିକାଶ ସମ୍ପର୍କିତ ବୈଠକ ଦେବୋତ୍ତର ବିଭାଗ ତରଫରୁ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼.ବିଜୟାନନ୍ଦ ସେଠୀ
Read More...

ମହାଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠାରେ ଯୋଗଦେଲେ ଶ୍ରୀହରୀ

ଦଶପଲ୍ଲା : ଆଦିବାସୀ ବହୁଳ,ଦଶପଲ୍ଲା ବ୍ଲକ କୁଜାମେଣ୍ଢି ପଞ୍ଚାୟତ ଅନ୍ତର୍ଗତ ଆମ୍ବଲିମ୍ବା ଗ୍ରାମରେ ଧନଦାତ୍ରୀ ମା ମହାଲକ୍ଷ୍ମୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି । ଏହି ମନ୍ଦିର ପ୍ରତିଷ୍ଠା ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ,ଦଶପଲ୍ଲାର ବିଶିଷ୍ଠ ସମାଜସେବୀ ଶ୍ରହରୀ
Read More...

ବହୁମୂଖୀ ସ୍ୱାସ୍ଥ୍ୟ କର୍ମୀ ମହାସଂଘ ପକ୍ଷରୁ ୫ ଦଫା ଦାବିପତ୍ର ପ୍ରଦାନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକରେ କାର୍ଯ୍ୟରତ ବହୁମୂଖୀ ସ୍ୱାସ୍ଥ୍ୟ କର୍ମୀ ମହାସଂଘ ପକ୍ଷରୁ ୫ ଦଫା ଦାବି ନେଇ ଏକ ସ୍ମାରକପତ୍ର ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ପତିତପାବନ ବାରିକଙ୍କୁ ପ୍ରଦାନ କରାଯାଇଛି । ଗୁରାଣ୍ଡି
Read More...

ଅବହେଳିତ ଗାଁ ଗଡ଼ିପଦର; ଗାଁ କୁ ନାହିଁ ଭଲ ରାସ୍ତା

ପହଁଚି ପାରୁନି ସରକାରୀ ଯୋଜନା,ପ୍ରଶାସନର ନିଘା ନାହିଁବାଲିଗୁଡ଼ା : ମୌଳିକ ସୁବିଧାରୁ ବଞ୍ଚିତ ଅଞ୍ଚଳବାସୀ । ବିକାଶ ଏଠି ସାତସପନ । ଆର୍ଥୀକ ବର୍ଷ ୨୦୧୫/୧୬ ରୁ ଗ୍ରାମ୍ୟ ଉନ୍ନୟନ ରାସ୍ତାରୁ ଗାଁ ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ରାସ୍ତା ନିର୍ମାଣ ପାଇଁ ୫ଲକ୍ଷ ଟଙ୍କା ମଞ୍ଜୁରୀ ମିଳିଥିଲେ
Read More...

କୋଣାର୍କ ଚନ୍ଦ୍ରଭାଗାରେ ଉଦଘାଟିତ ହେଲା ଆର୍ନ୍ତଜାତୀୟ ବାଲୁକା କଳା ମହୋତ୍ସବ

ପୁରୀ : କୋଣାର୍କ ଚନ୍ଦ୍ରଭାଗାରେ ଉଦଘାଟିତ ହୋଇଛି ଆର୍ନ୍ତଜାତୀୟ ବାଲୁକା କଳା ମହୋତ୍ସବ ୨୦୨୨ । ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଏହା ଦେଶ ଦେଶ ମଧ୍ୟରେ କଳା ସଂସ୍କୃତିକୁ ଯୋଡିବାରେ ମୁଖ୍ୟ ମାଧ୍ୟମ ହେବ ବୋଲି ପର୍ଯ୍ୟଟନ ମନ୍ତ୍ରୀ
Read More...

ଗଜପତି ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଶ୍ୱ ଏଡସ ଦିବସ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଚିକିତ୍ସା ଅଧିକାରୀ କାର୍ଯ୍ୟାଳୟର ପ୍ରଶିକ୍ଷଣ କେନ୍ଦ୍ର ଠାରେ ପ୍ରତି ବର୍ଷ ପରି ଚଳିତ ବର୍ଷ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଡିସେମ୍ବର ୧ ତାରିଖକୁ ବିଶ୍ୱ ଏଡ୍ସ ଦିବସ ପାଳିତ
Read More...

ବୌଦ୍ଧରେ ବିଶ୍ୱ ଏଡ୍‌ସ ଦିବସ ପାଳିତ :
ସଚେତନତା ଓ ସତର୍କତା ବଳରେ ଏଡ୍‌ସକୁ ରୋକିହେବ

ବୌଦ୍ଧ, ୧/୧୨ (ହୀ.ପ୍ର): ଆଇସିଟିସି ଓ ଡିଏସ୍‌ଆରସିର ମିଳିତ ଆନୁକୂଲ୍ୟରେ ବୌଦ୍ଧ ଜିଲ୍ଲାରେ ବିଶ୍ୱ ଏଡ୍‌ସ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ବିରାଟ ଶୋଭାଯାତ୍ରା ବିଭିନ୍ନ ବିଶ୍ୱବିଦ୍ୟାଳୟର ଏନ୍‌ସିସି,ଆରଆରସି, ଏନ୍‌ୱାଇକେ, ଏଏସଏସ, ସ୍କାଉଟ ଓ
Read More...

“ସଖି’ ୱାନ ଷ୍ଟପ୍‌ ସେଣ୍ଟର ପକ୍ଷରୁ ହିଂସାମୁକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମହିଳା ଓ ବାଳିକା ମାନଙ୍କୁ ନେଇ "ସଖି' ୱାନ ଷ୍ଟପ୍‌ ସେଣ୍ଟର ପକ୍ଷରୁ ଏକ ହିଂସାମୁକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ସଖୀ ୱାନ ଷ୍ଟପ କେନ୍ଦ୍ରରେ ପ୍ରଶାସିକା ଶ୍ରୀମତୀ
Read More...

ଏବିଭିପି କଳାହାଣ୍ଡି ତରଫରୁ ଜି-୨୦ ରେ ଭାରତର ସଭାପତିତ୍ୱକୁ ସ୍ୱାଗତ

ଭବାନୀପାଟଣା: ଜି-୨୦ ୨୦୨୩ ର ସଭାପତିତ୍ୱ ଭାରତକୁ ମିଳିଛି । ତେଣୁ ଏହି ପରିପେକ୍ଷୀରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡି ତରଫରୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଏକ ସ୍ୱାଗତ ସଭା ଆୟୋଜନ ହୋଇଯାଇଛି । ଏହି ସଭାରେ ବିଶ୍ୱବିଦ୍ୟାଳୟ ଓ ଭବାନୀପାଟଣା ନଗର ସ୍ଥିତ ଛାତ୍ର
Read More...

ବଲାଙ୍ଗିରଠାରେ ଜିଲ୍ଲା ସ୍ତରୀୟ ବିଶ୍ୱ ଏଡସ ଦିବସ ପାଳିତ,ନିୟନ୍ତ୍ରଣ ପାଇଁ ଜନସଚେତନତା ଉପରେ ଗୁରୁତ୍ୱାରୋପ

ବଲାଙ୍ଗିର : ଆଜି ବଲାଙ୍ଗିର ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜିଲ୍ଲା ଏଡସ ନିରାକରଣ ୟୁନିଟ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ତଥା ଏଡସ ନିରାକରଣ କାର୍ଯ୍ୟକ୍ରମର ସହଯୋଗୀ ବେସରକାରୀ ସଂସ୍ଥା ସହଯୋଗରେ ଜିଲ୍ଲା ସ୍ତରୀୟ ବିଶ୍ୱ ଏଡସ ଦିବସ ପାଳିତ ହୋଇଯାଇଛି । ବିଶ୍ୱ ଏଡସ ଦିବସ ପାଳନ ଉପଲକ୍ଷେ
Read More...