କନ୍ଧମାଳର ସାହିତ୍ୟିକମାନେ ପାଇଲେ “ବିଶ୍ୱନୟନ’ ସମ୍ମାନ

ଫୁଲବାଣୀ : ଓଡ଼ିଶାର ଆଧ୍ୟାତ୍ମିକ ତଥା ସାମାଜିକ ସଂଗଠନ ଶ୍ରୀ ବିଶ୍ୱନୟନ ଐଶ୍ୱରୀୟ ଟ୍ରଷ୍ଟ, ପୁରୀ ତରଫରୁ ଏବଂ ବିଶ୍ୱନୟନ ଓ ବିଶ୍ୱେଶ୍ୱରୀ ସାହିତ୍ୟ ପତ୍ରିକା ସୌଜନ୍ୟରେ ରାଜ୍ୟସ୍ତରୀୟ କବି ଲେଖକ ସମାବେଶ ଏବଂ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କନ୍ଧମାଳର
Read More...

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ନୂତନ ଭାରପ୍ରାପ୍ତ ଗୋଷ୍ଠୀଶିକ୍ଷା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବୌଦ୍ଧ : ବୌଦ୍ଧ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ କାର୍ଯ୍ୟାଳୟରେ ନୂତନ ଭାରପ୍ରାପ୍ତ ଗୋଷ୍ଠୀଶିକ୍ଷା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ଏଥିରେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ଉପସଭାପତି ଶମ୍ଭୁଗିରୀଙ୍କ ନେତୃତ୍ୱରେ ବୌଦ୍ଧ ବ୍ଲକ ସଭାପତି ରାଜ କୁମାର ପ୍ରଧାନ,
Read More...

ଘରକୁ ଘର ବୁଲି ଛତୁଆ ବାଣ୍ଟିଲେ ସୁପର ଭାଇଜର

ବାଲିଗୁଡ଼ା: ଘରକୁ ଘର ବୁଲି ଛତୁଆ ବାଣ୍ଟୁଛନ୍ତି ଅଙ୍ଗୱାଡ଼ି ସୁପର ଭାଇଜର । ଏପରି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ କ୍ଲଷ୍ଟରରେ । ରାଜ୍ୟ ବ୍ୟାପି ଅଙ୍ଗୱାଡ଼ି କର୍ମୀ ଓ ସହାୟିକା ମାନେ ତାଙ୍କର ଦାବୀ ପୂରଣ ଲାଗି ଧାରଣା ରେ ବସିଥିବା
Read More...

ଡ଼ଃ ଅଭିଷେକ ମିଶ୍ରଙ୍କ ପରଲୋକରେ ସୁବର୍ଣ୍ଣପୁର ସହରରେ ଶୋକ

ସୁବର୍ଣ୍ଣପୁର : ଗତକାଲି ସୁବର୍ଣ୍ଣପୁରର ଗୌରବ ତଥା ସମ୍ବଲପୁର ଜିଏମ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ଡ଼ଃ ଅଭିଷେକ ମିଶ୍ର ଚିକିତ୍ସିତ ଅବସ୍ଥାରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି । ଏ ଘଟଣାରେ ସୋନପୁର ତଥା ସମ୍ୱଲପୁର ଜିଏମ କଲେଜରେ ଶୋକର ଛାୟା ଖେଳିଯାଇଥିବା ବେଳେ ଆଜି
Read More...

ସୁବର୍ଣ୍ଣପୁର ପୋଲିସର ବଡ଼ ସଫଳତା: ନକଲି ସୁନା ବନ୍ଧକ ମାମଲାରେ ୭ ଜଣ ଗିରଫ

ସୁବର୍ଣ୍ଣପୁର: ନକଲି ସୁନା ଦେଇ ବ୍ୟାଙ୍କକୁ ଲଗାଉଥିଲେ ଚୁନା । ଶେଷରେ ବନ୍ଧା ହୋଇ କୋର୍ଟ ଫରୱାର୍ଡ଼ ହେଲେ । ନକଲି ସୁନା ବନ୍ଧକ ରଖି ୫୨ ଲକ୍ଷ ଟଙ୍କାର ଋଣ ନେଇଥିବା ମାମଲାରେ ୭ ଜଣକୁ ଗିରଫ କରିଛି ସୁବର୍ଣ୍ଣପୁର ପୋଲିସ । ସ୍ଥାନୀୟ ବରୋଦା ବ୍ୟାଙ୍କରେ ଏହି ଠକେଇ ହୋଇଥିବା ନେଇ ସୋନପୁର
Read More...

୬୦ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ

ପୁରୀ : ରିଜର୍ଭ ପୋଲିସ ଲାଇନରେ ପାଳିତ ହୋଇଛି ୬୦ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ । ଉତ୍ସବରେ ଆରକ୍ଷୀ ଅଧିକ୍ଷକ କେ ବିଶାଲ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୃହରକ୍ଷୀ ମାନଙ୍କର କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ । ସେ କହିଲେ ଯେ ବନ୍ୟା ବାତ୍ୟା ସମୟରେ ଗୃହରକ୍ଷୀ ମାନଙ୍କର କାର୍ଯ୍ୟ
Read More...

ସୁବର୍ଣ୍ଣପୁରରେ ବଢୁଛି ସାଇବର ଅପରାଧ, ଚିନ୍ତାରେ ବୁଦ୍ଧିଜୀବୀ

ସୁବର୍ଣ୍ଣପୁର - ଜିଲ୍ଲାରେ ସାଇବର ଅପରାଧୀଙ୍କ ବ୍ଲାକମେଲିଂ ଯୋଗୁଁ ପୀଡିତ ଆତ୍ମହତ୍ୟା ପରି କଠୋର ନିଷ୍ପତ୍ତି ନେବା ପାଇଁ ବାଧ୍ୟ ହେଉଥିବା ଦେଖିବାକୁ ମିଳିଛି ।ରାଜସ୍ଥାନ ଅଲୱର ସହରର ଦୁଇଜଣ ସାଇବର ଅପରାଧୀଙ୍କ ବ୍ଳାକମେଲିଂ ଯୋଗୁଁ ବରପାଲି ପିଏନବି ବ୍ୟାଙ୍କ ମ୍ୟାନେଜର ଦିବ୍ୟ ରଂଜନ ମିଶ୍ର
Read More...

ବ୍ରାହ୍ମଣୀଗାଁ ସେଣ୍ଟ ଜୋହନ ସ୍କୁଲରୁ ଚୋରି ଉଦ୍ୟମ, ଆଂଶିକ ଭଙ୍ଗାରୁଜା

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍ଥାନୀୟ ସେଣ୍ଟ ଜୋହନ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ହୋତା ଭିତରେ ପଶି କେହି ଦୁର୍ବୃତ୍ତ ଭଙ୍ଗାରୁଜା କରି ଅନୁଷ୍ଠାନର କ୍ଷୟକ୍ଷତି କରିଥିବା ନେଇ ସ୍କୁଲର ଅଧ୍ୟକ୍ଷ କପିଳାସ ନାୟକ ବ୍ରାହ୍ମଣୀଗାଁ
Read More...

ବ୍ରାଉନସୁଗାର ଜବତ, ଜଣେ ଗିରଫ

ପୁରୀ : ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ କୋଣାର୍କ ଅବକାରୀ ଥାନା ଉପ-ନିରୀକ୍ଷକ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ଗୋପ ଥାନା ଓ ନୂଆହାଟ ଫାଣ୍ଡି ଅଧୀନ ନରସିଂହପୁରଶାସନ ମଲ୍ଲିକସାହି ଠାରେ ଚଢ଼ାଉକାରି କଟକ ଜିଲ୍ଲା ଏବଂ ନିଆଳି ଥାନା ଅଧୀନ ନୂଆବେତେଣ୍ଡା
Read More...

ଏନୱାଇକେ ପକ୍ଷରୁ ଆନ୍ତର୍ଜାତିକ ସ୍ୱେଚ୍ଛାସେବୀ ଦିବସ ପାଳିତ

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସ୍ଥାନୀୟ ସରକାରୀ ଆଇଟିଆଇ ଠାରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଆନ୍ତର୍ଜାତିକ ସ୍ୱେଚ୍ଛାସେବୀ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ସରକାରୀ ଆଇଟିଆଇ ଫୁଲବାଣୀର ଅଧ୍ୟକ୍ଷ ଇଂଜିନିୟର ପ୍ରକାଶ
Read More...