ସ୍ୱତନ୍ତ୍ର ରାଜ୍ୟ ଦାବି ଆଡ଼କୁ ମୁହାଁଇଲା ଓକିଲଙ୍କ ଆନ୍ଦୋଳନ
ସମ୍ବଲପୁର: ଓଡ଼ିଶା ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିକୁ ନେଇ ଏଠାରେ ଗଢିଉଠିଥିବା ଓକିଲ ସଂଘର ଆନ୍ଦୋଳନ ଆଜି ଏକ ଭିନ୍ନ ରୂପ ନେଇଛି । ସୁପ୍ରିମକୋର୍ଟର ନିର୍ଦ୍ଦେଶକ୍ରମେ ଏଠାକାର ପୁଲିସ ପକ୍ଷରୁ ସକ୍ରିୟତା ଦର୍ଶାଇ ଜିଲ୍ଲା କୋର୍ଟର ଅଧିକାରୀ ଓ କର୍ମଚାରୀଙ୍କ ଅବାଧ ପ୍ରବେଶ!-->…
Read More...
Read More...