ମହିଳା କ୍ରିକେଟର ବେଦଙ୍କୁ ଫିଲ୍ମ ଷ୍ଟାଇଲରେ ପ୍ରପୋଜ କଲେ କ୍ରିକେଟର ଅର୍ଜୁନ
ନୂଆଦିଲ୍ଲୀ : ଭାରତୀୟ ମହିଳା କ୍ରିକେଟର ବେଦ କୃଷ୍ଣମୂର୍ତ୍ତି ଏବଂ କ୍ରିକେଟର ଅର୍ଜୁନ ହୋଏସାଲାଙ୍କ ନିର୍ବନ୍ଧ ଶେଷ ହୋଇଛି । ଅର୍ଜୁନ ଫିଲ୍ମ ଷ୍ଟାଇଲରେ ବେଦଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ଏହାର ଫଟୋ ଉଭୟେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଅର୍ଜୁନ କର୍ଣ୍ଣାଟକ ପ୍ରିମିୟର!-->…
Read More...
Read More...