ଚୀନ୍ରେ ଆଉ ଏକ ଭୂତାଣୁ ଚିହ୍ନଟ
ବେଜିଂ : ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା ଭାଇରସ ସହ ଲଢ଼ୁଥିବା ବେଳେ ଚୀନ୍ରେ ଆଉ ଏକ ଭୂତାଣୁ ଚିହ୍ନଟ ହୋଇଛି । ଏହା ମଧ୍ୟ କରୋନା ଭଳି ଅତି ମାରାତ୍ମକ ଭୂତାଣୁ । ଘୁଷୁରୀମାନଙ୍କଠାରେ ଏହି ଭୂତାଣୁ ରହିଛି । ଏହା ମଣିଷକୁ ସଂକ୍ରମଣ କରିପାରେ । ପରେ ଏହି ଭୂତାଣୁ ମଣିଷକୁ ମଣିଷ ସଂକ୍ରମଣ!-->…
Read More...
Read More...