ବାଇକ ଡିକି ଭାଙ୍ଗି ୪୦ ହଜାର ଟଙ୍କା ଲୁଟ

ବୌଦ୍ଧ,୩୦/୬- ବଉଦ ସହର ଗାନ୍ଧୀଛକ ନିକଟରୁ ବାଇକ ଡିକି ଭାଙ୍ଗି ଲୁଟେରା ମାନେ ୪୦ ହଜାର ଟଙ୍କା ଲୁଟି ନେଇଥିବା ବୌଦ୍ଧଥାନାରେ ଅଭିଯୋଗ ହୋଇଛି | ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଥାନା ବଘିଆପଡା ଗ୍ରାମ ପଂଚାୟତ ଅନ୍ତର୍ଗତ ଖୁଣ୍ଟିଆପଡା ଗ୍ରାମର ବଉଦି ବେହେରା ନାମକ ଜଣେ ଚାଷୀ ଜମାଖାତାକୁ
Read More...

ବୌଦ୍ଧ : ଆଉ ଜଣେ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୩୦/୬ : ବୌଦ୍ଧ ଜିଲ୍ଲାରେ ପୁର୍ବରୁ ୪୧ ଜଣ ବ୍ୟକ୍ତିଙ୍କ ଦେହରେ କରୋନା ପଜିଟିଭ ଚିନ୍ହଟ ହୋଇଥିବା ବେଳେ ଆଜି ଆଉ ଜଣେ ପ୍ରବାସୀଙ୍କ ଦେହରେ କରୋନା ପଜିଟିଭ ବାହାରିଥିବା ଜଣାପଡିଛି l ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ତ୍ରିଲୋଚନ ପ୍ରଧାନ ସ୍ପଷ୍ଟ କରିଛନ୍ତି |
Read More...

ଟିକ୍‌ ଟକ୍‌ ସମେତ ୫୯ଟି ଚାଇନିଜ ଆପ୍‌କୁ ନିଷିଦ୍ଧ

ନୂଆଦିଲ୍ଲୀ,୨୯/୬- ଚୀନ ସୀମାରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଉଭୟ ଦେଶର କମାଣ୍ଡରସ୍ତରୀୟ ଆଲୋଚନା ଆସନ୍ତାକାଲି ହେବାକୁ ଥିବାବେଳେ ଭାରତ ସରକାର ୫୯ଟି ଚାଇନିଜ୍‌ ଆପ୍‌କୁ ଦେଶରେ ନିଷିଦ୍ଧ କରିବାପାଇଁ ଆଜି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏଳଏସିରେ ଉଭୟ ଦେଶର
Read More...

ଜୁଲାଇ ରଣନୀତି ପାଇଁ ଜିଲ୍ଲାପାଳ, ଏସ୍‌.ପି ଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ସବୁ ସରକାରୀ କାର୍ଯ୍ୟାଳୟକୁ ଶୂନ୍ୟ ସଂକ୍ରମଣ ଅଞ୍ଚଳ, କୋଭିଡ ଯୋଦ୍ଧାଙ୍କ ଯତ୍ନ ଏବଂ ମାସ୍କ ବ୍ୟବହାର କଡାକଡି ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବାରୋପ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଜୁଲାଇ ମାସର କୋଭିଡ ରଣନୀତି ସଂପର୍କରେ ବରିଷ୍ଠ
Read More...

ସିମନବାଡ଼ି ଅଞ୍ଚଳରେ ବିଜୁଳିର ଲୁଚକାଳି, ଦାନା ବାନ୍ଧୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି,୨୯/୬ : ରାଜ୍ୟ ସରକାର କୌଣସି ଅଞ୍ଚଳରେ ବିଦ୍ୟୁତ ବିଭ୍ରାଟ କିମ୍ବା ବିଦ୍ୟୁତ କାଟ ହେବନାହିଁ ବୋଲି ନିର୍ଭର ପ୍ରତିଶୃତି ଦେଉଥିବା ବେଳେ ବାସ୍ତବ କ୍ଷେତ୍ରରେ ଗ୍ରାମାଞ୍ଚଳରେ ସେଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି l ବର୍ଷର ବାରମାସ ଯାକ ବିଦ୍ୟୁତ ସେବା ଗ୍ରାହକ ମାନଙ୍କୁ
Read More...

ବାଇକକୁ ଧକ୍କା ଦେଲା ଟ୍ରକ, ୨ ଆହତ

ବୌଦ୍ଧ,୨୯/୬ - ଆଜି ସନ୍ଧ୍ୟା ପ୍ରାୟ ୬ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର ୫୭ ର ବଉଦ ସହର ଖଲିଆବଗିଚା ନିକଟ ପେଟ୍ରୋଲ୍ ଟାଂକି ପାଖରେ ସମାନ ଦିଗରୁ ଆସୁଥିବା ଗୋଟିଏ ବାଇକକୁ OD31G3191 ନମ୍ବର୍ ବିଶିଷ୍ଟ ଗୋଟିଏ ଟ୍ରକ୍ ଧକ୍କା ଦେବାରୁ ୨ ଜଣ ବାଇକ ଆରୋହୀ ଆହତ ହୋଇଛନ୍ତି | ବାଇକ ଆରୋହୀ
Read More...

ଇଣ୍ଡିକା – ପଲ୍ସର୍ ମୁହଁlମୁହିଁ ଧକ୍କା, ଜଣେ ମୃତ, ଦୁଇ ଗୁରୁତର

ବୌଦ୍ଧ - ଜାତୀୟ ରାଜପଥ ନମ୍ବର୍ ୫୭ ର ଗମ୍ଭାରୀ ପଦର ନିକଟସ୍ଥ ନୁନିଜୋର୍ ନିକଟରେ ଏକ ଇଣ୍ଡିକା ଓ ପଲ୍ସର୍ ମଧ୍ୟରେ ମୁହଁlମୁହିଁ ଧକ୍କା ହେବା ଫଳରେ ପଲସର୍ ଆରୋହୀ ର ଘଟଣା ସ୍ଥଳରେ ମୃତ୍ୟୁ ହେବା ସହ ଅନ୍ୟ ୨ଜଣ ଆରୋହୀ ଗୁରୁତର ଆହତ ହୋଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଥାନା
Read More...

ଶୋଷ ମେଣ୍ଟାଉଛି ଦୁଷିତ ଚୁଆ ପାଣି କେବେ ସୁଧୁରିବ ସମସ୍ୟା ପ୍ରଶାସନର ନିଘା ନାହିଁ ..!

ବାଲିଗୁଡ଼ା:(ବିପ୍ରଚରଣ ସାହୁ) ଜଳ ହିଁ ଜୀବନ । ହେଲେ ଆଜିବି ଅନେକ ଅଞ୍ଚଳ ରହିଛି ଯେଉଁଠି ଟୋପେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଅଞ୍ଚଳବାସୀ । ଗୁହାରି କରି କରି ଦିନ ପରେ ଦିନ,ମାସ ପରେ ମାସ,ବର୍ଷ ପରେ ବର୍ଷ ବିତିଯାଉଛି ହେଲେ ସୁଧୁରୁନି ସମସ୍ୟା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍
Read More...

ଦିନକରେ ୧୯, ୪୫୯ ଆକ୍ରାନ୍ତ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୯,୪୫୯ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୪୮ ହଜାର ୩୧୮ରେ ପହଞ୍ଚିଛି । ସେହିପରି, ଦିନକରେ ଆଉ ୩୮୦ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ମୋଟ ମୃତ୍ୟୁସଂଖ୍ୟା ୧୬ ହଜାର ୪୭୫କୁ ବୃଦ୍ଧି ପାଇଛି ।
Read More...

ବିଶ୍ୱରେ ଭାରତ ପ୍ରତି ବଢ଼ୁଛି ସମର୍ଥନ

ସୀମାରେ ଚୀନ୍ର ଉତ୍ପାତ୍ତ ଏବଂ କରୋନା ପ୍ରସଙ୍ଗରେ ବିଶ୍ୱରେ ଭାରତ ପ୍ରତି ସମର୍ଥନ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି । ଗୋଟିଏ ପରେ ଗୋଟିଏ ଦେଶ ଭାରତକୁ ଦୃଢ଼ ସମର୍ଥନ ଜଣାଉଛନ୍ତି । ଋଷ୍ ପରେ ଏବେ ଆମେରିକ, ଇସ୍ରାଏଲ୍ ଓ ଜାପାନ୍ ଭାରତ ସପକ୍ଷରେ ବାହାରିଛନ୍ତି । ଫଳରେ ଚୀନ୍ ବିରୋଧୀ ଅଭିଯାନରେ
Read More...