କୋଭିଡ ପାସର ଅପବ୍ୟବହାର : ଗଞ୍ଜେଇ ଚାଲାଣ କରୁଥିଲେ, କାର୍ ଜବତ ସହ ଜଣେ ଗିରଫ
ବାଲିଗୁଡ଼ା: ଗୋଟିଏ ପଟେ କରୋନାକୁ ନେଇ ସାରା ବିଶ୍ବ ଆତଙ୍କିତ । ଅନ୍ୟପଟେ ଚୋର ଖୋଜୁଛି ଗଳାବାଟ । ଲକ୍ ଡାଉନ୍ ଯୋଗୁଁ ରାଜ୍ୟସାରା ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଥିବା ବେଳେ ଗଞ୍ଜେଇ ଚୋରାଚାଲାଣ କରିବାକୁ ନୁଆ ଟେକ୍ନିକ୍ ଆରମ୍ଭ କରିଛନ୍ତି ଗଞ୍ଜେଇ ମାଫିଆ । ଏଭଳି ଘଟଣା ଦେଖିବାକୁ ମିଳିଛି!-->…
Read More...
Read More...