ନିଆରା ଉଦାହରଣ ସୃଷ୍ଟିକଲେ ମହିଳା ପ୍ରଶାସିକା : ପ୍ରସବର ୨୨ ଦିନ ପରେ ଡ୍ୟୁଟିରେ ଯୋଗ ଦେଲେ
ଭୁବନେଶ୍ୱର: କଥାରେ କୁହାଯାଏ ଆଗେ ରାଜ କାର୍ଯ୍ୟ, ପରେ ପିତୃ କାର୍ଯ୍ୟ । କର୍ତ୍ତବ୍ୟର ଆହ୍ୱାନ ନେଇ କେତେବେଳେ କେଉଁଠି ଜଣେ ଜଣେ ବ୍ୟକ୍ତି ନିଆରା ଉଦାହରଣ ସୃଷ୍ଟି କରି ଅନ୍ୟକୁ ଆହ୍ୱାନ ଦେଇଥାନ୍ତି । ଏଭଳି ଏକ ଉଦାହରଣ ସୃଷ୍ଟି କରିଛନ୍ତି ମହିଳା ପ୍ରଶାସିକା ତଥା ଆଇଏଏସ୍ ଗୁମାଲା ଶ୍ରୀଜନ୍ ।!-->…
Read More...
Read More...