ଲକ୍ ଡାଉନର ପ୍ରଭାବ : ଦଣ୍ଡଯାତ୍ରା ବନ୍ଦ ଯୋଗୁଁ ଜୀବିକା ହରାଇଲେ କଳାକାର, ମାନସିକଧାରୀ ହତାଶ
ବୌଦ୍ଧ : ତୈତ୍ରମାସରେ ବୌଦ୍ଧ ଜିଲ୍ଲାର ଗାଁ ଦାଣ୍ଡ ଦୁଲୁକି ଉଠେ ଦଣ୍ଡନୃତ୍ୟର ଷୋହଳ ଖଣ୍ଡ ବାଦ୍ୟର ତାଳେ ତାଳେ । ବିଭିନ୍ନ ଶୈବପୀଠରୁ ଦଣ୍ଡନୃତ୍ୟଦଳ ବାହାରି ଗାଁ ଗାଁରେ ଶୈବ ଓ ଶାକ୍ତ ମତବାଦର ପ୍ରଚାର ପ୍ରସାର କରିବା ସହ ମନୋରଂଜନର ଖୋରକ ଯୋଗାଇ ଆସୁଥିଲେ । ଏକୋଇଶିଆ ଦଣ୍ଡଦଳମାନେ ମାର୍ଚ୍ଚ!-->…
Read More...
Read More...