Browsing Category

ମନୋରଞ୍ଜନ

ଲକଡାଉନରେ ଝାଡୁ ମାରୁଛନ୍ତି କ୍ୟାଟ୍ରିନା, ଦେଖନ୍ତୁ ଭିଡିଓ

ବର୍ତ୍ତମାନର ଲକଡାଉନ ସମୟରେ ବଲିଉଡ ଅଭିନେତା, ଅଭିନେତ୍ରୀମାନେ ଭିନ୍ନ ଭିନ୍ନ ଢଙ୍ଗରେ ସମୟ ବିତାଉଛନ୍ତି । କିଏ ବଗିଚା କାମରେ ବ୍ୟସ୍ତ ତ ଆଉ କିଏ ଲୋକଙ୍କୁ ଭିଡିଓ ମାଧ୍ୟମରେ ସଚେତନ କରାଇବାରେ ଲାଗିଛନ୍ତି । ତେବ କ୍ୟାଟ୍ରିନା କୈଫ୍ ଘରେ ରହି ସଫାସଫି କାମରେ ସମୟ ବିତାଉଛନ୍ତି ।
Read More...

ଲକଡାଉନରେ ଉର୍ବଶୀଙ୍କ ମସ୍ତିଭରା ଭିଡିଓ ଭାଇରାଲ

ଅଭିନେତ୍ରୀ ଉର୍ବଶୀ(ରୌତେଲା)ଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଏବେ ଭାଇରାଲ ହୋଇଛି । ଯାହାକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି । ବର୍ତ୍ତମାନ ସାରା ଦେଶ ଲକଡାଉନରେ ଥିବା ବେଳେ ଉର୍ବଶୀ ତାଙ୍କର ଇନ୍‌ଷ୍ଟ୍ରାଗ୍ରାମରେ ଏହି ଫଟୋ ସେୟାର କରିଥିଲେ । ଯାହାକୁ ଅନ୍ୟମାନେ ଭାଇରାଲ କରିଛନ୍ତି । ଏହି
Read More...

ଲକଡାଉନରେ ଲତାଙ୍କ ଗୀତ ଶୁଣୁଛନ୍ତି ବଲିଉଡ ନିର୍ଦ୍ଦେଶକ

ବର୍ତ୍ତମାନ ଲକଡାଉନ ଚାଲିଥିବାରୁ ଅନ୍ୟ ଲୋକମାନଙ୍କ ଭଳି ବଲିଉଡର ବ୍ୟକ୍ତିବିଶେଷମାନେ ମଧ୍ୟ ନିରାପଦା ଦୃଷ୍ଟିରୁ ନିଜକୁ ଆଇସୋଲେସନ ରଖିଛନ୍ତି । ବଲିଉଡ ବ୍ୟକ୍ତିମାନଙ୍କ ପାଇଁ ଆଇସୋଲେସନ ଏକ ଦଣ୍ଡ ଭଳି । କାରଣ ବାହାରେ ବୁଲିବା ଏବଂ ସୁଟିଂ କରିବା ସେମାନଙ୍କୁ ଆନନ୍ଦ ଦେଇଥାଏ । ବର୍ତ୍ତମାନ
Read More...

କନିକାଙ୍କ ପୁଣି ଟେଷ୍ଟ ହେବ

ଜଣାଶୁଣା ଗାୟିକା କନିକା କପୁରଙ୍କର ଇତିମଧ୍ୟରେ ୫ଥର କରୋନା ପରୀକ୍ଷା କରାଯାଇସାରିଲାଣି । ୫ଟି ଯାକ ପଜିଟିଭ୍ ବାହାରିଛି । ଆଗକୁ ତାଙ୍କର ପୁଣି ପରୀକ୍ଷା କରାଯିବ ବୋଲି ସଂଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ ମେଡିକାଲ ସାଇନ୍ସ ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି । ଏହି ପ୍ରତିଷ୍ଠାନର ନିର୍ଦ୍ଦେଶକ
Read More...

କନିକାଙ୍କ ଆଶା : ପଞ୍ଚମ ଥର ଟେଷ୍ଟ କଲେ ନେଗେଟିଭ୍ ଆସିବ

ମୁମ୍ବାଇ: କରୋନାରେ ସଂକ୍ରମିତ ହୋଇଥିବା ବଲିଉଡ୍ ଗାୟିକା କନିକା କପୁରଙ୍କ ଚତୁର୍ଥ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ଦୁଃଖରେ ମ୍ରିୟମାଣ ହୋଇପଡ଼ିଛନ୍ତି । ସେ ତାଙ୍କ ଇନଷ୍ଟେଗ୍ରାମରେ ପୋଷ୍ଟ କରି କହିଛନ୍ତି ଯେ, ପଞ୍ଚମ ଥର ଯେଉଁ ମୋର ଟେଷ୍ଟ କରାଯିବ ସେଥିରେ ରିପୋର୍ଟ ନିଶ୍ଚିତ
Read More...

ରାମାୟଣର ସୀତା ସାଜିବେ ଦୀପିକା

ବଲିଉଡ୍ ସୁନ୍ଦରୀ ଦୀପିକା ପାଦୁକୋନ୍ ଖୁବ୍ ଶୀଘ୍ର ରାମାୟଣର ସୀତା ଚରିତ୍ରରେ ପର୍ଦ୍ଦାକୁ ଓହ୍ଲାଇବେ । ଆଉ ତାଙ୍କର ରାମ କିଏ ହେବେ ଜାଣନ୍ତି? ହ୍ରିତିକ୍ ରୋଶନ୍ । ଆପଣ ତ ଜାଣନ୍ତି, ହ୍ରିତିକ୍ ରୋଶନଙ୍କ ଅଭିନୀତ ‘ସୁପର୍ ୩୦’ ବକ୍ସ ଅଫିସରେ ସଫଳ ହେବା ପରେ ତାଙ୍କୁ ନିଜ ନିଜ ଫିଲ୍ମରେ ନେବା
Read More...

ଚର୍ଚ୍ଚାରେ ‘ଦେବଦାସ’

ଓଡ଼ିଆ ଚଳଚ୍ଚିତ୍ର ‘ନାୟକର ନାଁ ଦେବଦାସ’କୁ ନେଇ ଓଡ଼ିଆ ସିନେଶିଳ୍ପରେ ଚର୍ଚ୍ଚା ଲାଗି ରହିଛି । ଏ ଫିଲ୍ମଟିକୁ ନେଇ ଅଧିକ ଚର୍ଚ୍ଚା ହେବା ପଛର କାରଣ ପ୍ରଥମତଃ ଏହା ଏକ ବ୍ୟୟବହୁଳ ସିନେମା । ଫିଲ୍ମରେ ଉଭୟ ଅପେକ୍ଷାକୃତ ନୂଆମୁହଁ ଏବଂ ପ୍ରତିଷ୍ଠିତ କଳାକାରଙ୍କୁ ଏକାଠି କରିଛନ୍ତି ପ୍ରଯୋଜକ,
Read More...

ଏହି ବଲିଉଡ ନାୟିକା ୬ମାସ ହରାଇଥିଲେ ସ୍ମୃତି ଶକ୍ତି

ନିଜର ଫିଟନେସ୍, ଷ୍ଟାଇଲ୍ ଓ ଡ୍ୟାନ୍ସର ମୁଭ୍ସ୍ ପାଇଁ ଅଭିନେତ୍ରୀ ଦିଶା ପଟାନୀ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ସେ ସୋସିଆଲ୍ ମିଡିଆରେ ଖୁବ୍ ସକ୍ରିୟ ଥାନ୍ତି । ଦିଶାଙ୍କର ବୋଲ୍ଡ ଓ ସ୍ପୋର୍ଟି ଲୁକ୍ ତାଙ୍କର ଫ୍ୟାନ୍ସମାନଙ୍କୁ ବହୁତ ପସନ୍ଦ ଆସିଥାଏ । କିନ୍ତୁ ଦିଶା ନିଜ ବିଷୟରେ ଏକ
Read More...

ସାରାଙ୍କ ପରେ ଏହି ଅଭିନେତ୍ରୀ କାର୍ତ୍ତିକଙ୍କ ସହ ଡେଟରେ ଯିବାକୁ ଚାହୁଁଛନ୍ତି

ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ପରେ ବଲିଉଡର ଆଉ ଜଣେ ଅଭିନେତ୍ରୀ ନବାଗତ ଷ୍ଟାର କାର୍ତ୍ତିକ ଆର୍ଯ୍ୟାନଙ୍କ ସହ ଡେଟରେ ଯିବାକୁ ଚାହୁଁଛନ୍ତି। ସେ ହେଉଛନ୍ତି ସଞ୍ଜୟ ଲୀଳା ଭଂଶାଳୀଙ୍କ ଭାଣିଜୀ ଶର୍ମିନ ଶେହଗଲ। ନିକଟରେ ଏକ ସାକ୍ଷାତକାରରେ ସେ ଏହା କହିଛନ୍ତି। ଫିଲ୍ମ ମଲାଲରୁ ବଲିଉଡରେ ପାଦ
Read More...

‘ସାହୋ’ ର ନୂଆ ପୋଷ୍ଟର ରିଲିଜ୍

ଫିଲ୍ମ ‘ସାହୋ’ର ନୂଆ ପୋଷ୍ଟର ରିଲିଜ୍ ହୋଇଛି । ରିଲିଜ୍ ହେଉ ହେଉ ସାହୋ ର ପୋଷ୍ଟର ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଟ୍ରେଣ୍ଡ କରୁଛି । ପୋଷ୍ଟରରେ ବାହୁବଲୀ ଫେମ୍ ଅଭିନେତା ପ୍ରଭାସ ଓ ଶ୍ରଦ୍ଧା କପୁରଙ୍କୁ ରୋମାଂଟିକ୍ ଅନ୍ଦାଜରେ ଦେଖିବାକୁ ମିଳିଛି । ଏଥିରେ ଉଭୟଙ୍କ ମଧ୍ୟରେ
Read More...