Browsing Category

ଦେଶ- ବିଦେଶ

ଲୋକସଭାରେ ଅର୍ଥନୈତିକ ସର୍ଭେ ୨୦୨୧-୨୨ ରିପୋର୍ଟ ଉପସ୍ଥାପିତ

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୧-୨୨ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି । ଏହି ସର୍ଭେରେ କୁହାଯାଇଛି ଯେ ଚଳିତ ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ଡିଜିପି ଅଭିବୃଦ୍ଧି ୯.୨ ପ୍ରତିଶତ ରହିବ । ଆଗାମୀ ଆର୍ଥିକ ବର୍ଷ ଅର୍ଥାତ ୨୦୨୨-୨୩ରେ
Read More...

ଦେଶରେ କରୋନାକୁ ପୂରିଲା ଦୁଇ ବର୍ଷ : ଗଲାଣି ପାଖାପାଖି ୫ ଲକ୍ଷ ଲୋକଙ୍କ ଜୀବନ

ନୂଆଦିଲ୍ଲୀ : ଭାରତରେ କରୋନା ପ୍ରବେଶକୁ ଦୁଇ ବର୍ଷ ହୋଇଗଲାଣି । ଏହି ଦୁଇ ବର୍ଷ ମଧ୍ୟରେ କରୋନା ପାଖାପାଖି ୫ ଲକ୍ଷ ଲୋକଙ୍କ ଜୀବନ ନେଇ ସାରିଲାଣି । ଦେଶରେ ଏବେ ତୃତୀୟ ଲହର ଚାଲିଛି । ବର୍ତ୍ତମାନ ଯଦିଓ ଦୈନିକ ସଂକ୍ରମଣ କମୁଛି,ସେଥିରେ କିନ୍ତୁ ଖୁସି ହେବାର କିଛି ନାହିଁ । କାରଣ ବିପଦ ଟଳି
Read More...

ବଞ୍ଚିବା ପାଇଁ ନିଜର ଅଙ୍ଗପ୍ରତ୍ୟଙ୍ଗ ବିକୁଛନ୍ତି ଏହି ଦେଶର ଲୋକେ

ଜାତିସଂଘ : ତାଲିବାନ ରାଜ୍‌ରେ ଆଫଗାନିସ୍ତାନର ଲୋକମାନଙ୍କ ଅବସ୍ଥା ଦିନକୁ ଦିନ ଅତି ଦୁର୍ବିସହ ହୋଇଉଠୁଛି । ବଞ୍ଚିବା ମୁସକିଲ ହୋଇପଡ଼ିଲାଣି । ପ୍ରତିଦିନ ଲୋକେ ଆତଙ୍କ ମଧ୍ୟରେ ସମୟ ବିତାଉଛନ୍ତି । ପରିସ୍ଥିତି ଏମିତି ହେଲାଣି ଯେ ଦି’ଓଳି ଖାଇବା ସମ୍ଭବ ହୋଇପାରୁନି । ଖାଦ୍ୟ ପାଇଁ ଡହଳବିଳ
Read More...

ନିଜର ପ୍ରିୟ ଟୋପି ନିଲାମ କଲେ ଆମେରିକାର ପୂର୍ବତନ ଫାଷ୍ଟଲେଡି

ୱାଶିଂଟନ : ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତି ତଥା ସେଲିବ୍ରିଟୀ ସେମାନଙ୍କର ପ୍ରିୟ ବ୍ୟବହୃତ ସାମଗ୍ରୀକୁ ନିଲାମ କରିବାର ଅନେକ ସମୟରେ ଦେଖିବାକୁ ମିଳିଥାଏ । ଖେଳାଳିଙ୍କଠୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ଶ୍ରେଣୀର ସେଲିବ୍ରିଟୀମାନଙ୍କର ସାମଗ୍ରୀ ନିଲାମରେ ଆକର୍ଷଣୀୟ
Read More...

ଅନେକ ଭାରତୀୟଙ୍କୁ ବଞ୍ଚାଇଥିଲେ ଏହି ମହିଳା ପାଇଲଟ

ନୂଆଦିଲ୍ଲୀ ; କରୋନା କାଳରେ ବହୁ ଲୋକ ଅନେକ ମହତ କାର୍ଯ୍ୟକରି ନିଜର ମଣିଷପଣିଆ ଦେଖାଇଛନ୍ତି । ବିଭିନ୍ନ ଭୂମିକାରେ ସେମାନେ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି । ଲୋକଙ୍କ ପାଇଁ ସେମାନେ ଦେବଦୂତ ସାଜିଛନ୍ତି । ୨୦୨୦ରେ କରୋନା ଆରମ୍ଭ ସମୟରେ ଏହି ବ୍ୟକ୍ତିମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଓ
Read More...

କରୋନାର ପ୍ରଭାବ : ଅଫିସ ଯିବାକୁ ପସନ୍ଦ କରୁନାହାନ୍ତି ୮୨ ପ୍ରତିଶତରୁ ଅଧିକ କର୍ମଚାରୀ

ନୂଆଦିଲ୍ଲୀ : ଜୀବନ ଓ ଜୀବିକା ଉପରେ କରୋନା ମହାମାରୀ ବ୍ୟାପକ ଓ ଗୁରୁତର ପ୍ରଭାବ ପକାଇଛି । ଜୀବିକାକୁ ଏହା ଏତେ ପ୍ରଭାବିତ କରିଛି ଯେ ଲୋକଙ୍କ ପକ୍ଷେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି । ସଂକ୍ରମଣ କାରଣରୁ କର୍ମଚାରୀମାନେ ଅଫିସ ଯିବାକୁ ଆଉ ପୂର୍ବଭଳି ନିରାପଦ ମନେ କରୁନାହାନ୍ତି ।
Read More...

ଅଜବ ବିଶ୍ୱାସ : ମାନସିକ ପୂରଣ ପାଇଁ ମନ୍ଦିରରେ କଙ୍କଡ଼ା ଅର୍ପଣ କରାଯାଏ

ଗୁଜରାଟ : ଅଞ୍ଚଳ ଓ ସଂପ୍ରଦାୟକୁ ନେଇ ଭିନ୍ନ ଭିନ୍ନ ପରମ୍ପରା ଓ ବିଧିବିଧାନ ରହିଥାଏ । ଲୋକେ ସେମାନଙ୍କ ଧର୍ମ ତଥା ସଂପ୍ରଦାୟ ଓ ବିଶ୍ୱାସକୁ ନେଇ ବିଭିନ୍ନ କାର୍ଯ୍ୟ କରିଥାନ୍ତି । ତେଣୁ ଏଥିରେ ଫରକ ରହିଥାଏ । ଏହି ରୀତିନୀତି ଯେତିକି କୌତୁହଳପ୍ରଦ ସେତିକି ବିସ୍ମୟକର ମଧ୍ୟ । ସାଧାରଣଣତଃ
Read More...

ପବ୍‌ଜିର ଭୟାନକ ପରିଣାମ : ଗେମ୍‌ ନିଶାରେ ପୂରା ପରିବାରକୁ ମାରିଦେଲା ବାଳକ

ଲାହୋର: ପବଜି ଭଳି ଅନଲାଇନ ଗେମ୍‌ ପିଲାମାନଙ୍କୁ କିଭଳି ବିପଦରେ ପକାଉଛି,ତାହାର ଏକାଧିକ ନଜିର ରହିଛି । ଏପରି କି,ପିଲାଙ୍କ ଜୀବନ ଚାଲିଯାଉଛି ଏବଂ ଘରଲୋକେ ମଧ୍ୟ ଭୟଙ୍କର ବିପଦର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଏଭଳି ଗେମ ଖେଳୁଥିବା ପିଲା ଯେ ଘର ଲୋଙ୍କୁ ହତ୍ୟା କରିଦେବ,ତାହା ଚିନ୍ତା
Read More...

ଅନନ୍ତ ନାଗେଶ୍ୱରନ ହେଲେ ନୂଆ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା

ନୂଆଦିଲ୍ଲୀ: ଡ. ଭି ଅନନ୍ତ ନାଗେଶ୍ୱରନ ହେଲେ ଦେଶର ନୂଆ ଅର୍ଥନୈତିକ ପରାମର୍ଶଦାତା(ସିଇଏ) । କେନ୍ଦ୍ର ସରକାର ଆଜି ତାଙ୍କୁ ଏହି ପଦରେ ନିଯୁକ୍ତି ଦେଇଛନ୍ତି । ଆସନ୍ତା ୧ ତାରିଖରେ କେନ୍ଦ୍ର ବଜେଟ ଆସିବାକୁ ଥିବାବେଳେ ଆଜି ଏହି ପଦକ୍ଷେପ ନେଇଛନ୍ତି ସରକାର । ସିଇଏ ହେଉଛନ୍ତି ଅର୍ଥନୈତିକ
Read More...

ବସ୍ତି ଝିଅ ଏବେ ମାଇକ୍ରୋସଫ୍ଟର ପ୍ରଡକ୍ଟ ମ୍ୟାନେଜର

ମୁମ୍ବାଇ : ନିଷ୍ଠା ଓ ଦୃଢ ସଂକଳ୍ପ ଥିଲେ ଅନେକ ଅସାଧ୍ୟ କାର୍ଯ୍ୟ ସାଧିତ ହୋଇପାରିବ । ଏହାର ଅନେକ ଉଦାହରଣ ରହିଛି । ବହୁ ଗରିବ ଓ ସୁବିଧା ସୁଯୋଗରୁ ବଞ୍ଚିତ ବ୍ୟକ୍ତି ନିଜର ଦୃଢ ଇଚ୍ଛାଶକ୍ତି ବଳରେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରିଛନ୍ତି । ହେିପରି ଜଣେ ବ୍ୟକ୍ତି ହେଲେ ସହିନା ଅଟରୱାଲା
Read More...