Browsing Category

ଦେଶ- ବିଦେଶ

ଉପରାଷ୍ଟ୍ରପତିଙ୍କୁ କରୋନା

ନୂଆଦିଲ୍ଲୀ : ଦେଶର ଉପରାଷ୍ଟ୍ରପତି ଏମ ଭେଙ୍କିଆ ନାଇଡ଼ୁ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ଆଜି ତାଙ୍କର କୋଭିଡ ରିପୋର୍ଟ ପଜିଟିଭ ଆସିଛି । ଆଜି ସେ ଏନେଇ ଟୁଇଟକରି ଜଣାଇଛନ୍ତି । ଏହାକୁ ମିଶାଇ ସେ ଦୁଇ ଥର କୋଭିଡରେ ସଂକ୍ରମିତ ହେଲେଣି । ଏବେ ସେ ହୋଇଦ୍ରାବାଦରେ ଅଛନ୍ତି । ପଜିଟିଭ
Read More...

ବଦଳିଲା ଧ୍ୱଜାବତରଣ ନିୟମ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପରେ ଆୟୋଜିତ ଧ୍ୱଜାବତରଣ କାର୍ଯ୍ୟକ୍ରମରେ ଏକ ବଡ଼ ପରିବର୍ତ୍ତନ ଆଣିଛନ୍ତି କେନ୍ଦ୍ର ସରକାର । ଏହି କାର୍ଯ୍ୟକ୍ରମରେ ପରିବେଷଣ ହେଉଥିବା ଧ୍ୱନୀରେ ପରବର୍ତ୍ତନ କରିଛନ୍ତି ସରକାର । ଏହି ନିଷ୍ପତ୍ତି ଫଳରେ ଏଣିକି ଚଳିତ ବର୍ଷ ଠାରୁ ଆଉ ଧ୍ୱଜାବତରଣ ବେଳେ ଶୁଭିବନି
Read More...

ନେତାଜୀ ଜୟନ୍ତୀକୁ ଜାତୀୟ ଛୁଟି ଘୋଷଣା କରିବାକୁ ଦାବି

କୋଲକାତା: ଆଜି ସାରା ଦେଶରେ ଭାରତ ପାଳନ କରୁଛି ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମଦିନ । ଏହି ଅବସରରେ ଜାନୁଆରୀ ୨୩କୁ ‘ଦେଶ ନାୟକ ଦିବସ’ ପାଳନ କରିବା ସହ ଜାତୀୟ ଛୁଟି ଘୋଷଣା କରିବା ପାଇଁ ମୋଦିଙ୍କ ନିକଟରେ ଦାବି ଉପସ୍ତାପନ କରାଯାଇଛି । ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
Read More...

ଏବେ ଗୋଷ୍ଠୀ ସଂକ୍ରମଣ ସ୍ଥିତିରେ ଓମିକ୍ରନ୍‌

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଆଜି ସାମାନ୍ୟ କମିଛି । ତେବେ ଖୁବ ଆଶ୍ୱସ୍ତ ହେଲାଭଳି ନୁହେଁ । କରୋନା ପଜିଟିଭ ସଂଖ୍ୟା କମିଥିବା ବେଳେ ଓମିକ୍ରନ ସଂକ୍ରମଣ ସ୍ଥିତି କିନ୍ତୁ ଅତି ଗୁରୁତର ହୋଇପଡ଼ିଛି । ଏହା ଏବେ ଗୋଷ୍ଠୀ ସଂକ୍ରମଣ ସ୍ଥିତିରେ ପହଞ୍ଚିଯାଇଛି । ଏହାର ପ୍ରଭାବ ଏବେ ଅନେକ
Read More...

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋଙ୍କୁ ନେତାଜୀ ପୁରସ୍କାର

ନୂଆଦିଲ୍ଲୀ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଆଜି ସମ୍ମାନଜନକ ନେତାଜୀ ପୁରସ୍କାର-୨୦୨୨ ପ୍ରଦାନ କରାଇଛି । ଆଜି ନେତାଜୀଙ୍କ ୧୨୫ତମ ଜୟନ୍ତୀ ଅବସରରେ ସିଞ୍ଜ ଆବେଙ୍କ ପକ୍ଷରୁ କୋଲକାତାରେ ଥିବା ଜାପାନର କନସୁଲ୍‌ ଜେନେରାଲ୍‌ ନାକାମୁରା ୟୁଟାକା ଏହି ପୁରସ୍କାର ଗ୍ରହଣ
Read More...

ଭୟଙ୍କର ମୃତ୍ୟୁ : ବରଫ ପାଲଟିଗଲେ ୪ ଭାରତୀୟ

ଟରେଣ୍ଟୋ : ମୃତ୍ୟୁ କାହା ପାଖକୁ କେମିତି ଆସେ । କିଏ ଝୁଣ୍ଟିକି ଚାଳିଯାଉଛି ତ ଆଉ କିଏ ବସିଥିବା ଅବସ୍ଥାରେ ପ୍ରାଣ ହରାଉଛି । ତେବେ କେହି କେହି ଅତି ଭୟଙ୍କର ମୃତ୍ୟୁର ସାମ୍ନା କରିଥାନ୍ତି । ଅର୍ଥାତ ସେମାନଙ୍କ ମୃତ୍ୟୁ ଅତି ଭୟାନକ ହୋଇଥାଏ । ସେହିଭଳି ମୃତ୍ୟୁର ଶିକାର ହୋଇଛନ୍ତି ଏକ
Read More...

କୋ-ୱିନ ଆପରେ ଆସିଲା ବଡ଼ ସୁବିଧା : ଏଣିକି ଗୋଟିଏ ମୋବାଇଲ ନମ୍ବରରୁ ୬ ଜଣଙ୍କ ଟିକାକରଣ ପାଇଁ ପଞ୍ଜିକରଣ

ନୂଆଦିଲ୍ଲୀ : ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ କେନ୍ଦ୍ର ସରକାର କୋ-ୱିନ ଆପରେ କିଛିଟା ପରିବର୍ତ୍ତନ କରିଛନ୍ତି । କୋ-ୱିନ ଆପରେ ଏଣିକି ଗୋଟିଏ ମୋବାଇଲ ନମ୍ୱରରୁ ୬ ଜଣଙ୍କ ଟିକାକରଣ ପାଇଁ ପଞ୍ଜିକରଣ କରାଯାଇ ପାରିବ । ଏହା ପୂର୍ବରୁ ଗୋଟିଏ ନମ୍ୱରରୁ ଚାରି ଜଣଙ୍କ ଟିକାକରଣ ପାଇଁ ପଞ୍ଜିକରଣ
Read More...

୩୫ ୟୁଟ୍ୟୁବ୍‌ ଚ୍ୟାନେଲକୁ ବ୍ୟାନ୍‌ କଲା କେନ୍ଦ୍ର

ନୂଆଦିଲ୍ଲୀ : ଭାରତ ବିରୋଧୀ ଅପପ୍ରଚାର ଏବଂ ମିଥ୍ୟା ଖବର ପ୍ରସାରଣରେ ଲିପ୍ତ ଥିବା ୟୁଟ୍ୟୁବ ଚାନେଲଗୁଡ଼ିକ ବିରୋଧରେ ଆଜି କେନ୍ଦ୍ର ସରକାର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏଭଳି କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ସରକାର ୩୫ଟି ୟୁଟ୍ୟୁବ ଚାନେଲକୁ ବ୍ଳକ୍‌
Read More...

ମୋଦି ବିଶ୍ୱର ନମ୍ବର ୱାନ୍‌ ଲୋକପ୍ରିୟ ନେତା : ଷଷ୍ଠ ସ୍ଥାନରେ ବାଇଡେନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୧% ଭୋଟ ସହ ବିଶ୍ୱସ୍ତରୀୟ ନେତାଙ୍କ ମଧ୍ୟରେ ଶୀର୍ଷରେ ରହିଛନ୍ତି । ୧୩ଟି ବିଶ୍ୱ ନେତାଙ୍କ ତାଲିକାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୪୩ ପ୍ରତିଶତ ରେଟିଂ ସହ ଷଷ୍ଠ ସ୍ଥାନରେ ରହିଛନ୍ତି । କାନାଡାର ରାଷ୍ଟ୍ରପତି ଜଷ୍ଟିନ ଟ୍ରୁଡୋ ମଧ୍ୟ ୪୩%
Read More...

ରୋଜଗାର ଉପରେ କରୋନାର ଭୟଙ୍କର ମାଡ଼ : ହାତବାନ୍ଧି ବସିଛନ୍ତି କୋଟିକୋଟି ଲୋକ

ନୂଆଦିଲ୍ଲୀ: ୨୦୨୦ରୁ ଆରମ୍ଭ ହୋଇଥିବା କରୋନା ମହାମାରୀର ଅନ୍ତ କେବେ ହେବ,ତାହା କେହି ଜାଣି ନାହାନ୍ତି । ଏବେ କେତେକ ବୈଜ୍ଞାନିକ ଦାବି କରୁଛନ୍ତି ଯେ ମାର୍ଚ୍ଚରେ କରୋନାର ଅନ୍ତ ଘଟିବ । କିନ୍ତୁ ଏହି ଦାବିରେ କେତେ ଦୃଢତା ରହିଛି,ତାହାର ପ୍ରମାଣ ଆଗାମୀ ଦିନ ହିଁ ଦେବ । ଏହି ମହାମାରୀ
Read More...