Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ଚିଠିରେ ଉଦ୍ଧବଙ୍କୁ ଏମିତି କିଛି ଲେଖିଲେ ସମୀର ୱାଙ୍ଗଡ଼େଙ୍କ ପତ୍ନୀ
ମୁମ୍ବାଇ : ଡ୍ରଗ୍ସ କେଶକୁ ନେଇ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି ଡ଼ାଇରେକ୍ଟର ସମୀର ୱାଙ୍ଗଡ଼େ ମହାରାଷ୍ଟ୍ର ସରକାରଙ୍କ ଟାର୍ଗେଟରେ ଅଛନ୍ତି । ଏହି ଭିତରେ ସମୀର ୱାଙ୍ଗଡ଼େଙ୍କ ପତ୍ନୀ କ୍ରାନ୍ତି ରେଡ଼କର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି । ଆଉ ଏହି!-->…
Read More...
Read More...
ଘାଟିରୁ ଖସିଲା ବସ୍, ୮ ମୃତ
ଶ୍ରୀନଗର : ଗୁରୁବାର ଦିନ ଜାମ୍ମୁ କାଶ୍ମୀରର ଦୋଡା ଠାରେ ଏକ ବଡଧରଣର଼ ଦୁର୍ଘଟଣା ଘଟିଛି । ଥାଥ୍ରିରୁ ଦୋଡା ଯାଉଥିବା ଏକ ମିନି ବସ୍ ଘାଟିରୁ ଖସିପଡିଛି । ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି । କେନ୍ଦ୍ର!-->…
Read More...
Read More...
ପଦ୍ମଶ୍ରୀ ଏସ.ଏନ୍ ସୁବାରାଓଙ୍କ ଦେହାନ୍ତ
ଜୟପୁର : ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଡକ୍ଟର ଏସ୍.ଏନ୍ ସୁବାରାଓଙ୍କର ୯୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ସେ ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଜୟପୁରର ଏସଏମଏସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମଙ୍ଗଳବାର ସନ୍ଧ୍ୟାରେ ହୃଦଘାତ ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା ।!-->…
Read More...
Read More...
ବାଣ ଦୋକାନରେ ଅଗ୍ନିକାଣ୍ଡ ଘଟି ୬ ମୃତ, ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଚେନ୍ନାଇ : ତାମିଲନାଡୁର କାଲାକୁରିଚି ଜିଲ୍ଲାର ସାଙ୍କାରପୁରାମ ସହରର ଏକ ବାଣ ଦୋକାନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରତ୍ୟେକ!-->…
Read More...
Read More...
ଆସିଲା ନୂଆ ଗାଇଡଲାଇନ, ବାଇକରେ ଶିଶୁଙ୍କୁ ବସାଇ ନେଉଥିଲେ ମାନିବାକୁ ପଡିବ ଏହି ନିୟମ
ନୂଆଦିଲ୍ଲୀ: ଦୁଇଚକିଆ ଯାନରେ ଶିଶୁଙ୍କୁ ନେଇ ଯାତ୍ରା କରୁଥିବା ଚାଳକମାନଙ୍କ ଲାଗି ଏକ ଚିଠା ଗାଇଡଲାଇନ୍ ଜାରି କରାଯାଇଛି । ବାଇକରେ ଯଦି ୪ରୁ କମ୍ ବୟସର ଶିଶୁ ବସିଥିବେ ତେବେ କୌଣସି ପରିସ୍ଥିତିରେ ଗାଡ଼ିର ସ୍ପିଡ (ବେଗ) ଘଣ୍ଟା ପିଛା ୪୦ କିମିରୁ ଅଧିକ ହେବ ନାହିଁ । ଶିଶୁମାନଙ୍କ!-->…
Read More...
Read More...
ତାଲିବାନଙ୍କୁ ଆଉ ଆତଙ୍କି କହିବ ନାହିଁ ରୁଷ : ପୁଟିନ
ମସ୍କୋ: ଆଫଗାନିସ୍ତାନରେ ବନ୍ଧୁକ ମୁନରେ ଶାସନ କ୍ଷମତା ଦଖଲ କରିଥିବା ତାଲିବାନ ଆତଙ୍କି ଗୋଷ୍ଠୀକୁ ରୁଷ ଆଉ ଆତଙ୍କି ବୋଲି କହିବ ନାହିଁ । ଏକଥା କହିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ । ଏଠାର ଇଣ୍ଟରନ୍ୟାସନାଲ ଭାଲଡାଇ କ୍ଲବରେ ଆୟୋଜିତ ଏକ ସଭାରେ ଉଦବୋଧନ ଦେଇ ସେ କହିଛନ୍ତି ଯେ!-->…
Read More...
Read More...
ତିନି ମାଓବାଦୀ ନିହତ
ନୂଆଦିଲ୍ଲୀ: ଆଜି ତିନି ମାଓବାଦୀ ନିହତ ହୋଇଛନ୍ତି । ଛତିଶଗଡ ବିଜାପୁର ଓ ତେଲେଙ୍ଗାନା ମୁଳୁଗା ସୀମାରେ ଉଭୟ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ତେବେ ଛତିଶଗଡ ଓ ତେଲେଙ୍ଗାନା ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ତିନି ଜଣ ମାଓବାଦୀଙ୍କ ମୃତୁ୍ୟ ହୋଇଥିବା!-->…
Read More...
Read More...
ଶାହଙ୍କ ଗସ୍ତ ବେଳେ କାଶ୍ମୀରରେ ନାଗରିକଙ୍କୁ ହତ୍ୟା
ଜମ୍ମୁ : ଜମ୍ମୁ କାଶ୍ମୀରର ଶୋପିଆନ୍ରେ ଜଣେ ସାଧାରଣ ନାଗରିକଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଛି । ଏହି ଘଟଣା ଶୋପିଆନ୍ର ଜୈନପୋରା ଅଞ୍ଚଳର ବାବାପୋରା ଘଟିଛି । ଅଜ୍ଞାତ ବନ୍ଧୁକଧାରୀ ଉକ୍ତ ବ୍ୟକ୍ତିଙ୍କ ଉପରକୁ ଗୁଳି ଚଳାଇ ପଳାଇ ଯାଇଥିଲେ । ମୃତକଙ୍କ ନାମ ସହିଦ!-->…
Read More...
Read More...
୬୦ ମହଲା ବିଶିଷ୍ଟ କୋଠାରେ ଲାଗିଲା ନିଆଁ, ୧୯ତମ ମହଲାରୁ ଡେଇଁ ଯୁବକ ମୃତ
ମୁମ୍ବାଇ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆଜି ଏକ ୬୦ ମହଲା ବିଶିଷ୍ଟ କୋଠାରେ ଅଗ୍ନିକାଣ୍ଡ ଘଟିଛି । କରୀ ରୋଡରେ ଅବସ୍ଥିତ ଆଭିଗନା ପାର୍କ ବିଲ୍ଡିଂରେ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏହି ସମୟରେ୧୯ ତମ ମହଲାରୁ ଜଣେ ଯୁବକ!-->…
Read More...
Read More...
କେନ୍ଦ୍ର କର୍ମଚାରୀଙ୍କୁ ଦୀପାବଳି ଭେଟି, ବଢିଲା ମହଙ୍ଗା ଭତ୍ତା
ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ମିଳିଲା ଭେଟି । କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ ଭୋଗୀଙ୍କ ବଢ଼ିଲା ମହଙ୍ଗା ଭତ୍ତା । ମହଙ୍ଗା ଭତ୍ତା ୩ ପ୍ରତିଶତ ବଢ଼ାଇବା ନେଇ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । କ୍ୟାବିନେଟରେ ଡିଏ’ ବୃଦ୍ଧିକୁ ନେଇ ଏକ ପ୍ରସ୍ତାବ!-->…
Read More...
Read More...