Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ପ୍ରିୟଙ୍କାଙ୍କ ବଡ ଘୋଷଣା, ୟୁପିରେ କଂଗ୍ରେସ ସରକାର ଆସିଲେ ଛାତ୍ରୀଙ୍କୁ ଦିଆଯିବ ସ୍ମାର୍ଟ ଫୋନ ସହ ଇଲେକ୍ଟ୍ରୋନିକ୍…
କଂଗ୍ରେସ ଦଳର ଜାତୀୟ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତରପ୍ରଦେଶରେ ୨୦୨୨ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ମୁଖ୍ୟ ସ୍ରୋତରେ ପହଞ୍ଚାଇବା ଉଦ୍ୟମ ଆରମ୍ଭ କରିଛନ୍ତି । ଉତ୍ତରପ୍ରଦେଶର ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧୀ ପାର୍ଟିର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ ହେବା!-->…
Read More...
Read More...
ଆର୍ଯ୍ୟନଙ୍କୁ ମିଳିଲାନି ଜାମିନ୍
ମୁମ୍ବାଇ: ନିରାଶ ହୋଇଛନ୍ତି ବଲିଉଡ୍ ଷ୍ଟାର ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନ। ମିଳିଲାନି ଜାମିନ୍। ତାଙ୍କ ଆବେଦନକୁ ପୁଣି ଖାରଜ କରି ଦେଇଛନ୍ତି ମୁମ୍ବାଇର ଏକ କୋର୍ଟ।
Read More...
Read More...
ପଗଡି ବଞ୍ଚାଇ ଦେଲା ଜୀବନ
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେ ଶିଖ ସମ୍ପ୍ରଦାୟର କିଛି ଯୁବକଙ୍କ ଦ୍ୱାରା ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚିଯାଇଛି । ଯେତେବେଳେ ଜଣେ ଯୁବକ ପ୍ରବଳ ପାଣିରେ ବୁଡ଼ି ଯାଉଥିଲା ସେତେବେଳେ ଏହି ସବୁ ଘଟିଥିଲା । ବ୍ୟକ୍ତି ଜଣଙ୍କୁ ବଞ୍ଚାଇବା ପାଇଁ ଶିଖ୍ ଯୁବକମାନେ!-->…
Read More...
Read More...
ଡ୍ୟାନ୍ସ କରୁଥିବା ବେଳେ ଚାଲିଗଲା ଡାକ୍ତରଙ୍କ ଜୀବନ
ଭୋପାଳ : ଭୋପାଳରେ ଡାକ୍ତରଙ୍କ ମୃତ୍ୟୁର ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଡାକ୍ତର ଜଣକ ଏକ ପାର୍ଟୀରେ ଯୋଗଦେବାକୁ ଆସିଥିଲେ । ଏଠାରେ ନାଚିବାବେଳେ ସେ ହଠାତ୍ ଖସିପଡିଥିଲେ । ପାର୍ଟିରେ ଉପସ୍ଥିତ ଥିବା ଅନ୍ୟ ଡାକ୍ତରମାନେ ତାଙ୍କୁ ବଞ୍ଚାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ, କିନ୍ତୁ!-->…
Read More...
Read More...
“ମୋତେ କିସ୍ କର’ ଏମିତି କହି ଯୁବକଙ୍କୁ ଗୁଳି ମାରିଦେଲେ ମହିଳା
ୱାସିଂଟନ : "ମୋତେ କିସ୍ କର' କହି ଯୁବକଙ୍କୁ ଜଣେ ଗୁଳି ମାରି ଦେଇଥିବା ଖବର ସାମ୍ନାକୁ ଆସିଛି । ଯେତେବେଳେ ଦମ୍ପତିଙ୍କ ଜୀବନରେ ତୃତୀୟ ବ୍ୟକ୍ତିଙ୍କ ଏଣ୍ଟ୍ରି ହୋଇଥାଏ, ସେତେବେଳେ କିଛି ନା କିଛି ଅଘଟଣ ନିହାତି ଘଟିଥାଏ । ଦମ୍ପତି ପରସ୍ପରଠାରୁ ଅଲଗା ହୁଅନ୍ତି ଅଥବା ତୃତୀୟ!-->…
Read More...
Read More...
ଚୀନ୍ର ତାଲିବାନ ନିୟମ : ପିଲା ଭୁଲ କଲେ ଦଣ୍ଡ ଭୋଗିବେ ପିତାମାତା
ବେଜିଂ : ଚୀନ ସରକାର ଏକ ନୂଆ ନିୟମ ଲାଗୁ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହି ନିୟମ ଅନୁଯାୟୀ ପିଲାମାନଙ୍କର ଭୁଲ ପାଇଁ ପିତାମାତାଙ୍କୁ ଦଣ୍ଡ ଭୋଗିବାକୁ ପଡିବ । ଚୀନ୍ର ସଂସଦ ଶିକ୍ଷା ପ୍ରୋତ୍ସାହନ ଆଇନର ଏକ ଡ୍ରାଫ୍ଟ ଉପରେ ବିଚାର କରିବ ଯାହା ପିତାମାତାଙ୍କୁ ସେମାନଙ୍କ ପିଲାମାନଙ୍କର!-->…
Read More...
Read More...
ସେନା ଗୁଳିରେ ୬ ଆତଙ୍କୀ ନିହତ
ଜମ୍ମୁ : ଗତ କିଛି ଦିନ ହେବ କାଶ୍ମୀରରେ ସାଧାରଣ ନାଗରିକ ଏବଂ ସୈନିକଙ୍କୁ ହତ୍ୟା କରୁଥିବା ଆତଙ୍କବାଦୀଙ୍କୁ ସେନା ଉପଯୁକ୍ତ ଜବାବ ଦେଇଛି । ମଙ୍ଗଳବାର ଦିନ ସେନା ରାଜୌରୀ ଜଙ୍ଗଲରେ ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତାଇବା ୬ଜଣ ଆତଙ୍କବାଦୀଙ୍କୁ ଗୁଳି କରି ନିହତ କରିଛି!-->…
Read More...
Read More...
ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ ଜାରି ; ୫ ମୃତ
ଡେରାଡୁନ : ଉତ୍ତରାଖଣ୍ଡର ପାହାଡିଆ ଅଞ୍ଚଳରେ ବର୍ଷା ବିତ୍ପାତ ଜାରି ରହିଛି। ମଙ୍ଗଳବାର ସକାଳ ସମୟରେ ନୈନିତାଲ ଜିଲାର ଧାରୀ ବ୍ଲକ ଅନ୍ତର୍ଗତ ଚୌଖୁଟା ଗାଁରେ ବର୍ଷା ପ୍ରଭାବରେ ଶ୍ରମିକଙ୍କ ଘର ଉପରେ ରାସ୍ତାକଡରେ ଥିବା ସୁରକ୍ଷା ପ୍ରାଚୀର ଭୁଷୁଡି ପଡିଛି। ଏଥିରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ!-->…
Read More...
Read More...
ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟିଲେ ମାନ୍ୟବର ସାଂସଦ ଅପରାଜିତା ଷଡ଼ଙ୍ଗୀ
ନୂଆଦିଲ୍ଲୀ : ମାନ୍ୟବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ଦିଲ୍ଲୀରେ ମାନ୍ୟବର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟିଛନ୍ତି। ଭୁବନେଶ୍ୱରବାସୀଙ୍କ ତରଫରୁ ସେ ଭୁବନେଶ୍ୱରରୁ ଜୟପୁର ଏବଂ ଭୁବନେଶ୍ୱରରୁ ଗୋଆ ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନକୁ ଅନୁମତି ଦେଇଥିବାରୁ ତାଙ୍କୁ!-->…
Read More...
Read More...
ଋଷରେ ପୁଣି ବଢିଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୧୦୦୦ ମୃତ
ନୂଆଦିଲ୍ଲୀ : ବିଶ୍ୱରେ ଏବେ ମଧ୍ୟ ଜାରି ରହିଛି କରୋନା ସଂକଟ । ଋଷରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସର ସବୁଠୁ ଅଧିକ ୩୪,୩୦୩ ନୂଆ ମାମଲା ସାମ୍ନାକୁ ଆସିଛି । ଏହି ମାମଲା ମାସେ ତଳେ ଦୈନିକ ସଂକ୍ରମଣଠାରୁ ୭୦ ପ୍ରତିଶତ ଅଧିକ । ଋଷରେ କରୋନା ମହାମାରୀ ଲଗାତାର ଭାବେ ବଢିଚାଲିଛି ।!-->…
Read More...
Read More...