Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ଦୁଇ ହଜାର ତଳକୁ ଖସିଲା ସଂକ୍ରମଣ
ନୂଆଦିଲ୍ଲୀ: କରୋନା ସଂକ୍ରମଣରେ ଉଲ୍ଲେଖନୀୟ ହ୍ରାସ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧,୫୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନାରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି । ନୂତନ ମୃତ୍ୟୁ ସଂଖ୍ୟାକୁ ମିଶାଇ ସମୁଦାୟ ମୃତ୍ୟୁ ସଂଖ୍ୟା ୫,୨୪, ୨୬୦ରେ ପହଞ୍ଚିଛି । ଜାତୀୟ କରୋନା ସୁସ୍ଥ ହାର!-->…
Read More...
Read More...
ଆସାମରେ ଜଳ ପ୍ରଳୟ
ଗୌହାଟୀ,୧୭/୫ : ଆସାମରେ ବନ୍ୟା ବିଭିଷିକା ଉଗ୍ର ରୂପ ଧାରଣ କରିଛି । ରାଜ୍ୟରେ ଲାଗି ରହିଛି ଜଳ ପ୍ରଳୟ । ବନ୍ୟା,ଭୂ-ସ୍ଖଳନରେ ୫ ଜଣରୁ ଅଧିକ ଲୋକଙ୍କ ଜୀବନ ଯାଇଥିବାବେଳେ ବହୁ ଲୋକ ଆହତ ହୋଇଛନ୍ତି । ସେହିପରି,ଅନେକ ଲୋକ ନିଖୋଜ ମଧ୍ୟ ହୋଇଛନ୍ତି । ଅବିଶ୍ରାନ୍ତ ବର୍ଷା ପରେ ବନ୍ୟାରେ ଉବୁଟୁବୁ!-->…
Read More...
Read More...
ବଢିଲା ଚିଦାମ୍ବରମଙ୍କ ସଙ୍କଟ : ଝାରସୁଗୁଡ଼ା ସମେତ ୯ଟି ସ୍ଥାନରେ ସିବିଆଇ ରେଡ୍
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି.ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ସଙ୍କଟ ବଢିବାରେ ଲାଗିଛି । ଆଇନ ଜାଲରୁ ସେ ମୁକୁଳିପାରୁ ନାହାନ୍ତି । ଆଜି ପୁଣି ରେଡ୍ ହୋଇଛି ଚିଦାମ୍ବରମଙ୍କ ଘରେ । ଚିଦାମ୍ବରମଙ୍କ ଘର ସମେତ ୯ଟି ସ୍ଥାନରେ ଏକକାଳୀନ ରେଡ କରୁଛି ସିବିଆଇ ।!-->…
Read More...
Read More...
ଶ୍ରୀଲଙ୍କାରେ ପେଟ୍ରୋଲ ଶେଷ ! ଆହୁରି ବଢ଼ିବ ଦରଦାମ୍
କଲମ୍ବୋ : ଶ୍ରୀଲଙ୍କାରେ ପେଟ୍ରୋଲ ଶେଷ । ଆଉ ମାତ୍ର ଗୋଟିଏ ଦିନ ପାଇଁ ରହିଛି । ଏହି ଦ୍ୱୀପଦେଶର ଅର୍ଥନୀତି ଅନିଶ୍ଚିତ ସ୍ଥିତିରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂହେ କହିଛନ୍ତି । ଦେବାଳିଆ ହୋଇପଡ଼ିଥିବା ଦେଶକୁ ଆଗାମୀ ଦିନରେ ଅଧିକ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ!-->…
Read More...
Read More...
ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ
ନୂଆଦିଲ୍ଲୀ : ଓଡ଼ିଶାରେ ଶୀଘ୍ର ଆସିପରେ ମୌସୁମୀ । ଆଣ୍ଡମାନ ନିକୋବରରେ ଆଜି ମୌସୁମୀ ପହଞ୍ଚିଛି । ତେବେ ଓଡ଼ିଶାରେ ରଜ ସୁଦ୍ଧା ମୌସୁମୀ ଆସିବ ବୋଲି ସ୍ପଷ୍ଟ କରିଛନ୍ତି ପାଣିପାଗ ବିଜ୍ଞାନୀ ଆର.କେ ଜେନାମଣି । ସେ କହିଛନ୍ତି ଆଗାମୀ ୩ ରୁ ୪ ଦିନ ଭିତରେ ବଙ୍ଗପୋସାଗରରେ ଗତିକୁ ନେଇ ମୌସୁମୀର!-->…
Read More...
Read More...
ଜାଣନ୍ତୁ,ଚିନ୍ତନ ଶିବିରରେ କ’ଣସବୁ ନିଷ୍ପତ୍ତି ନିଆଗଲା
ନୂଆଦିଲ୍ଲୀ,୧୫/୫ : ବାରମ୍ବାର ନିର୍ବାଚନୀ ଝଟକା,ଗୋଟିଏ ପରେ ଗୋଟିଏ ରାଜ୍ୟ ହାତରୁ ଖସିବା ଏବଂ କୌଣସି କାରଣରୁ ଦଳରୁ ବରିଷ୍ଠ ନେତାଙ୍କ ପ୍ରସ୍ଥାନ ଯୋଗୁ ଦଳର ଯେଉଁ କ୍ଷତି ଘଟିଛି,ତାହାର ଭରଣା ପାଇଁ ଦଳରେ ବ୍ୟାପକ ସଂସ୍କାର ତଥା ଆମୂଳଚୁଳ ପରିବର୍ତ୍ତନ ଦିଗରେ ପ୍ରୟାସ ସ୍ୱରୂପ କଂଗ୍ରେସର!-->…
Read More...
Read More...
ଶେଷ ହେଲା କଂଗ୍ରେସର ଚିନ୍ତନ ଶିବିର : ଗାନ୍ଧି ଜୟନ୍ତୀରୁ ‘ଭାରତ ଯୋଡ୍’ ଯାତ୍ରା
ଉଦୟପୁର,୧୫/୫ : ରାଜସ୍ଥାନର ଉଦୟପୁର ଠାରେ ଅନୁଷ୍ଠିତ ହୋଇଯାଇଛି କଂଗ୍ରେସର ଚିନ୍ତନ ଶିବିର । ଆଜି ଥିଲା ଶିବିରର ଶେଷ ଦିବସ । ଏହି ଶିବିରରେ ଦଳର ରାଜ୍ୟ ପ୍ରଭାରୀ ଠାରୁ ଆରମ୍ଭ କରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ଦଳର ହାଇକମାଣ୍ଡ ସୋନିଆ ଗାନ୍ଧୀ ଯୋଗ ଦେଇଥିଲେ । ଏହି ଶିବିରରେ ନେତାମାନଙ୍କୁ!-->…
Read More...
Read More...
ଶପଥ ନେଲେ ମାନିକ ସାହା
ଅଗରତାଲା: ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମାନିକ ସାହା ଆଜି ଶପଥ ନେଇଛନ୍ତି । ତ୍ରିପୁରା ରାଜ୍ୟପାଳ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମାନିକ ସାହା କହିଛନ୍ତି, ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ କାର୍ଯ୍ୟକୁ!-->…
Read More...
Read More...
ମୋତେ ହତ୍ୟା କରିବାକୁ ଷଡଯନ୍ତ୍ର ଚାଲିିଛି: ଇମ୍ରାନ
ଇସଲାମାବାଦ,୧୫/୫ : ମୋତେ ହତ୍ୟା କରିବାକୁ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ଚାଲିଛି । ଏହା କେବେଠୁ ଆରମ୍ଭ ହେଲାଣି । । ଦେଶ ଭିତରେ ଓ ବାହାରେ ଏହା ଚାଲିଛି ଏବଂ ମୁଁ ସେହି ଷଡ଼ଯନ୍ତ୍ରକାରୀଙ୍କୁ ଜାଣିଛି ବୋଲି କହିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ଶନିବାର!-->…
Read More...
Read More...
ଭୂସ୍ଖଳନରେ ୩ ଜଣଙ୍କ ମୃତ୍ୟୁ
ଗୌହାଟି: ଆସାମରେ ଆଜି ଭୂସ୍ଖଳନରେ ତିନି ଜଣଙ୍କର ମୃତ୍ୟୁ ଘଟିଛି । ଆସାମର ଦିମା ହସାଓ ଜିଲ୍ଲାରେ ଏହି ଭୂସ୍ଖଳନ ହୋଇଛି । ଶନିବାର ବିଳମ୍ବିତ ରାତିରେ ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ୱାରା ଜାରି କରାଯାଇଥିବା ବୁଲେଟିନ୍ ଅନୁଯାୟୀ, ଦିମା ହସାଓର ହାଫଲଙ୍ଗ ଅଞ୍ଚଳରେ ଜଣେ!-->…
Read More...
Read More...