Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଆଜମଗଡରୁ ଜିତିଲେ ଭୋଜପୁରୀ ଷ୍ଟାର ନିରହୁଆ
ଆଜମଗଡ଼: ଉତ୍ତର ପ୍ରଦେଶରେ ଲୋକସଭା ଉପ ନିର୍ବାଚନରେ ବିଜେପି ବଡ ବିଜୟ ହାସଲ କରିଛି। ରାମପୁର ପରେ ଆଜମଗଡରେ ମଧ୍ୟ ବିଜେପି ବାଜିମାତ୍ କରିଛି। ଆଜମଗଡରେ ବିଜୟ ହାସଲ କରିଛନ୍ତି ବିଜେପି ପ୍ରାର୍ଥୀ ଦିନେଶ ଲାଲ ଯାଦବ ନିରହୁଆ। ସେ ସମାଜବାଦୀ ପ୍ରାର୍ଥୀ ତଥା ଅଖିଳେଶ ଯାଦବଙ୍କ କକା ପୁଅ ଭାଇ!-->…
Read More...
Read More...
ରାଷ୍ଟ୍ରପତି ନିର୍ବାଚନ: ବିରୋଧୀଙ୍କ ପ୍ରାର୍ଥୀ ହେବେ ଯଶୱନ୍ତ ସିହ୍ନା, ୨୭ରେ କରିପାରନ୍ତି ପ୍ରାର୍ଥୀପତ୍ର ଦାଖଲ
ନୂଆଦିଲ୍ଲୀ: ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ପାଇଁ ମଙ୍ଗଳବାର ଅନୁଷ୍ଠିତ ବୈଠକରେ ବିରୋଧୀ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ସୂଚନାନୁସାରେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କୁ ବିରୋଧୀ ଦଳରୁ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି!-->…
Read More...
Read More...
ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବାଜିମାତ
ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବାଜିମାତ । ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହେଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ସମସ୍ତ ୨୦ ରାଉଣ୍ଡରେ ଟ୍ରେଣ୍ଡ ରହିବା ପରେ ବିଜେପି କଂଗ୍ରେସକୁ ପଛରେ ପକାଇ ବିଜେଡି ବିଜୟୀ ହୋଇଛି । ମୋଟ ୬୫ହଜାର ୭୯୧ଭୋଟ ବ୍ୟବଧାନରେ ବ୍ରଜରାଜନଗରରେ!-->…
Read More...
Read More...
ଆସନ୍ତାକାଲି ଆସିବ ବ୍ରଜରାଜନଗର ଉପ ନିର୍ବାଚନ ଫଳ
ଝାରସୁଗୁଡ଼ା: ଆସନ୍ତାକାଲି ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗଣତି ହେବ। ଝାରସୁଗୁଡା ଇଞ୍ଜିନିୟରିଂ ସ୍କୁଲରେ ଏହି ଗଣତି ହେବ। ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସକାଳ ୮ଟାରୁ ଭୋଟ ଗଣତି ହେବ। ଏଥିପାଇଁ ୧୪ଟି ଟେବୁଲ କରାଯାଇଛି। ୨୦ ରାଉଣ୍ଡ ଗଣତି ହେବ। ଜଣେ!-->…
Read More...
Read More...
ପ୍ରଦୀପ ଓ ଜୟଦେବଙ୍କୁ ରାଜ୍ୟସଭା ଟିକଟ ନ ମିଳିବାରୁ ନବରଙ୍ଗପୁରବାସୀ ନିରାଶ
ନବରଙ୍ଗପୁର: ବରିଷ୍ଠ ଆଦିବାସୀ ନେତା ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ ମିଳିଲାନି ରାଜ୍ୟସଭା ସାଂସଦ ଟିକଟ । ଫଳରେ ନବରଙ୍ଗପୁର ଜିଲ୍ଲାବାସୀ ନିରାଶ ହୋଇଛନ୍ତି । ପ୍ରଦୀପ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପଦ ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ତାଙ୍କୁ ବିଜେଡିର!-->…
Read More...
Read More...
ରାଜ୍ୟସଭା ପ୍ରାର୍ଥୀ ମାନସ ମଙ୍ଗରାଜଙ୍କୁ ହୀରାଞ୍ଚଳ ପରିବାର ପକ୍ଷରୁ ଅଭିନନ୍ଦନ
ଭୁବନେଶ୍ୱର : ସମସ୍ତ କଳ୍ପନଜଳ୍ପନା,ସସ୍ପେନ୍ସ ଓ ପ୍ରତୀକ୍ଷାର ଅନ୍ତ ଘଟିଛି । ପରିଶେଷରେ ୪ଟି ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେଡି । ଯେଉଁମାନଙ୍କ ଉପରେ ସୁନାକଳସ ଢାଳିଛନ୍ତି ବିଜେଡି ସୁପ୍ରିମୋ ତଥା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ସେମାନେ ହେଲେ ଦଳର!-->…
Read More...
Read More...
କଂଗ୍ରେସକୁ ବଡ ଝଟ୍କା : ଦଳ ଛାଡିଲେ କପିଲ ସିବଲ, ସପା ସମର୍ଥନରେ ଭରିଲେ ରାଜ୍ୟସଭା ପ୍ରାର୍ଥୀପତ୍ର
ନୂଆଦିଲ୍ଲୀ : ଦୀର୍ଘ ଦିନ ଧରି କଂଗ୍ରେସରେ ବିଦ୍ରୋହୀ ସ୍ୱର ଉତ୍ତୋଳନ କରିଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ କପିଲ ସିବଲ ଦଳରୁ ଇସ୍ତଫା ଦେଇଛନ୍ତି । ସମାଜବାଦୀ ପାର୍ଟିର ସମର୍ଥନରେ ସେ ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିବା ପରେ ସେ ଏହା ପ୍ରକାଶ କରିଥିଲେ ।!-->…
Read More...
Read More...
ଶରତ ପଟ୍ଟନାୟକ ହେଲେ ନୂଆ ପିସିସି ସଭାପତି
ଭୁବନେଶ୍ୱର : ବରିଷ୍ଠ ଓ ଅଭିଜ୍ଞ କଂଗ୍ରେସ ନେତା ଶରତ ପଟ୍ଟନାୟକଙ୍କୁ ଓଡିଶା ପ୍ରଦେଶ କଂଗ୍ରେସ ନୂତନ ସଭାପତି ଭାବେ ନିଯୁକ୍ତ କରାଯାଇଛି । ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ପକ୍ଷରୁ ଆଜି ଜାରି ହୋଇଥିବା ପ୍ରେସ ରିଲିଜରେ ଏହି ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି ଯେ, ପ୍ରଦେଶ!-->…
Read More...
Read More...
ବିଜେପିରେ ଯୋଗ ଦେଲେ ସୁନୀଲ ଜାଖର
ଭୁବନେଶ୍ୱର: ପୂର୍ବତନ ଲୋକସଭା ବାଚସ୍ପତି ବରାମ ଜାଖରଙ୍କ ପୁଅ ସୁନୀଲ ଜାଖର ବିଜେପି ଯୋଗ ଦେଇଛନ୍ତି । ସୁନିଲ ଆଜି ବିଜେପି ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତରେ ବିଜେପିରେ ଯୋଗ ଦେଇଛନ୍ତି । ସୁନିଲ ଜାଖର ପଞ୍ଜାବର ପୂର୍ବତନ ପିସିସି ସଭାପତି ଥିଲେ । ନିକଟରେ ସେ କଂଗ୍ରେସରୁୁ ଇସ୍ତଫା!-->…
Read More...
Read More...
କଂଗ୍ରେସ ଛାଡ଼ିଲେ ହାର୍ଦ୍ଧିକ ପଟେଲ
ନୂଆଦିଲ୍ଲୀ: କଂଗ୍ରେସ ଛାଡ଼ିଛନ୍ତି ଗୁଜରାଟ ପଟିଦାର ନେତା ହାର୍ଦ୍ଧିକ ପଟେଲ । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫାଦେଇଥିବା ଜଣାଯାଇଛି । ସୋନିଆ ଗାନ୍ଧୀଙ୍କ ନିକଟକୁ ହାର୍ଦ୍ଦିକ ଇସ୍ତଫା ପତ୍ର ପଠାଇଛନ୍ତି । ମୋ ନିଷ୍ପତ୍ତିକୁ ଜନତା ସ୍ୱାଗତ କରିବେ ବୋଲି ମୋର!-->…
Read More...
Read More...