Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଫିଲ୍ଡିଂ କୋଚ୍ ପଦ ବଜାୟ ରଖିବେ ଶ୍ରୀଧର
ମୁମ୍ବାଇ: ଭାରତୀୟ କ୍ରିକେଟର ଫିଲ୍ଡିଂ, ବ୍ୟାଟିଂ ଓ ବୋଲିଂ କୋଚ୍ ପଦ ଲାଗି ସାକ୍ଷାତକାର ପ୍ରକ୍ରିୟା ଇତିମଧ୍ୟରେ ଶେଷ ହୋଇଯାଇଛି । ବ୍ୟାଟିଂ ଓ ବୋଲିଂ କୋଚ୍ ପଦ ଲାଗି ୧୮ଟି ଆବେଦନପତ୍ରକୁ ଗ୍ରହଣ କରାଯାଇ ସାକ୍ଷାତକାର କରାଯାଇଥିଲା । ସେହିପରି, ଫିଲ୍ଡିଂ କୋଚ୍ ପଦ ଲାଗି ଆବେଦନ କରିଥିବା!-->…
Read More...
Read More...
ଏମସିସି ଆଜୀବନ ସଦସ୍ୟ ହେବା ମୋ ପାଇଁ ଗୌରବର କଥା: ଜନସନ୍
ଲଣ୍ଡନ:ପୂର୍ବତନ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଜନ୍ସନ୍ଙ୍କୁ ମେଲବର୍ଣ୍ଣ୍ କ୍ରିକେଟ୍ କ୍ଲବ (ଏମ୍ସିସି)ର ଆଜୀବନ ସଦସ୍ୟ ଭାବେ ନିର୍ବାଚିତ କରଯାଇଛି । ଏନେଇ ଏମ୍ସିସି ପକ୍ଷରୁ ଚଳିତ ଆଶେସ୍ ସିରିଜର ଦ୍ୱିତୀୟ ଟେଷ୍ଟ ଶେଷ ହେବା ପରେ ଏହା ଘୋଷଣା କରାଯାଇଛି । ଏମ୍ସିସି ପକ୍ଷରୁ ଏସମ୍ପର୍କରେ!-->…
Read More...
Read More...
ଟେଷ୍ଟ ଛକ୍କାରେ ସଚିନଙ୍କ ରେକର୍ଡ଼ର ସମକକ୍ଷ ହେଲେ ଟିମ୍ ସୌଦୀ
ଗାଲେ,୧୬/୮: ଟେଷ୍ଟ କ୍ରିକେଟରେ ଛକ୍କାରେ ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର ଟିମ୍ ସୌଦୀ ଭାରତର କିମ୍ବଦନ୍ତୀ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କ ରେକର୍ଡ଼ର ସମକକ୍ଷ ହୋଇଛନ୍ତି । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିବସରେ ସେ ଏହି କୀର୍ତ୍ତିମାନ ହାସଲ କରିଛନ୍ତି । ଏହି!-->…
Read More...
Read More...
ଖୁବଶୀଘ୍ର ବାହାହେବେ ପୁନିଆ ଓ ସଙ୍ଗୀତା
ନୂଆଦିଲ୍ଲୀ: ଗୀତା ଫୋଗତ ଓ ପୱନ କୁମାର, ସାକ୍ଷୀ ମଲ୍ଳିକ ଓ ସତ୍ୟବର୍ତ୍ତ କାର୍ଡ଼ିଆନ୍ ଏବଂ ବିନେଶ୍ ଫୋଗତ ଓ ସୋମବୀର ରଥି ଏମାନେ ସମସ୍ତେ ବିବାହ ବନ୍ଧନରେ ଆବଦ୍ଧ ହୋଇସାରିଲେଣି । ଏହି ବିବାହ କ୍ଲବରେ ଖୁବ୍ଶୀଘ୍ର ଆଉ ଏକ ଯୋଡ଼ି ସାମିଲ୍ ହେବାକୁ ଯାଉଛନ୍ତି । ସେମାନେ ହେଲେ ଭାରୋତ୍ତଳକ!-->…
Read More...
Read More...
ସୁଷମା ସ୍ୱରାଜଙ୍କୁ କ୍ରୀଡ଼ା ଜଗତର ଶ୍ରଦ୍ଧାଞ୍ଜଳି : ସେ ଥିଲେ ଲୋକଙ୍କ ନେତ୍ରୀ
ନୂଆଦିଲ୍ଲୀ: ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ତୁଙ୍ଗ ନେତ୍ରୀ ସୁଷମ ସ୍ୱରାଜଙ୍କ ବିୟୋଗରେ କ୍ରୀଡ଼ା ଜଗତ ମଧ୍ୟ ସ୍ତମ୍ଭୀଭୂତ ହୋଇଛି । ତାଙ୍କ ମୃତ୍ୟୁ ସମଗ୍ର କ୍ରୀଡ଼ା ଜଗତକୁ ଶୋକାଭିଭୂତ କରିଛି । କ୍ରୀଡ଼ା ଜଗତ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛି ଯେ, ସୁଷମା ସ୍ୱରାଜ କେବଳ!-->…
Read More...
Read More...
ଗୀତ ଗାଇଲେ ଧୋନୀ,ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ଜଣେ ନିଷ୍ଠାବାନ୍ ଓ ସଂକଳ୍ପବନ୍ଧ ବ୍ୟକ୍ତି ଯେକୌଣସି କାର୍ଯ୍ୟରେ ସଫଳତା ହାସଲ କରିପାରିବ । ଏହା ତାଙ୍କୁ ନୂତନ ପରିଚୟ ମଧ୍ୟ ଦେଇଥାଏ । ଭାରତୀୟ କ୍ରିକେଟର ଅନ୍ୟତମ ଲୋକପ୍ରିୟ ଓ ସଫଳ ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂ ଧୋନିଙ୍କ କ୍ଷେତ୍ରରେ ମଧ୍ୟ ତାହା ଘଟିଛି । ସେ କ୍ରିକେଟ୍!-->…
Read More...
Read More...
କାଶ୍ମୀର ଛାଡିବାକୁ କ୍ରିକେଟ୍ ଖେଳାଳିମାନଙ୍କୁ ନିର୍ଦ୍ଦେଶ
ଶ୍ରୀନଗର: ଜମ୍ମୁ-କାଶ୍ମୀର ପାଇଁ ରାଜ୍ୟ ସରକାର ଶୁକ୍ରବାର ଆଡଭାଇଜରୀ ଜାରି କରିବା ପରଠାରୁ ସମଗ୍ର ରାଜ୍ୟରେ ଅଭୁତପୂର୍ବ ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରଥମେ ଅମରନାଥ ଯାତ୍ରୀମାନଙ୍କୁ ନିଜ ନିଜ ଘରକୁ ଫେରିଯିବାକୁ କୁହାଯାଇଥିଲା । ଆଜି କ୍ରିକେଟରମାନଙ୍କୁ ଯଥଶୀଘ୍ର ରାଜ୍ୟ ଛାଡ଼ି!-->…
Read More...
Read More...
ସବୁକିଛି ହାସଲ କରିସାରିଛି : ସାନିଆ ମିର୍ଜା
ନୂଆଦିଲ୍ଲୀ : ମୋର ବିଶାଳ ଓ ଲମ୍ବା ଟେନିସ୍ କ୍ୟାରିୟରରେ ମୁଁ ସବୁକିଛି ହାସଲ କରିସାରିଛି । ଐତିହାସିକ ଉପଲବ୍ôଧ ମଧ୍ୟ ପାଇଛି । ତେଣୁ କ୍ୟାରିୟରରେ ଆଉ କିଛି ବି ପ୍ରମାଣିତ କରି ଦେଖାଇବାର ଅବକାଶ ନାହିଁ । ଆଗକୁ ଯେଉଁ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବି ତାହା ମୋ ପାଇଁ ଏକ ବୋନସ ହେବ!-->…
Read More...
Read More...
ମଧ୍ୟକ୍ରମକୁ ଅଯଥାରେ ଟାର୍ଗେଟ୍ କରାଯାଉଛି: ବିରାଟ କୋହଲି
ନୂଆଦିଲ୍ଲୀ: ବିଶ୍ୱକପରେ ଭାରତ ସେମିଫାଇନାଲରୁ ବିଦାୟ ନେବା ପରେ ଟିମ୍ ଇଣ୍ଡିଆ ବ୍ୟାଟିଂ ମଧ୍ୟକ୍ରମକୁ ନେଇ ତୀବ୍ର ସମାଲୋଚନା ଚାଲିଛି । ଏଭଳି ସମାଲୋଚନାକୁ ଅଧିନାୟକ ବିରାଟ କୋହଲି ନାପସନ୍ଦ କରିଛନ୍ତି । ସେ କହିଛନ୍ତି ଯେ, ମଧ୍ୟକ୍ରମକୁ ନେଇ ସମୀକ୍ଷକମାନେ କାହିଁକି ଏତେ ସମାଲୋଚନା!-->…
Read More...
Read More...
ଦୌଡ଼ ରେକର୍ଡ଼ ଭାଙ୍ଗିଲେ ଦଲିଲା
ନୂଆଦିଲ୍ଲୀ : ୟୁଏସ୍ ଚାମ୍ପିୟନ୍ସିପ୍ସରେ ୪୦୦ ମିଟର ହଡଲ୍ସ ପ୍ରତିଯୋଗିତାରେ ଅଲିମ୍ପିକ୍ ଚାମ୍ପିୟନ୍ ଦଲିଲା ମହମ୍ମଦ ରେକର୍ଡ଼ ଭାଙ୍ଗିଛନ୍ତି । ୨୯-ବର୍ଷିଆ ଏହି ମହିଳା ଆଥଲେଟ୍ ୫୨.୨୦ ସେକେଣ୍ଡରେ ଲକ୍ଷ୍ୟ ପୂରଣ କରିଥିଲେ । ଏଥିସହ ସେ ଋଷିଆର ୟୁଲିଆ ପେଚୋଙ୍କିନାଙ୍କ ରେକର୍ଡ଼ ଭାଙ୍ଗିଛନ୍ତି!-->…
Read More...
Read More...