Browsing Category

ଖେଳ

୪୧ ବର୍ଷରେ ପଦାର୍ପଣ କଲେ ଧୋନି, ଛୁଟୁଛି ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ : ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଆଜି ଅର୍ଥାତ୍‌ ଜୁଲାଇ ୭ ତାରିଖ ଦିନ ୪୧ ବର୍ଷରେ ପଦାର୍ପଣ କରିଛନ୍ତି । ତାଙ୍କ ପ୍ରଶଂସକମାନେ ତାଙ୍କୁ ସୋସିଆଲ ମିଡିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି । ପ୍ରଶଂସକ ଏବଂ କ୍ରିକେଟରମାନେ ମଧ୍ୟ ମହାନ ଅଧିନାୟକଙ୍କୁ ଶୁଭେଚ୍ଛା
Read More...

ପୁଣି ନିରାଶ କଲେ କୋହଲି

ନୂଆଦିଲ୍ଲୀ: ଦ୍ୱିତୀୟ ପାଳିରେ ଭଲ ଆରମ୍ଭ କରିଥିଲେ ବିରାଟ କୋହଲି । ଗୋଟିଏ ଦୁଇଟି ଭଲ ସଟ୍ ବି ଖେଳିଲେ । କିନ୍ତୁ ବେନ୍ ଷ୍ଟୋକସଙ୍କ ଏକ ବଲରେ କଟ୍ ବିହାଇଣ୍ଡ୍ ହେଲେ ସେ । କ୍ୟାଚ୍ ଧରିଦେଲେ ଓ୍ୱିକେଟ୍ କିପର୍ ସାମ୍ ଓ୍ୱିଲିଙ୍ଗସ୍ ପାଖରେ ଛିଡା ହୋଇଥିବା ଜୋ ରୁଟ୍ । ଆଉ
Read More...

କରୋନା ମୁକ୍ତ ହେଲେ ରୋହିତ ଶର୍ମା

ନୂଆଦିଲ୍ଲୀ : ଭାରତର ଅଧିନାୟକ ରୋହିତ ଶର୍ମା କରୋନାରୁ ସୁସ୍ଥ ହୋଇଛନ୍ତି । ଶେଷ ରାଉଣ୍ଡରେ ହୋଇଥିବା ତାଙ୍କର କୋଭିଡ ରିପୋର୍ଟ ନେଗେଟିଭ ଆସିଛି । ଏହାକୁ ନେଇ ବିସିସିଆଇ ଆଶ୍ୱସ୍ତ ହୋଇଛି । କରୋନାରେ ସଂକ୍ରମିତ ହେବାରୁ ରୋହିତ ବ ର୍ମାନ ଚାଲିଥିବା ଏଜବାଷ୍ଟନ ଟେଷ୍ଟରେ ସାମିଲ ହୋଇପାରି
Read More...

ରାଗିଂର ଶୀକାର ହୋଇଥିଲେ ଦୂତୀ , ପୋଷ୍ଟ କରି ଦେଲେ ସୂଚନା

ଭୁବନେଶ୍ୱର : ଅଲମ୍ପିଆନ୍‌ ଦୂତୀ ଚାନ୍ଦ୍‌ ମଧ୍ୟ ରାଗିଂର ଶିକାର ହୋଇଥିଲେ । ଏନେଇ ସୋସିଆଲ୍‌ ମିଡିଆରେ ନିଜେ ଅଙ୍ଗେ ନିଭାଇଥିବା କଥା ପୋଷ୍ଟ କରିଛନ୍ତି ଦୂତୀ । ରାଗିଂର ଶିକାର ହୋଇ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର କାରୁବାକୀ ଛାତ୍ରୀନିବାସରେ ରହୁଥିବା ଯୁକ୍ତ ୩ ପ୍ରଥମ ବର୍ଷ କଳା
Read More...

ଇଂଲଣ୍ଡ ୨୮୪ ରନରେ ଅଲଆଉଟ୍

ବର୍ମିଂହାମ: ଏଜବାଷ୍ଟନରେ ଖେଳାଯାଉଥିବା ପଞ୍ଚମ ଟେଷ୍ଟରେ ଘରୋଇ ଇଂଲଣ୍ଡ ଭାରତୀୟ ବୋଲରଙ୍କ ମୁକାବିଲା କରିନପାରି ୨୮୪ ରନରେ ଅଲଆଉଟ୍ ହୋଇଛି। ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଭାରତ ୧୩୨ ରନରେ ଆଗୁଆ ରହିଛି। ଇଂଲଣ୍ଡ ପକ୍ଷରୁ ଜୋନି ବେୟାରଷ୍ଟୋ ୧୦୬ ରନ କରିଥିଲେ। ସାମ
Read More...

ସର୍ବ ଭାରତୀୟ ଟେନିସ୍ ବଲ୍ କ୍ରିକେଟ୍ ଚାମ୍ପିଅନସିପ୍: ଓଡ଼ିଶା ଟିମ୍ ର ତାମିଲନାଡୁ ଯାତ୍ରା

ଭୁବନେଶ୍ଵର : ତାମିଲନାଡୁର କେଟି, ଓଟି ଠାରେ ଚଳିତ ମାସ ୩ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଥିବା ସର୍ବ ଭାରତୀୟ ଟେନିସ୍ ବଲ୍ କ୍ରିକେଟ୍ ଚାମ୍ପିଅନସିପ୍ ରେ ଯୋଗ ଦେବା ପାଇଁ ଓଡ଼ିଶାର ୧୫ ଜଣିଆ ଦଳ ତାମିଲନାଡୁ ଯାତ୍ରା କରିଛନ୍ତି । ଏହି ଚାମ୍ପିଅନସିପ୍ରେ ୨୮ଟି ରାଜ୍ୟ ଅଂଶ
Read More...

ଆଇପିଏଲ ବିବାଦକୁ ନେଇ ଏମିତି କହିଲେ ଜାଡେଜା

ନୂଆଦିଲ୍ଲୀ : ।ଆଇପିଏଲ ବିବାଦ ସଂପର୍କରେ ଭାରତୀୟ କ୍ରିକେଟ୍‌ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା କହିଛନ୍ତି ଯେ, ଯାହା ହେଇଗଲା ହୋଇଗଲା । ସେ ସଂପର୍କରେ ମୋର ଆଉ ଧ୍ୟାନ ନାହିଁ । ଏବେ ଭାରତ ପାଇଁ ଖେଳୁଛି ତାହା ଉପରେ ମୋର ଧ୍ୟାନ ରହିଛି । ଗତ ଆଇପିଏଲ ସିଜିନରେ ପ୍ରଥମ ଥର ପାଇଁ ଚେନ୍ନାଇ
Read More...

ଡାଇମଣ୍ଡ ଲିଗ : ରୌପ୍ୟ ଜିତିଲେ ନୀରଜ

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସରେ ଐତିହାସିକ ସ୍ବର୍ଣ୍ଣ ପଦକ ବିଜେତା ଭାରତର ନୀରଜ ଚୋପ୍ରା ଗୋଟିଏ ପରେ ଗୋଟିଏ ନୂଆ ରେକର୍ଡ ସ୍ଥାପନ କରିଛନ୍ତି । ଫିନଲାଣ୍ଡରେ କୋର୍ଟେନ ଗେମ୍ସ ଜାଭେଲିନ ଥ୍ରୋ ଇଭେଣ୍ଟ ସ୍ବର୍ଣ୍ଣ ପଦକ ଜିତିବା ପରେ ଡାଇମଣ୍ଡ ଲିଗରେ ୮୯.୯୪ ମିଟର ଜାଭେଲିନ ଫିଙ୍ଗି ରୌପ୍ୟ
Read More...

ଇଂଲଣ୍ଡ ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜ ପାଇଁ ଦଳ ଘୋଷଣା କଲା ଭାରତ

ନୂଆଦିଲ୍ଲୀ : ଇଂଲଣ୍ଡ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍‌ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ପ୍ରଥମ ଟି-୨୦ ପାଇଁ ଗୋଟିଏ ଦଳ ବଛାଯାଇଥିବାବେଳେ, ଶେଷ ୨ଟି ଟି-୨୦ ପାଇଁ ଅଲଗା ଟିମ୍‌ ଚୟନ କରାଯାଇଛି । ସେହିପରି ୩ଟି ଦିନିକିଆ ମ୍ୟାଚ୍‌ ପାଇଁ ମଧ୍ୟ ବିସିସିଆଇ ଦଳ ଘୋଷଣା କରିଛି । ଉଭୟ
Read More...

ଭାରତକୁ ଝଟକା : ଇଂଲଣ୍ଡ ବିପକ୍ଷ ଟେଷ୍ଟରୁ ବାଦ୍‌ ପଡ଼ିଲେ ରୋହିତ

ଲଣ୍ଡନ: ଆସନ୍ତା ୧ ତାରିଖରୁ ଏଜବାଷ୍ଟନରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ୫ମ ତଥା ଶେଷ ମ୍ୟାଚ ଖେଳାଯିବାକୁ ଥିବାବେଳେ ତାପୂର୍ବରୁ ଭାରତକୁ ଝଟକା ଲାଗିଛି । ପୂରା ମ୍ୟାଚରୁ ବାଦ ପଡ଼ିଛନ୍ତି ଅଧିନାୟକ ରୋହିତ ଶର୍ମା । କରୋନା ସଂକ୍ରମଣ କାରଣରୁ ବିସିସିଆଇକୁ ଏହି ନିଷ୍ପତ୍ତି ନେବାକୁ ପଡ଼ିଛି
Read More...