Browsing Category

ଖେଳ

ବଟଲର ଓ ମଲାନ ଯୋଡିଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଲେ ହୁଡା-ସାମସନ ଯୋଡି

ନୂଆଦିଲ୍ଲୀ : ମଙ୍ଗଳବାର ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଆୟର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ୱିକେଟ୍‌ ପାଇଁ ଦୀପକ ହୁଡା ଏବଂ ସଞ୍ଜୁ ସାମସନ ୧୭୬ ରନ୍‌ ଭାଗିଦାରୀ କରିଥିଲେ । ଏହି ସହଭାଗୀତା ସହିତ ଉଭୟ ଏକ ବଡ଼ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି । ଟି -୨୦ ଇଣ୍ଟରନ୍ୟାସନାଲରେ ଦ୍ୱିତୀୟ
Read More...

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ମୋର୍ଗାନ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କଲେ ଇଂଲଣ୍ଡର ସୀମିତ ଓଭର କ୍ରିକେଟ୍ ଦଳର ଅଧିନାୟକ ଇଅନ ମୋର୍ଗାନ। ୩୫ ବର୍ଷୀୟ ମୋର୍ଗାନ ଇଂଲଣ୍ଡର ସବୁଠୁ ଅଧିକ ରନ କରିଥିବା ଖେଳାଳି ସହ ଦିନିକିଆ କ୍ରିକେଟରେ ଦଳର ସବୁଠୁ ସଫଳ ଅଧିନାୟକ। ମୋର୍ଗାନ ଇଂଲଣ୍ଡ ପାଇଁ ୨୨୫ ଦିନିକିଆରେ ୧୩
Read More...

ହକି ଅଲିମ୍ପିଆନ ବରିନ୍ଦରଙ୍କ ପରଲୋକ

ନୂଆଦିଲ୍ଲୀ: ହକି ଅଲିମ୍ପିଆନ୍‌ ବରିନ୍ଦର ସିଂଙ୍କର ମଙ୍ଗଳବାର ସକାଳେ ଜଲନ୍ଦର ଠାରେ ପରଲୋକ ହୋଇଯାଇଛି । ୧୯୪୭ ମସିହା ମଇ ୧୬ରେ ଜନ୍ମଗ୍ରହଣ କରିଥିବା ଏହି ମହାନ ଖେଳାଳି ଅନେକ ରେକଡର଼୍ର ଅଧିକାରୀ । ୧୯୭୨ ମସିହାରେ ସେ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ । ସେ ୧୯୭୬
Read More...

ବଟଲର ହେବେ ଇଂଲଣ୍ଡ ଦିନିକିଆ ଦଳର ପରବର୍ତ୍ତୀ ଅଧିନାୟକ !

ନୂଆଦିଲ୍ଲୀ : ଇଅନ ମୋର୍ଗାନଙ୍କ ପରେ ଇଂଲଣ୍ଡର ଦିନିକିଆ ଦଳର ଅଧିନାୟକ କିଏ ହେବେ,ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ଭିତରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ୍‌ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ସେ କହିଛନ୍ତି,ମୋର ପୂରା ବିଶ୍ୱାସ,ଜୋସ୍‌ ବଟଲର ହିଁ ଇଂଲଣ୍ଡର
Read More...

ନ୍ୟୁଜିଲାଣ୍ଡ ସହ ଦିନିକିଆ ଓ ଟି-୨୦ ସିରିଜ ଖେଳିବ ଭାରତ, ଦେଖନ୍ତୁ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ : ଭାରତୀୟ ଟିମ୍‌ ପାଇଁ ଆଗାମୀ ୫ରୁ ୬ ମାସ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ରହିଛି । ବର୍ତ୍ତମାନ ଭାରତୀୟ ଦଳ ଦୁଇଟି ଭାଗରେ ବିଭକ୍ତ ହୋଇ ଦୁଇଟି ଭିନ୍ନ ଭିନ୍ନ ଦେଶ ଗସ୍ତରେ ଅଛି । ଗୋଟିଏ ଦଳ ଆୟର୍ଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ ଖେଳୁଥିବା ବେଳେ ଅନ୍ୟ ଏକ ଦଳ ଆସନ୍ତା ଜୁଲାଇ ୧ରୁ
Read More...

ଡବ୍ଲୁଟିସି ପଏଣ୍ଟ ତାଲିକା : ଅଷ୍ଟମ ସ୍ଥାନକୁ ଖସିଲା ନ୍ୟୁଜିଲ୍ୟାଣ୍ଡ, ଜାଣନ୍ତୁ ଭାରତ ସ୍ଥାନ କେଉଁଠି ?

ନୂଆଦିଲ୍ଲୀ : ୨୦୨୧-୨୩ ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପଏଣ୍ଟ ଟେବୁଲ ଇଂଲଣ୍ଡ ବନାମ ନ୍ୟୁଜିଲ୍ୟାଣ୍ଡ ଟେଷ୍ଟ ସିରିଜ ପରେ ଏକ ବଡ଼ ପରିବର୍ତ୍ତନ ହୋଇଛି । ଡିଫେଣ୍ଡିଂ ଚାମ୍ପିଅନ୍‌ ନ୍ୟୁଜିଲ୍ୟାଣ୍ଡର ଦଳ ଅଷ୍ଟମ ସ୍ଥାନକୁ ଖସି ଆସିଛି । ଏହା ସହିତ କିୱି ଦଳର ଆସନ୍ତା ବର୍ଷ ଫାଇନାଲ୍‌
Read More...

ରୋହିତ ଓ ବିରାଟଙ୍କ କ୍ଲବରେ ସାମିଲ ହେଲେ ମନ୍ଧନା

ନୂଆଦିଲ୍ଲୀ : ଆଜି ଭାରତୀୟ ମହିଳା କ୍ରିକେଟ୍‌ ଦଳ ଓପନର୍‌ ସ୍ମୃତି ମନ୍ଧନାଙ୍କ ପାଇଁ ଏକ ବିଶେଷ ଦିନ ଥିଲା । ସ୍ମୃତି ମନ୍ଧନା ଏକ ସ୍ୱତନ୍ତ୍ର କ୍ଲବରେ ପ୍ରବେଶ କରିଛନ୍ତି ଯେଉଁଥିରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା, ପୂର୍ବତନ ଅଧିନାୟକ ବିରାଟ କୋହଲି, ପୂର୍ବତନ ମହିଳା ଅଧିନାୟକ ମିତାଲି
Read More...

ଟିମ୍‌ ଇଣ୍ଡିଆକୁ ଆଉ ଏକ ଝଟକା,ଗାଏକ୍ୱଡ ଆହତ

ନୂୂଆଦିଲ୍ଲୀ : ଭରତୀୟ ଦଳ ଏକା ସମୟରେ ଦୁଇଟି ଟିମ୍‌ ଦୁଇଟି ଦେଶକୁ ଗସ୍ତ କରିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୋଟିଏ ଦଳ ଆୟର୍ଲାଣ୍ଡରେ ଟି -୨୦ ସିରିଜ୍‌ ଖେଳୁଥିବାବେଳେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଅନ୍ୟ ଦଳ ଆଗାମୀ ଟେଷ୍ଟ ମ୍ୟାଚ୍‌ ପାଇଁ ଅଭ୍ୟାସ ପାଇଁ ଇଂଲଣ୍ଡରେ ଅଛନ୍ତି
Read More...

ଟି-୨୦ରେ ଏମିତି କରିବାରେ ପ୍ରଥମ ଭାରତୀୟ ଅଧିନାୟକ ହେଲେ ପାଣ୍ଡ୍ୟା

ନୂଆଦିଲ୍ଲୀ: ଆୟର୍ଲାଣ୍ଡ ବିପକ୍ଷରେ ରବିବାର ଖେଳାଯାଇଥିବା ମୁକାବିଲାରେ ଭାରତ ୭ ଓ୍ୱିକେଟରେ ମ୍ୟାଚ୍ ଜିତି ନେଇଛି । ବର୍ଷା ବାଧାପ୍ରାପ୍ତ ଏହି ମୁକାବିଲା ୧୨ ଓଭରକୁ କମାଇ ଦିଆଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଆୟର୍ଲାଣ୍ଡ ୧୦୮ ରନ୍ କରିଥିବା ବେଳେ ଭାରତ ଟାର୍ଗେଟ୍ ପୁରା
Read More...

ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି, ପଦାର୍ପଣ କଲେ ଉମ୍ରାନ ମଲିକ

ଭାରତ ଟସ୍‌ ଜିତି ଆୟର୍ଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଫାଷ୍ଟ ବୋଲର ଉମ୍ରାନ ମଲିକ ଭାରତ ପାଇଁ ଡେବ୍ୟୁ କରିଛନ୍ତି । ଭାରତ ସେ ୯୮ ତମ ଖେଳାଳି ଭାବେ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ପଦାର୍ପଣ କରିଛନ୍ତି
Read More...