Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗ୍ରେସିଙ୍ଗିଆ ପାଞ୍ଚାୟତରେ ଏମବିକେ ଓ ସିଆରପି ପଦବୀ ପାଇଁ ମୌଖିକ ପରୀକ୍ଷା
ଘୁ ଉଦୟଗିର : ଘୁ ଉଦୟଗିର ବ୍ଳକ ଅଧୀନରେ ଥିବା ଗ୍ରେସିଙ୍ଗିଆ ଗ୍ରାମପଞ୍ଚାୟତ ପରିସରରେ ଆଜି ୭ଟି ଆଞ୍ଚଳିକ ମଞ୍ଚ ନିମନ୍ତେ ଏମକେବି ଓ ସିଆରପି ପଦବି ନିମନ୍ତେ ନିଯୁକ୍ତି ପାଇଁ ମୌଖିକ ପରୀକ୍ଷା ହୋଇଯାଇଛି । ବିଡ଼ିଓ ଆଶିଷ ତ୍ରିପାଠୀ, ଓଏଲଏମ ସାନୁଜ କୁମାର ପ୍ରଧାନ, ବିପିଏମ ରତିକାନ୍ତ!-->…
Read More...
Read More...
ଆସିଲା ଚିତ୍ତ ପଲେଇଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ
ପୁରୀ: ବ୍ରହ୍ମଗିରି ବହୁ ଚର୍ଚ୍ଚିତ ଚିତ୍ତରଂଜନ ପଲେଇଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି । ତେବେ ପୁରୀ ମେଡ଼ିକାଲରେ ମୃତ ଚିତ୍ତରଂଜନଙ୍କ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ପୁରୀ ଏଡିଏମ୍ଓଙ୍କ କହିବା କଥା ଏହି ରିପୋର୍ଟ ପୋଲିସ, କ୍ରାଇମବ୍ରାଞ୍ଚ,!-->…
Read More...
Read More...
ଜିଲ୍ଲାରେ କାର୍ଯ୍ୟକ୍ଷମ ହେଲା ସ୍ୱୟଂ ଚାଳିତ ଯାନ ଚାଳନା ପରୀକ୍ଷଣ କେନ୍ଦ୍ର, ପ୍ରଶିକ୍ଷିତ ବ୍ୟକ୍ତି ହିଁ ଏବେ ଗାଡି…
ସୁବର୍ଣ୍ଣପୁର: ବାଣିଜ୍ୟ ଓ ପରିବହନ ଏବଂ ଯୋଜନା ଓ ସଂଯୋଜନା ବିଭାଗର ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଦ୍ୱାରା ସୋନପୁର-ବଲାଙ୍ଗୀର ମୁଖ୍ୟରାସ୍ତାର ସାହାଜପିଟାଠାରେ ଏକ ଅତ୍ୟାଧୁନିକ ସ୍ୱୟଂଚାଳିତ ଯାନ ପରୀକ୍ଷଣ କେନ୍ଦ୍ରର ଶୁଭ ଉଦାଘଟନ ହୋଇଯାଇଛି । ପରିବହନ ବିଭାଗ ତରଫରୁ ଆୟୋଜିତ ଏହି ଲୋକାର୍ପଣ!-->…
Read More...
Read More...
ଶିଶୁ ସୁରକ୍ଷା ପାଇଁ ଗଜପତିରେ ଆରମ୍ଭ ହେଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରତିଜ୍ଞା
ପାରଳାଖେମୁଣ୍ଡି : ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଉପସ୍ଥିତିରେ ଜିଲ୍ଲାର କିଶୋରୀ ବାଳିକାଙ୍କ ଦ୍ୱାରା ଶିଶୁ ସୁରକ୍ଷା ଓ ଅଧିକାର ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରତିଜ୍ଞାର ଶୁଭ ଉଦଘାଟନ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମର ଆବଶ୍ୟକତାକୁ ଗଜପତି ଜିଲ୍ଲାର କିଶୋରୀ ବାଳିକାଙ୍କ ମଧ୍ୟରେ!-->…
Read More...
Read More...
ଓଡିଶାରେ ଦୁଇ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ଓଡ଼ିଶାରେ ପଶିଲା କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍। ଓଡ଼ିଶାର ଦୁଇ ଜଣ ଠାରେ ଓମିକ୍ରନ୍ ଭୂତାଣୁ ହୋଇଛି। ଏନେଇ ଆଇଏଲ୍ସ ପକ୍ଷରୁ ସୂଚନା ମିଳିଛି। ଚିହ୍ନଟଙ୍କ ମଧ୍ୟରୁ ଜଣେ କଟକ ଓ ଜଗତସିଂହପୁରର ବୋଲି ଜଣାପଡିଛି ।
Read More...
Read More...
ସୁମିତଙ୍କ ଘର ଆଗରେ ୧୪୪ ଧାରା ଜାରି
ବ୍ରହ୍ମପୁର: ବହୁଚର୍ଚ୍ଚିତ ଦମ୍ପତି ତପସ୍ୱିନୀ ଦାଶ ଓ ଡାକ୍ତର ସୁମିତ୍ ସାହୁଙ୍କ ବିବାଦ ପ୍ରତିଦିନ ଭିନ୍ନ ମୋଡ ନେଉଛି । ତପସ୍ୱିନୀଙ୍କ ଧାରଣା ସ୍ଥଳରେ ଲୋକଗହଳିକୁ ଦୃଷ୍ଟିରେ ରଖି ଆଜି ସକାଳେ ବ୍ରହ୍ମାନଗର ଦ୍ୱିତୀୟ ଲେନ୍ରେ ୧୪୪ ଧାରା ଜାରି କରାଯାଇଛି । ଆଇନଶୃଙ୍ଖଳା ପରିସ୍ଥିତିକୁ!-->…
Read More...
Read More...
ସୁବର୍ଣ୍ଣପୁର ଜିଲ୍ଲାର ହାବିଲଦାର,କନଷ୍ଟେବଳ ଶାଖା ସଂଘର ନିର୍ବାଚନ : କୁମୁଦ ରଞ୍ଜନ ମେହେରହେଲେ ସଭାପତି
ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜିଲ୍ଲାର ହାବିଲଦାର କନଷ୍ଟେବଳ ଶାଖା ସଂଘର ନିର୍ବାଚନ ର ଫଳାଫଳ ଘୋଷିତ ହୋଇଛି । ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ କନେଷ୍ଟେବଳ କୁମୁଦ ରଞ୍ଜନ ମେହେର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ହାବିଲଦାର ଦିନେଶ ମିଶ୍ରଙ୍କୁ ୬୧ଖଣ୍ଡ ଭୋଟରେ ପରାଜିତ କରିଛନ୍ତି ।!-->…
Read More...
Read More...
ଯୋଗାଣ ସହାୟକଙ୍କ ପାରିଶ୍ରମିକ ବୃଦ୍ଧି ଏବଂ ଚାକିରି ସ୍ଥାୟୀ ସ୍ୱୀକୃତି ପ୍ରଦାନ ନିମନ୍ତେ ଦାବିପତ୍ର ପ୍ରଦାନ
ଫୁଲବାଣୀ:କନ୍ଧମାଳ ଜିଲ୍ଲାର ଜିଲ୍ଲା ଯୋଗାଣ ସହାୟକ ସଂଘ କନ୍ଧମାଳ ତରଫରୁ ସଭାପତି ବିବେକାନନ୍ଦ ବେହେରାଙ୍କ ନେତୃତ୍ୱରେ ଏକ ୬ଦଫା ଦାବିପତ୍ର କନ୍ଧମାଳ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଏଥିରେ ଲିଖିତ ଅନୁରୋଧ କରାଯାଇଛି ଯେ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ!-->…
Read More...
Read More...
ଜଙ୍ଗଲରେ କୁଡିଆକରି ରହୁଥିଲେ, ସ୍ୱେଚ୍ଛାସେବୀଙ୍କ କଥା ରଖି ଗାଁକୁ ଫେରିଲେ ବୃଦ୍ଧା
ପାଟଣାଗଡ଼: ଦୀର୍ଘ ୨୭ ବର୍ଷ ହେବ ଡାହାଣୀ ସନ୍ଦେହ କରିବାରୁ ନିଜକୁ ଘୃଣ୍ୟ ମନେ କରି ଗାଁ ଠାରୁ ଦେଢ଼ କିମି ଦୂରରେ ଏକ ଜଙ୍ଗଲରେ କୁଡ଼ିଆ ଘରେ ଦୟନୀୟ ଭାବରେ ଏକୁଟିଆ ବସବାସ କରୁଥିଲେ ୧୧୦ବର୍ଷିଆ ବୃଦ୍ଧା ମହିଳା ପ୍ରତିମା ଧରୁଆ । ସେଠାରେ ନିଜକୁ ନିଜଘରଠାରୁ, ନିଜ ଗାଁଠାରୁ ନିଜଜାତିସମାଜ!-->…
Read More...
Read More...
ପିପିଲି ବିଜେଡି ପକ୍ଷରୁ ମିଶ୍ରଣ ପର୍ବ
ପୁରୀ : ପୁରୀ ଜିଲ୍ଲା ପିପିଲି ବିଜେଡି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ନିଜ ଦଳ ଛାଡି ବିଜେଡିରେ ସାମିଲ ହେଲେ ତିନୋଟି ପଞ୍ଚାୟତର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ । ବିଧାୟକ ରୁଦ୍ରପ୍ରତାପ ମହରଥୀଙ୍କ ତତ୍ତ୍ୱାବଧାନ ରେ ବିଜେଡି ମୁଖ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ!-->…
Read More...
Read More...