Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାହାରିଲା ତାଲିକା ରାଜନୈତିକ ବାତାବରଣ ଉଷ୍ମ
ଦଶପଲ୍ଲା,୯/୧୦ : - ନୟାଗଡ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ସଂରକ୍ଷିତ ତାଲିକା ପ୍ରକାଶ ପାଇଛି । ନୟାଗଡ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ଅନୁମୋଦନକ୍ରମେ ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ତାଲିକା ପ୍ରକାଶ କରାଯାଇଛି । ନୟାଗଡ ଜିଲ୍ଲାର ୨୪ଟି ଜିଲ୍ଲା ପରିଷଦ!-->…
Read More...
Read More...
ଅପହୃତ ନାବାଳିକା ଉଦ୍ଧାର,ରସିକିଆ ଟିଉସନ ଶିକ୍ଷକ ଥାନାରେ ଅଟକ
ବାଲିଗୁଡ଼ା/ଦାରିଙ୍ଗବାଡ଼ି,୯/୧୦- ଅପହୃତ ନାବାଳିକାକୁ ଉଦ୍ଧାରକଲା ଦାରିଙ୍ଗବାଡି ପୋଲିସ । ଗତ ୧୮ ତାରିଖ ଦିନ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଗ୍ରୀନବାଡ଼ି ଗାଁର ସରିଫ ଡିଗାଲ ନାମକ ଜଣେ ଟିଉସନ ଶିକ୍ଷକ ଜଣେ ନାବାଳିକାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ପ୍ରେମଜାଲରେ ଫସାଇ ଅପହରଣ!-->…
Read More...
Read More...
ଦେବଗଡରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟକାର୍ଡ ବଣ୍ଟନ : ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ
ଦେବଗଡ,୯/୧୦- ଦେବଗଡ ଜିଲ୍ଲାର ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ଉଦ୍ଦେଶ୍ୟରେ ଭୁବନେଶ୍ୱରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ଼ ମାଧ୍ୟମରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ପ୍ରଦାନ କରିଛନ୍ତି । ଏହି ଅବସରରେ ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମଠାରେ!-->…
Read More...
Read More...
ପ୍ରାଣୀ କଲ୍ୟାଣ ମଞ୍ଚ ବୌଦ୍ଧ ତରଫରୁ ହାତୀ ଆମରି ସାଥି କାର୍ଯ୍ୟକ୍ରମ
ବୌଦ୍ଧ,୮/୧୦- ବୌଦ୍ଧ ରେଞ୍ଜ ବଘିଆପଡା ସେକ୍ସ୍ସନର ଭୁକ୍ତାପଡା ଗ୍ରାମ ଠାରେ ଆଜି ୭୬ ତମ ବନ୍ୟ ପ୍ରାଣୀ ସପ୍ତାହ ପାଳନ ଅବସରରେ ଅଧ୍ୟାପକ ପ୍ରବିର ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବରେ ସୁଶିଲ କୁମାର ହୋତା ଭିଏସଏସ, ସଭାପତି ସପ୍ନେଶ୍ୱର କହଁର ଓ ପ୍ରାଣୀ କଲ୍ୟାଣ!-->…
Read More...
Read More...
ବିଜୁ ଛାତ୍ର ଜନତା ଦଳ କନ୍ଧମାଳ ପକ୍ଷରୁ ସାମାଜିକ ସେବା କାର୍ଯ୍ୟକ୍ରମ
ଫୁଲବାଣୀ,୮/୧୦- ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୨ ପର୍ଯ୍ୟନ୍ତ ବିଭିନ୍ନ ସାମାଜିକ ସେବା କାର୍ଯ୍ୟକ୍ରମର ଆଜି ବିଜୁ ଛାତ୍ର ଜନତା ଦଳ କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀ!-->…
Read More...
Read More...
ବିଜୁ ପଟ୍ଟନାୟକ ବନ୍ୟ ପ୍ରାଣୀ ସୁରକ୍ଷା ସମ୍ମାନରେ ସମ୍ମାନୀତ ହେଲା ସମାକୂପା ବନ ସୁରକ୍ଷା ସମିତି
ବୌଦ୍ଧ,୮/୧୦- ବୌଦ୍ଧ ଜିଲ୍ଲା ସ୍ତରୀୟ ୬୭ ତମ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ଆଜି ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭାଗୃହରେ ଉଦଯାପିତ ହୋଇଯାଇଛି । ଏହି ଅବସରରେ କଣ୍ଟାମାଳ ରେଞ୍ଜର ସମାକୂପା ବନସୁରକ୍ଷା ସମିତିକୁ ୨୦୨୧ ବର୍ଷର ସମ୍ମାନଜନକ ବିଜୁ ପଟ୍ଟନାୟକ ବନ୍ୟ ପ୍ରାଣୀ ସୁରକ୍ଷା!-->…
Read More...
Read More...
ବୌଦ୍ଧ ବ୍ଲକ ଶିକ୍ଷା ସମୀକ୍ଷା ବୈଠକ
ବୌଦ୍ଧ,୮/୧୦:-ଆଗକୁ ଦଶହରା ଛୁଟିକୁ ଆଖିଆଗରେ ରଖି ବୌଦ୍ଧ ବ୍ଲକ ଅକ୍ଟୋବର ମାସର ପ୍ରଥମ ଶିକ୍ଷା ସମୀକ୍ଷା ବୈଠକ ଆଜି ଅପରାହ୍ନ ୩ଟା ସମୟରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ!-->…
Read More...
Read More...
ସୁନାମି ମୁକାବିଲା ପ୍ରସ୍ତୁତି ସଚେତନତା କର୍ମଶାଳା ଅନୁଷ୍ଠିତ
ପୁରୀ.୮/୧୦- ସୁନାମି ମୁକାବିଲା ପ୍ରସ୍ତୁତି ସଚେତନତା କର୍ମଶାଳା ନୀଳାଦ୍ରି ବେଳାଭୂମିରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଛି । ଭାରତ ମହାସାଗର ସୁନାମି ପ୍ରସ୍ତୁତି କାର୍ଯ୍ୟକ୍ରମ ଅଧିନରେ ଏହି କର୍ମଶାଳା ଆୟୋଜିତ ହୋଇଛି । ଏହି କର୍ମଶାଳାରେ ହୋଟେଲ ବ୍ୟବସାୟୀ, ସରକାରୀ କର୍ମଚାରୀ, ସମୁଦ୍ରକୂଳ!-->…
Read More...
Read More...
ଗଜପତି ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ
ପାରଳାଖେମୁଣ୍ଡି,୮/୧୦- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆଜି ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଗୋଷାଣୀ ବ୍ଲକ ପଞ୍ଚାୟତ ସମିତିର ପୂର୍ବତନ ଉପାଧ୍ୟକ୍ଷ ତଥା ଗଜପତି!-->…
Read More...
Read More...
ମିଶନ ଶକ୍ତି ଋଣ ଓ ସମନ୍ୱୟ ମେଳା କାର୍ଯ୍ୟକ୍ରମ
ବୌଦ୍ଧ,୮/୧୦- ଆଜି ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ମିଶନ ଶକ୍ତି ଋଣ ଓ ସମନ୍ୱୟ ମେଳା କାର୍ଯ୍ୟକ୍ରମ ବୌଦ୍ଧ ଏନ ଏ ସି ବନ୍ୟା ଆଶ୍ରୟସ୍ଥଳୀରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମିଶନ ଶକ୍ତି ବୌଦ୍ଧ, ରାଷ୍ଟ୍ରୀୟ ସହର ଆଜୀବିକା ମିଶନ ଏବଂ ବ୍ୟାଙ୍କ ମାନଙ୍କ ମିଳିତ ସହଯୋଗରେ!-->…
Read More...
Read More...