Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୧୯ ଓ ୨୦ ସରକାରୀ ଛୁଟି
ଭୁବନେଶ୍ୱର: ରାଜ୍ୟ ସରକାର ୧୯ ଓ ୨୦ ତାରିଖ ଦୁଇଦିନ ଧରି ରାଜ୍ୟରେ ଥିବା ସମସ୍ତ ବ୍ୟାଙ୍କ ଓ ବ୍ୟାଙ୍କିଙ୍ଗ୍ ପ୍ରତିଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି । ଇଦ୍ ମିଲାଦ୍ ଓ ଗଜଲକ୍ଷ୍ମୀ ପୂଜା ପାଇଁ ଏହି ଛୁଟି ଘୋଷଣା ହୋଇଛି । ଏହି ଦୁଇ ଦିନ ରାଜ୍ୟରେ ସରକାରୀ ଛୁଟି ଘୋଷଣା ହୋଇ ଥିବାବେଳେ!-->…
Read More...
Read More...
ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ସହାୟତା ପ୍ରଦାନ
ବୌଦ୍ଧ,୧୮/୧୦- ବୌଦ୍ଧବ୍ଲକ ଅନ୍ତର୍ଗତ ବୁରକଟା ଗ୍ରାମର ପଣ୍ଡିତ କଅଁରଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ସହାୟତା ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ ବୁରକଟା ଗ୍ରାମର ସଷ୍ଟମି କଅଁର କ୍ୟାନସର ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଥିଲେ । ତାଙ୍କର ବୌଦ୍ଧ ଷ୍ଟେଟ ବ୍ୟାଙ୍କର ବୁଟୁପାଲି!-->…
Read More...
Read More...
ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହେଲା ପୋଲିସ
ପୁରୀ,୧୮/୧୦- ପୁରୀ ଟାଉନ ଥାନା ପୋଲିସ ଏକ ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ତେବେ ସବୁଠୁ ବଡ଼ କଥା ହେଉଛି ମୋବାଇଲ ଲୁଟ କରୁଥିବା ଏହି ଗ୍ୟାଙ୍ଗ ହେଉଛନ୍ତି ପ୍ରେମୀ ଯୁଗଳ । ପୋଲିସର ସୂଚନା ଅନୁଯାୟୀ ପ୍ରେମୀ ଯୁଗଳ ଅଭିନବ ଉପାୟରେ ମୋବାଇଲ ଲୁଟ କରୁଥିଲେ । ଯାହାକି ତଦନ୍ତ!-->…
Read More...
Read More...
ରାସ୍ତା ଖରାପ ଯୋଗୁଁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ଛଟପଟ ହୋଇ ରୋଗୀର ପ୍ରାଣଗଲା
ଫୁଲବାଣୀ,୧୮/୧୦ - କନ୍ଧମାଳ ଜ଼ିଲ୍ଲା ଖଜୁରୀପଡା ବ୍ଲକ ଅନ୍ତର୍ଗତ ସୁଦୁଲି ଖମାର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଛଟପଟ ହୋଇ ଜଣେ ରୋଗୀର ପ୍ରାଣ ଚାଲିଗଲା । ଫୋନ କଲ୍ ପାଇ ଆମ୍ବୁଲାନ୍ସ ଆସିଲା ସତ ହେଲେ ଗାଁକୁ ଯାଇ ପାରିଲାନି । କାଦୁଅରେ ଫସିଗଲା । ଫଳରେ ଛଟପଟ ହୋଇ ରୋଗୀର ପ୍ରାଣଗଲା!-->…
Read More...
Read More...
ପୋଖରୀରେ ବୁଡ଼ିଯାଇ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ
ଫୁଲବାଣୀ,୧୮/୧୦- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଂଚାୟତ ମାସିରୀପଡା ଗାଁ ନିକଟରେ ଥିବା ପୋଖରୀରେ ବୁଡ଼ିଯାଇ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ପୁଟକିପଡା ଗାଁର ରିପା ଡିଗଲ ବୋଲି ଜଣାପଡିଛି । ରବିବାର ସନ୍ଧ୍ୟା ସମୟରେ ବୃଦ୍ଧ ଜଣକ ଗାଁ ପୋଖରୀକୁ ଶୌଚ!-->…
Read More...
Read More...
ଆଧ୍ୟାତ୍ମିକ ଭାବନା ଓ ଭକ୍ତି ସମୂହର ସ୍ଥାନ ଆଡେଣିଗଡର ନାଉନ ଡ଼ଙ୍ଗା ଜଳପ୍ରପାତ
ବୌଦ୍ଧ,୧୮/୧୦- ସ୍ଥାନଟିର ନାମ ହୁଏତ କେହି ନୂଆ ଶୁଣୁଥିବେ ବା କେହି କେହି ଶୁଣିଥିବେ । ଝରଣାର କୁଳୁକୁଳୁ ସଙ୍ଗୀତ ସାଙ୍ଗକୁ ଘଞ୍ଚ ଜଙ୍ଗଲ ଦେଇ ଯିବାକୁ ପଡେ । ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣିିଗଡ଼ ପଞ୍ଚାୟତର ପୋଢ଼ହଳ ନାମକ ଏକ ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ ନାଉନ ଡ଼ଙ୍ଗା ଜଳପ୍ରପାତ ।!-->…
Read More...
Read More...
ରାଜକୁମାର ଶର୍ମା ନୂଆ ସ୍ୱାସ୍ଥ୍ୟ ସଚିବ ନିଯୁକ୍ତ
ଭୁବନେଶ୍ୱର,୧୮/୧୦- ୧୯୮୭ ବ୍ୟାଚର ବରିଷ୍ଠ ଆଇଏଏସ ଅଫିସର ରାଜକୁମାର ଶର୍ମାଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ରାଜ୍ୟସରକାର ନିଯୁକ୍ତି ଦେଇଛନ୍ତି । ଶ୍ରୀ ଶର୍ମା କୃଷି ଉତ୍ପାଦ କମିଶନର ଭାବେ ପୂର୍ବଭଳି ତାଙ୍କ ଦାୟିତ୍ୱ ସହିତ ଅତିରିକ୍ତ ଭାବେ!-->…
Read More...
Read More...
ଶେଷ ମୁହୂର୍ତ୍ତରେ ବାତିଲ ହେଲା ରେଳରୋକୋ ଆନ୍ଦୋଳନ
ସମ୍ବଲପୁର : ବିଶ୍ୱ ମହାମାରୀ କରୋନାର ପ୍ରଥମ ଲହରରୁ ଗତ ୨୦୨୦ ମାର୍ଚ୍ଚ ୨୪ ତାରିଖ ମଧ୍ୟରାତ୍ରିରୁ ସର୍ବଭାରତୀୟ ସ୍ତରରେ ଲକଡାଉନ ଘୋଷଣା ହୋଇଥିଲା । ସମସ୍ତ ସରକାରୀ ବେସରକାରୀ ପ୍ରତିଷ୍ଠାନ ଓ ଅନୁଷ୍ଠାନ ସହିତ ସମସ୍ତ ପ୍ରକାର ଦୋକାନ ବଜାର ବନ୍ଦ ହେବା ସଙ୍ଗେ ସଙ୍ଗେ ଯାତାୟାତର ସମସ୍ତ!-->…
Read More...
Read More...
ନନ୍ଦନକାନନରୁ ଆସିଲା ଖୁସି ଖବର
ବାରଙ୍ଗ: ନନ୍ଦଦକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର । ଧଳା ବାଘୁଣୀ ‘ମୌସୁମୀ’ ମା’ ହେବାକୁ ଯାଉଛି । ପ୍ରାଣୀ ଉଦ୍ୟାନର ୨୦ ନମ୍ବର ଖୁଆଡ ପଛ ପାଖରେ ରହୁଥିବା ଧଳା ବାଘୁଣୀକୁ ଖୁଆଡ ଚାରିପାଖରୁ ଆବଦ୍ଧ କରି ରଖାଯାଇଛି । ସିସି ଟିଭି ଲଗାଯାଇ ତା ଉପରେ ନଜର ରଖାଯାଇଛି । ମୌସୁମୀ ଗର୍ଭ ଧାରଣ!-->…
Read More...
Read More...
ମଞ୍ଜୁଦେବୀ ହତ୍ୟା ମାମଲା, ଦେଢମାସ ପରେ ସନ୍ଦେହରେ ଜଣେ ଯୁବକକୁ ହାଜତକୁ ପଠାଇଛି ପୋଲିସ
କଣ୍ଟାବାଞ୍ଜି,୧୮/୧୦- ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଜମିଦାରପଡାରେ ଗତ ନୂଆଁଖାଇଦିନ ଜମିଦାରପଡାରେ ଥିବା ପ୍ରତିଷ୍ଠିତ କପଡା ବ୍ୟବସାୟୀ ବିନୋଦ ଜୈନଙ୍କ ସ୍ତ୍ରୀ ମଞ୍ଜୁଦେବୀକୁ ଘରେ ପଶି ହତ୍ୟା କରି ଫେରାର ଥିବାବେଳେ, ଦୀର୍ଘଦିନ ଧରି ପୋଲିସ ଖୋଜାଖୋଜି କରି ପରିଶେଷରେ ସେହିପଡାର!-->…
Read More...
Read More...