Browsing Category

ରାଜ୍ୟ

ବୌଦ୍ଧଗଡ ଏନଏସି ତରଫରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ

ବୌଦ୍ଧ,୩୧/୮: ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଆଜି କାର୍ଯ୍ୟାଳୟ ପରିସରରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଏଥିରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ଲଲାଟେନ୍ଦୁ
Read More...

ପାଟଣାଗଡ଼ ଏନ୍‌ଏସି ପକ୍ଷରୁ ୫୯ ତମ ସ୍ୱାୟତ୍ତ ଦିବସ ପାଳିତ

ପାଟଣାଗଡ଼ : ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ୫୯ ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ପ୍ରଶାସକ ତଥା ଭାରପ୍ରାପ୍ତ ଉପଜିଲ୍ଲାପାଳ ଚେୟାରମେନ ଡ ପୁଷ୍ପାଞ୍ଜଳି ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସକାଳ ୯ଟାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଏନ୍‌ଏସି ପରିସରରେ ଥିବା
Read More...

ବୋରଗାଁ ହତ୍ୟାକାଣ୍ଡ, ୪ କୋର୍ଟ ଚାଲାଣ

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ବାଇଗୁଣିଆ ପଞ୍ଚାୟତ ବୋରଗାଁ ଗ୍ରାମରେ ଘଟିଥିବା ହତ୍ୟାକାଣ୍ଡ ମାମଲାରେ ଫତେଗଡ଼ ପୁଲିସ ସୋମବାର ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଏକ ପାରିବାରିକ କଳହକୁ ନେଇ ଗତ ୧୭ ତାରିଖରେ ବୋରଗାଁରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା ।
Read More...

ଆମେରିକା ସେନା କାବୁଲ ଛାଡିବା ପରେ ଖୁସି ମନାଇଲେ ତାଲିବାନୀ, ଦେଖନ୍ତୁ ଭିଡିଓ

କାବୁଲ : ଦୀର୍ଘ ୨୦ ବର୍ଷ ପରେ ଆମେରିକା ସେନା ଗତକାଲି କାବୁଲ ଛାଡିଛନ୍ତି । ଏହି ଅବସରରେ ଆଫଗାନିସ୍ତାନକୁ ନିଜ କବଜାକୁ ନେଇଥିବା ଆତଙ୍କବାଦୀ ଗୋଷ୍ଠୀ ତାଲିବାନମାନେ ଖୁସି ମନାଇଛନ୍ତି । କାବୁଲ ବିମାନବନ୍ଦର ଛାଡିବା ପରେ ତାଲିବାନୀ ଯୁବକମାନେ ବିମାନବନ୍ଦରକୁ ପ୍ରବେଶ କରିଛନ୍ତି । ନିଜର
Read More...

କରୋନାରେ ପୁଣି ଏକ ଶିଶୁ କନ୍ୟାର ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ ପୁଣି ଜଣେ ଶିଶୁ କନ୍ୟାଙ୍କ ଜୀବନ ନେଇଛି ମହାମାରୀ କରୋନା । ଶିଶୁ କନ୍ୟା ଜଣକ ଖୋର୍ଦ୍ଧାର ଜିଲ୍ଲାର ହୋଇଥିବା ବେଳେ ତାଙ୍କର ବୟସ ୨ ମାସ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Read More...

ସାରଳା ବସ୍‌ କଣ୍ଡକ୍ଟରଙ୍କ ମୃତ୍ୟୁକୁ ନେଇ ପୁଲିସର ତନାଘନା

ଘୁ ଉଦୟଗିରି : ବସରେ ଯାଉଥିବା ସମୟରେ ଗତକାଲି ହଠାତ୍‌ ଝାଡବାନ୍ତି ହେବାରୁ କଣ୍ଡକ୍ଟର ସମେନ୍ଦ୍ର ଜେନା(କାଳିଆ)ଙ୍କ ଅଚାନକ ମୃତ୍ୟୁକୁ ନେଇ ଘୁ. ଉଦୟଗିରି ପୁଲିସ ତନାଘନା ଆରମ୍ଭ କରିଛି । ତାଙ୍କର ମୁହଁରୁ ଫେଣ ବାହାରୁଥିବାରୁ ଏହା ବିଷକ୍ରିୟାଜନିତ ମୃତ୍ୟୁ ହୋଇଥିବା ସନ୍ଦେହ କରି ପୁଲିସ
Read More...

ଇତିହାସରେ ପ୍ରଥମ, ଏକାସଙ୍ଗେ ଶପଥ ନେଲେ ୯ ବିଚାରପତି

ନୂଆଦିଲ୍ଲୀ : ଭାରତ ଇତିହାସରେ ଯୋଡି ହେଲା ଆଉ ଅଧ୍ୟାୟ । ଏକାସଂଗେ ଶପଥ ନେଇଛନ୍ତି ୯ ବିଚାରପତି । ଶପଥପାଠ କରାଇଛନ୍ତି ପ୍ରଧାନ ବିଚାରପତି ଏନ.ଭି ରମନ୍ନା । ସର୍ବୋଚ ନ୍ୟାୟାଳୟର ଅତିରିକ୍ତ ଭବନର ସଭାଗାରରେ ହୋଇଛି ଏହି ଶପଥ ଗ୍ରହଣ ସମାରୋହ । ଏହା ପ୍ରଥମ ଘଟଣା, କାରଣ ଏତେ ସଂଖ୍ୟକ ଜଜଙ୍କୁ
Read More...

ରାଜ୍ୟରେ ଆଉ ୬୮ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଯେତେ ସଚେତନ ରହିଲେ ବି ରାଜ୍ୟରେ ମୃତ୍ୟୁସଂଖ୍ୟା କମିବାରେ ନାଁ ଧରୁନାହିଁ । ପ୍ରତିଦିନ ୬୦ ଉପରକୁ ଜୀବନ ନେଉଛି କରୋନା ମହାମାରୀ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଗତ ୨୪ ଘଣ୍ଟା ମଧ୍ୟରେ
Read More...