Browsing Category

ରାଜ୍ୟ

ଟିଟିଲାଗଡ଼ ବିଜେଡି ତରଫରୁ ଚାଷୀ ବକେୟା ଟଙ୍କା ଓ ଏଫସିଆଇ ଚାଉଳ ଉଠାଣରେ ଅବହେଳା ବିରୁଦ୍ଧରେ ଗଣଧାରଣା

ଟିଟିଲାଗଡ,୨୦/୭଼ - କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତି ତଥା ଓଡ଼ିଶାଚାଷୀଙ୍କ ବକେୟା ପଇସା ପୈଠ କରିବାକୁ ଦାବି କରିବା ସହ ଏଫସିଆଇର ଚାଉଳ ଉଠାଣରେ ଅବହେଳା ବିରୁଦ୍ଧରେ ଆଜି ସ୍ଥାନୀୟ ଏଫସିଆଇ କାର୍ଯ୍ୟ ।ଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା । ବିଜେଡିର ବରିଷ୍ଠନେତା ପ୍ରମୋଦ ପ୍ରଧାନଙ୍କ
Read More...

ବୌଦ୍ଧଜିଲ୍ଲା ଷ୍ଟାଡିୟମରେ ହେବ କ୍ରିକେଟ ଏକାଡେମୀ

ବୌଦ୍ଧ,୨୦/୭- ଓଡିଶା କ୍ରିକେଟ ଆସୋସିଏସନ ସହାୟତାରେ ବୌଦ୍ଧଜିଲ୍ଲା ଷ୍ଟାଡିୟମରେ କ୍ରିକେଟ ଏକାଡେମୀ ତିଆରିହେବ । ଗତକାଲି ରାଜ୍ୟର ୧୫ଟି ଜିଲ୍ଲାରେ ଏହାର ଶିଳାନ୍ୟାସ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ବୌଦ୍ଧଜିଲ୍ଲା ଅନ୍ତର୍ଭୁକ୍ତ ହେବ ବୋଲି ଜଣାପଡିଛି । ଷ୍ଟାଡିୟମରେ
Read More...

ଅଭିଯୋଗର ତଦନ୍ତ ନହେବାରୁ ମଧୁପୁର ଗ୍ରାମବାସୀ ଘେରିଲେ ବ୍ଲକ କାର୍ଯ୍ୟାଳୟ

ବୌଦ୍ଧ/ଜହ୍ନାପଙ୍କ,୨୦/୭- ଓଡ଼ିଶା ସରକାର ସମସ୍ତ ଉନ୍ନୟନ ପ୍ରକଳ୍ପରେ ସ୍ୱଚ୍ଛତା ପାଇଁ ୫ ଟି ଲାଗୁକରିଥିବାବେଳେ ଏହା କେତେଦୂର ସଫଳ ତାହା ମଧୁପୁର ଗ୍ରାମ୍ୟ ରାସ୍ତା ନିର୍ମାଣରୁ ସ୍ପଷ୍ଟ ଜଣାପଡିଛି । ସୂଚନାଯୋଗ୍ୟ ଯେ ବୌଦ୍ଧବ୍ଲକ ଖୁଂଟବନ୍ଧ ପଂଚାୟତର ଜାତୀୟ ରାଜପଥ ନଂ୫୭ ରୁ ମଧୁପୁର ଗ୍ରାମ୍ୟ
Read More...

ବୌଦ୍ଧରେ ବିନା ଭକ୍ତରେ ବାହୁଡାଯାତ୍ରା ସଂପନ୍ନ

ବୌଦ୍ଧ,୨୦/୭ - ଆଜି ବୌଦ୍ଧସହରର ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ବିନା ରଥ ଓ ଭକ୍ତରେ ପବିତ୍ର ବାହୁଡା ଯାତ୍ରା ପାଳିତ ହୋଇଯାଇଛି । କୋଭିଡ କଟକଣା ଯୋଗୁଁ କେବଳ ମନ୍ଦିର ପରିଚାଳନା କମିଟି, ବ୍ରାହ୍ମଣ ସମାଜର ସୀମିତ ସଂଖ୍ୟାରେ ସେବାୟତ ଓ ପ୍ରଶାସନ ଏହି ଯାତ୍ରାରେ ସାମିଲ ହୋଇଥିଲେ । କୋଭିଡ
Read More...

୭ ଗ୍ରାମବାସୀଙ୍କୁ ଅପହରଣ କଲେ ମାଓବାଦୀ

ମାଲକାନଗିରି:    ମାଲକାନଗିରି-ଛତିଶଗଡ ସୀମାନ୍ତ  ସୁକୁମା ଜିଲ୍ଲାରେ ସାତ ଜଣ ଗ୍ରାମବାସୀଙ୍କୁ ଅପହରଣ କଲେ ମାଓବାଦୀ । ଅପହୃତ ସମସ୍ତ ସାତ ଜଣ ଜାଗରକୋଣ୍ଡା ଥାନା ଅନ୍ତର୍ଗତ କୁନ୍ଦେର ଗ୍ରାମର ବୋଲି ଜଣାପଡିଛି ।ସୂଚନାନୁସାରେ, ସୋମବାର ରାତିରେ ନକ୍ସଲମାନେ ୭ ଗ୍ରାମବାସୀଙ୍କୁ ଅପହରଣ
Read More...

କୋଭିଡ କଟକଣାରେ ବାହୁଡ଼ା ଯାତ୍ରା

ସମ୍ବଲପୁର :ତୃତୀୟ ଲହରୀର ଆଶଙ୍କା ଓ କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ଘୋଷିତ କଟକଣା ଯୋଗୁଁ ଆଜି ପୂର୍ବାହ୍ନ ବାହୁଡ଼ା ଯାତ୍ରା ପାଇଁ ପହଣ୍ଡି ବିଜେ ହୋଇଯାଇଛି । ସୀମିତ ଭକ୍ତଙ୍କ ଗହଣରେ ରଥଯାତ୍ରା ପରି ବାହୁଡ଼ା ଯାତ୍ରାରେ ରଥ ଗଡିବା ସ୍ଥଗିତ ରଖାଯାଇଛି । ସମ୍ବଲପୁରର
Read More...

ମୋ ବାଡ଼ି ମୋ ବଗିଚାର ଶୁଭାରମ୍ଭ କଲେ ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱର : ମୋ ବାଡ଼ି ମୋ ବଗିଚାର ଶୁଭାରମ୍ଭ କଲେ ମନ୍ତ୍ରୀ ଅରୁଣ ସାହୁ । ଚଳିତ ବର୍ଷ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ତରଫରୁ ଭୁବନେଶ୍ୱରର ଏକ ହଜାର ଗୋଟି ସରକାରୀ ବାସଭବନରେ ୨ଟି ଆମ୍ବ, ୨ଟି ପଣସ, ୨ଟି ବେଲ ଚାରା ଶହ ପନିପରିବା ପୁଡିଆ ଏବଂ ଖତ ସାର ଗଙ୍ଗନଗର ସରକାରୀ ବାସଭବନରୁ ଶୁଭାରମ୍ଭ
Read More...

ବିଦ୍ୟୁତ ସମସ୍ୟା ନେଇ ବିଦ୍ୟୁତ ଅଫିସ ଘେରାଉ କଲା ବଡଚଣା ବିଜେପି

ଚଣ୍ଡିଖୋଲ : ବଡଚଣା ନିର୍ବାଚନମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ଗତକାଲି ବଡଚଣା ବିଦ୍ୟୁତ ଅଫିସକୁ ଘେରାଉ କରଯାଇଥିଲା । ପାଞ୍ଚ ଦଫା ଦାବୀ ନେଇ ଏକ ସ୍ମାରକପତ୍ର ବଡଚଣା ବିଜେପି ନେତା ତଥା ରାଜ୍ୟ ସମ୍ପାଦକ ଅମର ନାୟକଙ୍କ ସହ ମଣ୍ଡଳ ସଭାପତି ଲଲାଟେନ୍ଦୁ ମହାପାତ୍ରଙ୍କ ନେତୃତ୍ୱରେ ପ୍ରଦାନ
Read More...

ରାୟଗଡ ଜିଲ୍ଳା ବିଜେପି ପକ୍ଷରୁ ବିଦ୍ୟୁତ୍‌ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ

ରାୟଗଡ : ରାଜ୍ୟ ଭାରତୀୟ ଜନତା ପାର୍ଟିର ନିର୍ଦ୍ଦେଶ କ୍ରମେ ଆଜି ରାୟଗଡ ଜିଲ୍ଳା ଶାଖା ଭାରତୀୟ ଜନତା ପାର୍ଟି ସଭାପତି ଶିବ ପଟ୍ଟନାୟକଙ୍କ ନେତୃତ୍ୱରେ ରାୟଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକାଙ୍କ ତତ୍ୱାବଧାନରେ ରାୟଗଡ ସହରର ଶିରିଗୁଡା ଠାରେ ଥିବା
Read More...

ଝିଅର ମୃତ୍ୟୁ ଖବର ଶୁଣି ବାପାଙ୍କ ମୃତ୍ୟୁ

ଘୁ ଉଦୟଗିରି :ରୁଦାଙ୍ଗିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି ।ଝିଅର ମୃତ୍ୟୁ ଖବର ପାଇବା ପରେ ବାପାଙ୍କ ମୃତ୍ୟୁ ହୋଇଛି । ଝିଅ ନିକିମା ନାୟକ (୫୮)ଙ୍କ ମୃତ୍ୟୁ ଖବର ଶୁଣିବା ପରେ ରୁଦାଙ୍ଗିଆ ଗ୍ରାମର ରାମାମୁର୍ତ୍ତି ନାୟକ (୮୫)ଙ୍କ ପରଲୋକ ହୋଇଛି । ତାଙ୍କୁ ଖ୍ରୀଷ୍ଟିୟାନ ପରମ୍ପରା ଅନୁଯାୟୀ
Read More...