Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ
ବୌଦ୍ଧ,୧୫/୪- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର୍ ଗ୍ରାମର ଜଣେ ୬୪ ବର୍ଷୀୟ ବୃଦ୍ଧ ପୋଖରୀରେ ବୁଡି ଗତକାଲି ପ୍ରାଣ ହରାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଧଳପୁର୍ ଦଳିତ ସାହିର ଶମ୍ଭୁ ନାଏକ (୬୪) ବୁଧବାର ଅପରାହ୍ନ ପ୍ରାୟ ୧ ଘଣ୍ଟା ସମୟରେ ଧଳପୁର ବଙ୍ଗଳା ନିକଟରେ ଥିବା ଏକ!-->…
Read More...
Read More...
ବୌଦ୍ଧ: ଆଜିଠାରୁ ପୁଣି ଦିଆଯିବ କରୋନା ଟିକା
ବୌଦ୍ଧ,୧୫/୪- ଟିକା ସରିଯାଇଥିବା ଯୋଗୁଁ ଗତ ଦୁଇ ଦିନ ଧରି ଜିଲ୍ଲାରେ କରୋନା ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିଥିଲା । ମିଳିଥିବା ସୂଚନା ଅନୁଯାୟୀ ୩୫୦୦ ଗୋଟି ଟିକା ବୌଦ୍ଧରେ ପହଞ୍ଚିବା ପରେ ଆଜି ଠାରୁ ଜିଲ୍ଲାରେ ପୁଣି ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୩୫୦୦ ଟିକା ମିଳିବା ପରେ!-->…
Read More...
Read More...
ଆପ୍ ତରଫରୁ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି,୧୪/୪- ଆଜି ସମ୍ବିଧାନ ପ୍ରଣେତା ବାବା ସାହେବ୍ ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ଉପଲକ୍ଷେ ଆପ୍ ଗଜପତି ତରଫରୁ ପାରଳାଖେମୁଣ୍ଡି ସ୍ଥିତ ନୂତନ ବସ୍ ଷ୍ଟାଣ୍ଡ ନିକଟରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆବାହକ!-->…
Read More...
Read More...
କାର୍ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ
ବୌଦ୍ଧ / ବାଉଁଶୁଣୀ,୧୪/୪- ଆଜି ଅପରାନ୍ହ ପ୍ରାୟ ୨ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର ୫୭ର ବାଉଁଶୁଣି ନିକଟ ଭାରତ ପେଟ୍ରୋଲ୍ ପମ୍ପ ସମ୍ମୁଖରେ କାର୍ ଓ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗୋଟିଏ!-->!-->!-->…
Read More...
Read More...
ଦଳିତ ଅଧିକାର ସୁରକ୍ଷା ମଂଚ ତରଫରୁ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ
ବୌଦ୍ଧ,୧୪/୪- ଆଜି ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ୧୩୦ ତମ ଜୟନ୍ତୀରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି ଓଡିଶା ଦଳିତ ଅଧିକାର ମଞ୍ଚ ବୌଦ୍ଧଜିଲ୍ଲା ଶାଖା । ଏହି କାର୍ଯ୍ୟକ୍ରମରେ ଦଳିତ ଅଧିକାର ସୁରକ୍ଷା ମଞ୍ଚର କାର୍ଯ୍ୟକାରୀ ସଭାପତି ସୁରେଶ ରାଜହଂସ, ଉପସଭାପତି ପରମେଶ୍ୱର!-->…
Read More...
Read More...
ବୌଦ୍ଧଜିଲ୍ଲା ପ୍ରଶାସନ ପକ୍ଷରୁ ଡ. ବି. ଆର ଆମ୍ବେଦକରଙ୍କ ଜନ୍ମଜୟନ୍ତୀ ପାଳିତ
ବୌଦ୍ଧ,୧୪/୪: ଆଜି ପୂର୍ବାହ୍ନ ସାଢେ ୮ଟା ସମୟରେ ଡ. ଭୀମରାଓ ବାବାସାହେବ ଆମ୍ବେଦକରଙ୍କ ଜନ୍ମଜୟନ୍ତୀ ଅବସରରେ ବୌଦ୍ଧଜିଲ୍ଲା ପ୍ରଶାସନ ତରଫରୁ ମାଲ୍ୟାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ସହର ତହସିଲ କାର୍ଯ୍ୟାଳୟ ଛକ ନିକଟରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଦେଇ!-->…
Read More...
Read More...
ପୋଲିସ ପଞ୍ଝାରେ ଦୁଇ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ, ୧୦କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ: ଡାକ୍ତରୀ ପରୀକ୍ଷା ବେଳେ ଜଣଙ୍କ…
ବାଲିଗୁଡ଼ା,୧୪/୪: କନ୍ଧମାଳ ଜିଲ୍ଲା କୋଟଗଡ଼ ପୋଲିସ୍ ହାବୁଡ଼ରେ ଦୁଇ ଅନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକାରୀ । ଅର୍ଣ୍ଣପୂର୍ଣ୍ଣା ନାମକ ଏକ ଘରୋଇ ବସରେ ଗଞ୍ଜେଇ ନେଇ ଯିବାବେଳେ ଦୁଇଜଣ ଗଞ୍ଜେଇ ମାଫିଆଙ୍କୁ କାବୁ କରିଛି କୋଟଗଡ଼ ପୋଲିସ୍ । ସେମାନଙ୍କ ନିକଟରୁ ୧୦କେଜି ୧୫୦ଗ୍ରାମ ଗଞ୍ଜେଇ ଜବତ!-->…
Read More...
Read More...
ବୌଦ୍ଧ ଆଇ.ଟି.ଆଇ. ଅଧ୍ୟକ୍ଷଙ୍କୁ ଘେରିଲେ ଉତ୍ୟକ୍ତ ଛାତ୍ରଛାତ୍ରୀ
ବୌଦ୍ଧ,୧୪/୪ - ବୌଦ୍ଧ ବ୍ଲକ୍ ବଘିଆପଡା ଗ୍ରାମ ପଞ୍ଚାୟତ ନୂଆପାଲି ନିକଟରେ ଥିବା ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନରେ ଛାତ୍ର ଅସନ୍ତୋଷ ଦେଖା ଦେଇଛି | ଶିଳ୍ପ ତାଲିମ ପ୍ରତିଷ୍ଠାନର ଅଧ୍ୟକ୍ଷ ଛାତ୍ର ଛାତ୍ରୀ ମାନଙ୍କ ବିଭିନ୍ନ ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ ସେମାନଙ୍କୁ ଧମକ ଚମକ!-->…
Read More...
Read More...
ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ଟ୍ରକ୍, ବର୍ତ୍ତିଲେ ଚାଳକ
ବୌଦ୍ଧ,୧୩/୪- ଗତକାଲି ରାତି ପ୍ରାୟ 10 ଘଣ୍ଟା ସମୟରେ ଚାରିଛକ - ଛତ୍ରଙ୍ଗ ରାସ୍ତାର ବାଇଶିପଡା ପୋଲ ନିକଟରେ ଗୋଟିଏ ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗଛକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ଚାରିଛକ - ଛତ୍ରଙ୍ଗ!-->…
Read More...
Read More...
ଅତିରିକ୍ତ ତହସିଲଦାରଙ୍କୁ ଦୁର୍ବ୍ୟବହାର ଘଟଣା, ନିନ୍ଦାକଲା ହରଭଙ୍ଗା ଓକିଲ ସଂଘ
ବୌଦ୍ଧ,୧୩/୪ – ବୌଦ୍ଧଜିଲ୍ଲା ହରଭଙ୍ଗା ତହସିଲର ଅତିରିକ୍ତ ତହସିଲଦାରଙ୍କୁ ଠିକାଦାରଙ୍କ ଦ୍ୱାରା ଦୁର୍ବ୍ୟବହାର ପ୍ରଦର୍ଶନ ପ୍ରସଙ୍ଗରେ ହରଭଙ୍ଗା ଓକିଲ ସଂଘ ଅତିରିକ୍ତ ତହସିଲଦାରଙ୍କ ସପକ୍ଷରେ ମୁହଁ ଖୋଲିଛି । ଅତିରିକ୍ତ ତହସିଲଦାରଙ୍କୁ ଦୁର୍ବ୍ୟବହାର ଘଟଣାର ଓକିଲ ସଂଘ ନିନ୍ଦା କରିବାସହ!-->…
Read More...
Read More...