Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗଜପତିରେ ପୁଣି ୭ଟି କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି : ଗଜପତିରେ ପୁଣି ୭ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣି ବ୍ଲକରୁ ୩ ଜଣ କାଶୀନଗର ବ୍ଳକରୁ ଜଣେ, ପାରଲା ପୌର ପରିଷଦରୁ ଜଣେ ନୂଆଗଡ ବ୍ଲକରୁ ଜଣେ,ଗଜପତି ଜିଲ୍ଲାର ଜଣେ ଜିଲ୍ଲା ବାହାର ହସ୍ପିଟାଲରୁ ଚିହ୍ନଟ ହୋଇଥିବାର!-->…
Read More...
Read More...
ହରଭଙ୍ଗା : ବନ୍ୟା ଜଳ ସାମାନ୍ୟ ହ୍ରାସ, ଉଜୁଡିଲା ଧାନ ଫସଲ
ହରଭଙ୍ଗା : ଲଗାଣ ବର୍ଷା ଓ ହୀରାକୁଦ ଡ୍ୟାମରୁ ବନ୍ୟାଜଳ ଆସି ହରଭଙ୍ଗା ବ୍ଲକ ଅଂଚଳରେ ୭ ଦିନ ଧରି ବନ୍ୟାଜଳରେ ଚାଷଜମି ବୁଡି ରହିଛି । ଫଳରେ ଏକର ଏକର ଚାଷଜମିର ଫସଲ ଉଜୁଡିଯିବା ସହ ଧାନଗଛ ପଚି ନଷ୍ଟ ହୋଇଛି । ଏବେବି ୧୦ଟି ଗାଁ ଜଳବନ୍ଦୀ ହୋଇଥିବା ବେଳେ, ବହୁ ଅଂଚଳ ବନ୍ୟାରେ ବୁଡି!-->…
Read More...
Read More...
ପାରଳା ପୌର ପରିଷଦରେ ସ୍ୱାୟତ୍ତ ଶାସନ ଦିବସ ନିରାଡମ୍ବରରେ ପାଳିତ
ପାରଳାଖେମୁଣ୍ଡି :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ନିଖିଳ ଭାରତ ସ୍ୱାୟତ ଶାସନ ଦିବସ ପାରଳାଖେମୁଣ୍ଡି ପୌର ପରିଷଦ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଅନୁପମ ସାହା ଉପସ୍ଥିତ ରହି ପତାକା ଉତ୍ତୋଳନ କରି ଜାତୀୟ ସଙ୍ଗୀତ!-->…
Read More...
Read More...
ବୌଦ୍ଧ : ଆଜି ୯ କରୋନା ପଜିଟିଭ ଚିହ୍ନଟ
ବୌଦ୍ଧ : ଆଜି ବୌଦ୍ଧ ଜିଲ୍ଲାରେ ନୂତନ ଭାବେ ୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି । ଆଜି ବୌଦ୍ଧ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧ ସହର ମଧ୍ୟରୁ ୪ ଜଣ , ବୌଦ୍ଧ ବ୍ଲକ୍ ରକ୍ସା (ଦହ୍ୟା)ର ୧ ଜଣ, କଣ୍ଟାମାଳ!-->…
Read More...
Read More...
ରାଜ୍ୟରେ ପୁଣି ଚିହ୍ନଟ ହେଲେ ୨୬୦୨ କରୋନା ପଜିଟିଭ, ୧୦ ମୃତ
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୬୦୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୩୫୩୬ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ!-->…
Read More...
Read More...
ବଜ୍ରାଘାତରେ ରାସ୍ତା ଉପରେ ଟଳି ପଡିଲେ ବୃଦ୍ଧ
ବୌଦ୍ଧ,୩୧/୮- ଆଜି ସକାଳେ କଣ୍ଟାମାଳ ବ୍ଲକ୍ ଖଟଖଟିଆ ନିକଟରେ ବଜ୍ରାଘାତ ରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଖଟଖଟିଆ ଅଂଚଳରେ ସାମାନ୍ୟ ବର୍ଷା ସହ ବଜ୍ରପାତ ହୋଇଥିଲା | ଏ ସମୟରେ ମାଛ ମାରିବା ପାଇଁ ସକାଳ 7 ଘଣ୍ଟା ସମୟରେ ଗୋଟିଏ ସାଇକେଲ!-->…
Read More...
Read More...
ଦୁର୍ଘଟଣାରେ ଯୁବକ ମୃତ
ବୌଦ୍ଧ,୩୧/୮ - ଗତକାଲି ସନ୍ଧ୍ୟାରେ ଜାତୀୟ ରାଜପଥ ନମ୍ବର୍ 57 ର ଆଡେନିଗଡ ନିକଟରେ ଗୋଟିଏ ସଡକ ଦୁର୍ଘଟଣା ଘଟି ଦଶପଲା ଅଂଚଳର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ଘ 7. 30 ମିନିଟ ସମୟରେ ଚାରିଛକରୁ ଦଶପଲା ଅଭିମୁଖେ ଗୋଟିଏ ବାଇକ!-->…
Read More...
Read More...
ସ୍ୱର୍ଗତ ଉମାଶଙ୍କର ଯୋଶୀଙ୍କୁ ଶ୍ରଦ୍ଧାଞ୍ଜଳି
ଜହ୍ନାପଙ୍କ,୩୦/୮- ଐତିହାସିକ ଚାରିଶମ୍ଭୁ ମନ୍ଦିରର ସ୍ୱାଗତ ତୋରଣ ଜହ୍ନାପଙ୍କଠାରେ ଅବସ୍ଥିତ । ସ୍ୱର୍ଗତ ଉମା ଶଙ୍କର ଯୋଶୀଙ୍କ ଉଦ୍ୟମରେ ୨୦୦୬ରେ ନିର୍ମାଣ କରାଯାଇଥିଲା । ଶ୍ରୀ ଯୋଶୀ ଅଞ୍ଚଳର ଜଣେ ସମାଜସେବୀ, ମେଳାପୀ ଓ ସୁଖ ଦୁଃଖର ସାଥି ଥିଲେ । ତାଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ୟରେ ଆଜି!-->…
Read More...
Read More...
ହରଭଙ୍ଗା : ବନ୍ୟା ଥମୁନି, ଦୁର୍ଦ୍ଦଶାରେ ଚାଷୀ
ହରଭଙ୍ଗା : ହରଭଙ୍ଗା ଅଂଚଳରେ ୫ ଦିନ ଧରି ବନ୍ୟାଜଳରେ ୧୦ଟି ଗାଁ ଜଳବନ୍ଦୀରେ ଥିବାବେଳେ ୯ଟି ପଞ୍ଚାୟତର ୫୧ଟି ଗାଁର ଏକର ଏକର ଚାଷଜମି ବନ୍ୟା ପାଣିରେ ବୁଡି ରହିଛି । ଆଜି ହରଭଙ୍ଗା ବିଡିଓ ନିଳକଣ୍ଠ ବେହେରା, ହରଭଙ୍ଗା ତହସିଲଦାର ହରିଓଁ ଭୋଇ ହରଭଙ୍ଗା ଅଂଚଳ ଆସି ବିଭିନ୍ନ ବନ୍ୟାଂଚଳ!-->…
Read More...
Read More...
ସାରବଣ୍ଟନରେ ଅନିୟମିତତା, ୫ ପ୍ୟାକ୍ସ ସମ୍ପାଦକ ନିଲମ୍ବିତ ଓ ୬ ଡୀଲରଙ୍କ ଲାଇସେନ୍ସ ରଦ୍ଦ
ବୌଦ୍ଧ,୩୦/୮ - ଜିଲ୍ଲାରେ ସାର ବଣ୍ଟନରେ ଅନିୟମିତତା କରିଥିବା ଅଭିଯୋଗରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ୫ ଗୋଟି ସେବା ସମବାୟ ସମିତିର ସମ୍ପାଦକଙ୍କୁ ଚାକିରୀରୁ ନିଲମ୍ବିତ କରିବା ସହ ଜଣେ ସମ୍ପାଦକଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ କରିଛନ୍ତି । ସେହିପରି ୬ ଜଣ ପ୍ରାଇଭେଟ ସାର!-->…
Read More...
Read More...