Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଲକ୍ଷାଧିକ ମୂଲ୍ୟର ଖଇରକାଠ ଜବତ : ଜଣେ ଗିରଫ
ବରଗଡ : ବରଗଡ ବନବିଭାଗ ଦ୍ୱାରା ହିମାଚଳପ୍ରଦେଶକୁ ଚାଲାଣ ହେଉଥିବା ଲକ୍ଷାଧିକ ମୂଲ୍ୟର ଖଇରକାଠ ଜବତ କରାଯିବା ସହ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି । ସମ୍ବଲପୁର ବନମଣ୍ଡଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଟି ଅଶୋକ କୁମାରଙ୍କ ନିର୍ଦ୍ଦେଶକ୍ରମେ ଏବଂ ବରଗଡ ବନଖଣ୍ଡ ଅଧିକାରୀ ବିକ୍ରମଦେବ!-->…
Read More...
Read More...
ଜୟନ୍ତୀଗଡ଼ଠାରେ ଧୂମଧାମରେ ପାଳିତ ହେଲା ଇଦ୍ ଉଲ୍ ଫିତର
କେନ୍ଦୁଝର : ଚମ୍ପୁଆ ନିକଟସ୍ଥ ଝାଡଖଣ୍ଡ ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳ ଜୟନ୍ତୀଗଡଠାରେ ଆଜି ସକାଳ ୬.୩୦ମି ସମୟରେ ମୁସଲମାନ ବସ୍ତିର ମସଜିଦରେ ଏକ କାଳୀନ ୬୦୦୦ ହଜାର ମୁସଲମାନ ପୁରୁଷ ଓ ସ୍ତ୍ରୀଲୋକ ନମାଜ ପାଠ କରିଥିଲେ । ଏହି ପ୍ରାର୍ଥନା ସଭାର ସୁଚାରୁପରେ ପରିଚାଳନା ପାଇଁ ମହିଳା ନମାଜି!-->…
Read More...
Read More...
ଆଞ୍ଚଳିକ ସାମ୍ବାଦିକ ସଂଘ ତରଫରୁ ଛେନାପୋଡ଼ ଦିବସ ପାଳିତ
ନୂଆଗାଁ : ନୂଆଗାଁ ବ୍ଲକ ସଦରମହକୁମାରେ ଥିବା ଆଞ୍ଚଳିକ ସାମ୍ବାଦିକ ସଂଘ ତରଫରୁ ଛେନାପୋଡ଼ ଦିବସ ପାଳିତ ହୋଇଯାଇଛି । ସାମ୍ବାଦିକ ସଂଘର ସଭାପତି ଶିବଦତ୍ତ ପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ରମେଶ!-->…
Read More...
Read More...
ମହା ଆନନ୍ଦରେ ପାଳିତ ହେଲା ଇଦ୍ ଉଲ୍ ଫିତର
ଘୁ.ଉଦୟଗିରି: ମୁସଲମାନ ସଂପ୍ରଦାୟ ମାନଙ୍କର ସବୁ ଠାରୁ ବଡ଼ ପର୍ବ ଇଦ ଉଲ ଫିତର । ସାରା ବିଶ୍ୱରେ ମୁସଲମାନ ସମ୍ପ୍ରଦାୟର ଜନସାଧାରଣ ମହା ଆନନ୍ଦରେ ଇଦ୍ ଉଲ ଫିତର ପର୍ବ ପାଳନ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଖୁସି ମନରେ ଏହି ଭାଇଚାରାର ପର୍ବକୁ ବିଶ୍ୱ ବାସୀଙ୍କ ଖୁସି କାମନା କରି!-->…
Read More...
Read More...
ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି
ଭୁବନେଶ୍ୱର : ୨୦୨୪ ନିର୍ବାଚନ ପାଇଁ ଆଜି ବିଜେଡି ତାର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ବାଲେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିବା ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ଦଳ ପ୍ରାର୍ଥୀ କରିଛି ।
ସେହିଭଳି ବାଲିଗୁଡା!-->!-->!-->…
Read More...
Read More...
ଚୋରାବନ୍ଧୁକ ଜବତ୍, ଜଣେ ଗିରଫ
ଦଶପଲ୍ଲା : ) ଚୋରା ଦେଶୀ ବନ୍ଧୁକର ପେଣ୍ଠସ୍ଥଳ ପାଲଟିଛି ଦଶପଲ୍ଲା ବ୍ଲକର ପଶ୍ଚିମାଞ୍ଚଳ । ଏହି ଅଂଚଳର ଅଧିକାଂଶ ବ୍ୟକ୍ତି ନିଜ ପାଖରେ ଦେଶୀ ବନ୍ଧୁକ ରଖି ଜଙ୍ଗଲରୁ ଅବାଧରେ ବନ୍ୟଜନ୍ତୁ ଶିକାର କରୁଛନ୍ତି । ଗତକାଲି ରାତିରେ ବାଣୀଗୋଛା ପୁଲିସ ଗୋଟିଏ ଦେଶୀ ବନ୍ଧୁକ ଜବତ କରିବା ସହ ଜଣେ!-->…
Read More...
Read More...
ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟରେ ଡ଼କ୍ଟର ହ୍ୟାନିମେନଙ୍କ ଜୟନ୍ତି ପାଳିତ
ବରଗଡ଼: ହୋମିଓପାଥିକ ଚିକିତ୍ସା ବିଜ୍ଞାନର ଜନକ ଡ଼କ୍ଟର ସାମୁଏଲ ହ୍ୟାନିମାନ ୧୭୫୫ ମସିହାରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୭୯୬ ମସିହାରେ ଏକ ଯୁଗାନ୍ତକାରୀ ଚିକିତ୍ସା ବିଜ୍ଞାନ ଉଦ୍ଭାବନ କରିଥିଲେ । ତାଙ୍କର ଚେଷ୍ଟା ଓ ନିଷ୍ଠା ବଳରେ ଏହି ଚିକିତ୍ସା ବିଜ୍ଞାନ ସାରା ବିଶ୍ୱରେ ପରିଚିତ!-->…
Read More...
Read More...
ବିଜେଡି ଗଠନକଲା ୩୮ ଜଣିଆ ନିର୍ବାଚନୀ ଇସ୍ତାହାର କମିଟି
ଭୁବନେଶ୍ୱର: ବିଜେଡି ପକ୍ଷରୁ ବୁଧବାର ଦିନ ନିର୍ବାଚନୀ ଇସ୍ତାହାର କମିଟି ଗଠନ କରାଯାଇଛି । ଏହି ଇସ୍ତାହାର କମିଟିରେ ୩୮ ଜଣିଆ ସଦସ୍ୟ ରହିଛନ୍ତି । ଇସ୍ତାହାର କମିଟିର ଅଧ୍ୟକ୍ଷ ହେଉଛନ୍ତି ଚନ୍ଦ୍ରଶେଖର ସାହୁ ।
ସେହିପରି କମିଟିରେ ୬ ଜଣଙ୍କୁ ସହ-ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଯାଇଥିବା!-->!-->!-->…
Read More...
Read More...
ଆଜି ହେବ ଶ୍ରୀବିଗ୍ରହମାନଙ୍କ ବନକ ଲାଗି ନୀତି, ଏହି ସମୟରେ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ପୁରୀ : ଆଜି ଶ୍ରୀମନ୍ଦିରରେ ହେବ ଶ୍ରୀବିଗ୍ରହମାନଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା୬.୦୦ ଟାରୁ ରାତ୍ର ୧୦.୦୦ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।ତେବେ ବନକ ଲାଗି ନୀତି ରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇଥାଏ ।!-->…
Read More...
Read More...
ଦଣ୍ଡ ଚାଲିଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦଣ୍ଡୁଆଙ୍କ ମୃତ୍ୟୁ
ବୌଦ୍ଧ :କାଳ ବୈଶାଖୀ ହେଲା କାଳ । ଦଣ୍ଡ ନାଚ କରୁଥିବା ବେଳେ ଚାଲିଗଲା ଜୀବନ । ନାଚ ଦେଖିବା ପାଇଁ ପ୍ରବଳ ଜନଗହଳି ମଧ୍ୟ ଥିଲା । ହଠାତ କାଳ ବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । ବର୍ଷାରେ ଭିଜିଯାଇଥିବା ବିଦ୍ୟୁତ ତାର ଖୋଲିବାକୁ ଯାଇଥିଲେ ଜଣେ ଦଣ୍ଡୁଆ ଓ ବିଦ୍ୟୁତ ତାର!-->…
Read More...
Read More...