Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧ ଜିଲ୍ଲାର ସବୁ କରୋନା ସଂକ୍ରମିତ ସୁସ୍ଥ ହେଲେ
ବୌଦ୍ଧ : ବୌଦ୍ଧ ଜିଲ୍ଲାର ୩୩ ଜଣ କରୋନା ସଂକ୍ରମିତ ପର୍ଯ୍ୟାୟକ୍ରମେ ସୁସ୍ଥ ହୋଇ ଯାଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । କିଛି ଦିନ ତଳେ ପ୍ରଥମ ପର୍ଯ୍ୟାୟରେ ୩ଜଣ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ଜଣେ ଲେଖାଏଁ ଓ ଆଜି ବାକି ସମସ୍ତ ୨୮ଜଣ ସଂପୂର୍ଣ୍ଣ ସୁସ୍ଥ ହୋଇଯିବା ବୌଦ୍ଧ ପାଇଁ!-->…
Read More...
Read More...
କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ବାଲିଗୁଡ଼ାରେ ବନ୍ଦେ ଉତ୍କଳଜନନୀ ସଙ୍ଗୀତ ଗାନ
ବାଲିଗୁଡ଼ା: ମୁଖ୍ୟ ମନ୍ତ୍ରୀଙ୍କ ଅନୁରୋଧକ୍ରମେ କୋରୋନା ଯୋଦ୍ଧା ଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପାଞ୍ଚ ମିନିଟ୍ ପାଇଁ ସ୍ତବ୍ଧ ହୋଇଯାଇଥିଲା ଆଜି ସାରା ଓଡ଼ିଶା । ଗାଁ ଠୁ ସହର ସବୁଠି ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳଜନନୀ ସ୍ବରରେ କମ୍ପିଥିଲା । କରୋନା ଉତ୍ସାହିତ କରିବା ସହ ମନୋବଳ!-->…
Read More...
Read More...
ବନ୍ଦେ ଉତ୍କଳ ଜନନୀ ଗାନ ସଚେତନତା ରାଲି
ବୌଦ୍ଧ: ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ କରୋନା ଯୋଦ୍ଧାମାନଙ୍କୁ ସମ୍ମାନ ଦେବାପାଇଁ ଆଜି ସନ୍ଧ୍ୟା ସାଢେ ୫ଟା ସମୟରେ ଓଡିଶାର ଜାତୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯିବ । ଏଥିପାଇଁ ପ୍ରଶାସନ ତରଫରୁ ବୌଦ୍ଧ ସହରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବିଭିନ୍ନ ସ୍ଥାନରେ ସାମାଜିକ ଦୂରତା!-->…
Read More...
Read More...
ସୁସ୍ଥ ହୋଇ ଗୃହାବଦ୍ଧକୁ ଗଲେ ୨୧ କରୋନା ଆକ୍ରାନ୍ତ
ବୌଦ୍ଧ: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଓ ବୌଦ୍ଧବ୍ଲକର ୨୧ଜଣ କରୋନା ଆକ୍ରାନ୍ତ ସୁସ୍ଥହୋଇ ଆଜି ନିଜନିଜ ଘରକୁ ଫେରିଯାଇଛନ୍ତି । କରୋନା ସଂକ୍ରମିତମାନେ ଚିହ୍ନଟ ହେବାପରେ ସେମାନଙ୍କୁ ବୌଦ୍ଧ ପୁରୁଣା ଜେଲ୍ ଠାରେ ଥିବା କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରାଯାଉଥିଲା । ଆଜି ସେମାନେ!-->…
Read More...
Read More...
ଛିଡା ହୋଇଥିବା ଟ୍ରକ୍କୁ ଧକ୍କାଦେଇ ବାଇକ ଚାଳକ ଗୁରୁତର
ବୌଦ୍ଧ:- ଗତକାଲି ଜାତୀୟ ରାଜପଥ ନମ୍ବର ୫୭ର ପୁରୁଣାକଟକ ଥାନା ଲୁଣିବାହାଲ ଗ୍ରାମପଞ୍ଚାୟତର ବଡବନ୍ଧ ଗାଁ ନିକଟରେ ଏକ ସଡକ ଦୁର୍ଘଟଣା ଘଟି ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ସରସରା ଗ୍ରାମପଞ୍ଚାୟତ ଅନ୍ତର୍ଗତ କଟାତଳ ଗ୍ରାମର ପ୍ରକାଶ କୁମାର ରତ୍ନ (୪୦ବର୍ଷ)!-->…
Read More...
Read More...
ଆମ୍ବଚାଷୀଙ୍କୁ ଶ୍ରମିକ ମଜୁରୀ ଦେଉନାହିଁ ଉଦ୍ୟାନ କୃଷିବିଭାଗ !
ବୌଦ୍ଧ:- ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ନୂତନ ଆମ୍ବବଗିଚା ସୃଷ୍ଟି ପାଇଁ ସରକାର ଉଦ୍ୟାନଚାଷୀଙ୍କୁ ପ୍ରୋତ୍ସାହନ ଦେଇ ଆସୁଛନ୍ତି । ବୌଦ୍ଧଜିଲ୍ଲାରେ କିନ୍ତୁ ଏହି ସରକାରୀ ଯୋଜନା କେବଳ ଧର୍ମକୁ ଆଖିଠାର ନ୍ୟାୟରେ ଚାଲିଛି । ଏହି ଯୋଜନାର ଅବଧି!-->…
Read More...
Read More...
ଗଜପତିରେ ଆଉ 10 ଟି କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଜିଲ୍ଲାପାଳ ଅନୁପମ ସାହା
ଗଜପତିରେ ଆଉ 10 ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଛି । ସେମାନେ ସମସ୍ତେ ମହାରାଷ୍ଟ୍ର ଫେରନ୍ତା ଅଟନ୍ତି । ସେମାନେ ସମସ୍ତେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିଲେ । ସେଠାରୁ ସେମାନଙ୍କର ସ୍ୱାବ ସଂଗ୍ରହ କରା ଯାଇ ଥିଲା।
ରିପୋର୍ଟ ପଜିଟିଭ ଆସିଥିବାରୁ ସେମାନଙ୍କୁ ଆର!-->!-->!-->!-->!-->…
Read More...
Read More...
ଏମିତି ହୋଇପାରେ ଲକଡାଉନ ୫.୦ : ଆସନ୍ତାକାଲି ମନ କି ବାତ୍ ରେ ଘୋଷଣା କରିପାରନ୍ତି ପିଏମ୍ ମୋଦି
ନୂଆଦିଲ୍ଲୀ : ଦେଶରେ କରୋନା ସଂକଟ ପାଇଁ ଚାଲିଥିବା ଲକଡାଉନ ରବିବାର ତଥା ୩୧ ମଇରେ ଶେଷ ହେବ । ଦେଶବାସୀଙ୍କ ମନରେ ଗୋଟିଏ ପ୍ରଶ୍ନ କେବେ ସରିବ ଲକଡାଉନ ଅବଧି । ୩୧ ମଇରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ ରେ ସମ୍ବୋଧନ କରିବେ । ଏହି ଅବସରରେ ଲକଡାଉନ ୫.୦!-->…
Read More...
Read More...
ହାତୀ ଆକ୍ରମଣରେ ମହିଳା ମୃତ
ସମ୍ବଲପୁର :ସ୍ଥାନୀୟ ନାକଟିଦେଉଳ ବନାଞ୍ଚଳରେ ହାତୀପଳଙ୍କ ଉପଦ୍ରବ ବଢିଚାଲିଛି ଓ ଗତକାଲି ଜଣଙ୍କ ମୃତ୍ୟୁ ସହିତ ଏହା ଗୋଟିଏ ସପ୍ତାହ ମଧ୍ୟରେ ଦ୍ୱିତୀୟ ମୃତ୍ୟୁ ହୋଇଥିବାରୁ ବଣ ପାଖ ଗାଁ ଲୋକଙ୍କ ନିଦ ହଜି ଯାଇଛି । ଗତକାଲି ଘଟଣାରେ ମୃତ ମହିଳା ଜଣଙ୍କ ଚିହ୍ନଟ ପ୍ରମିଳା ଦେହୁରୀ (୫୫) ରୂପେ!-->…
Read More...
Read More...
ଭାରସାମ୍ୟ ହରାଇ ରାସ୍ତାତଳକୁ ଖସିଲା ଟ୍ରକ
ବୌଦ୍ଧ : ଶୁକ୍ରବାର ବିଳମ୍ବିତ ରାତ୍ରୀ ପ୍ରାୟ ୧୨ଘଣ୍ଟା ସମୟରେ ଜାତୀୟ ରାଜପଥ ନଂ ୫୭ର ସାହାଜପାଲ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଏକ ଟ୍ରକ ରାସ୍ତା ତଳକୁ ଖସିପଡିଥିବା ଜଣାପଡିଛି । ଟ୍ରକଟି ଅନୁଗୁଳର ତାର ପଞ୍ଜିକରଣ ନମ୍ବର ହେଉଛି ଓଆର୦୬ବି୬୨୯୦ । ପ୍ରାୟ ୬/୭ଜଣ ଶ୍ରମିକଙ୍କୁ ଗାଡିର!-->…
Read More...
Read More...