Browsing Category

ରାଜ୍ୟ

କାଳବୈଶାଖୀର କରକାପାତରେ ଫସଲ, ପନିପରିବା ନଷ୍ଟ

ସମ୍ବଲପୁର: ଗତକାଲି ସନ୍ଧ୍ୟାରେ କାଳବୈଶାଖୀର ତାଣ୍ଡବରେ ସମ୍ବଲପୁରର ଅନେକ ଗ୍ରାମୀଣ ଅଞ୍ଚଳରେ ବ୍ୟାପକ ପରିମାଣରେ କ୍ଷୟକ୍ଷତି ଘଟିଛି । ବିଶେଷକରି ମଧ୍ୟମରୁ ବଡ ଆକାରର କରାମାଡ ଯୋଗୁଁ ବିଲରେ ଠିଆ ଧାନଫସଲ, ପନିପରିବା ଚାଷ, ଆମ୍ବ ପରି ଋତୁ ଫଳ ଆଦି କ୍ଷୟକ୍ଷତ ପହଞ୍ଚିଛି । ଅନେକ ସ୍ଥାନରେ ଘର
Read More...

ହ୍ୱାଟ୍ସଆପ୍‌ରେ କରୋନା ନ୍ୟୁଜ ଦେବେ ସରକାର

ଭୁବନେଶ୍ୱର :- ରାଜ୍ୟ ସରକାର ହ୍ୱାଟ୍ସଆପରେ କରୋନା ରୋଗ ସମ୍ବନ୍ଧୀୟ ସୂଚନା ଦେବେ । ଏହି ଆପ୍ ର ଏକ ସ୍ୱତନ୍ତ୍ର ନମ୍ବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି । ଲୋକମାନଙ୍କୁ କରୋନା ସମ୍ବନ୍ଧରେ ପ୍ରତିଟି ଅପଟେଡ୍ ଦେବା ପାଇଁ ଏହା ଆରମ୍ଭ କରାଯାଇଛି । ଏହି ନମ୍ବରଟି ହେଲା
Read More...

ଉଜ୍ଜ୍ୱଳା ବିତରଣ କେନ୍ଦ୍ରରେ ଭିଡ ଯୋଗୁଁ ଉତ୍ତେଜନା

ସମ୍ବଲପୁର: ବାରମ୍ବାର ତାଗିଦ କଲାସତ୍ତ୍ୱେ ସ୍ଥାନୀୟ ଗେଟି ଟକିଜ ରୋଡସ୍ଥିତ ଉଜ୍ଜ୍ୱଳା ବିତରଣ କେନ୍ଦ୍ରଠାରେ ଭିଡ ଯୋଗୁଁ ଗଣ୍ଡଗୋଳ ହେଉଛି ଓ ସାମାଜିକ ଦୂରତା ନିୟମ ଭଙ୍ଗ ହେଉଛି । ଆଜି ସକାଳ ପ୍ରାୟ ୮ଟା ସମୟରେ ସେଠାରେ ଅନିୟନ୍ତ୍ରିତ ଭିଡ ଯୋଗୁଁ ପୁଣି ଉତ୍ତେଜନା ଦେଖାଯାଇଥିଲା । ଖାଉଟିମାନେ
Read More...

ଗରିବ ଅସହାୟ ଲୋକକୁ ସ୍ୱେଚ୍ଛାସେବୀ ସଂଗଠନ ସମର୍ପିତ ପକ୍ଷରୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ

ଆଜି ସମଗ୍ର ବିଶ୍ୱ କୁ କରୋନା ମହାମାରୀ କବଳିତ କରି ରଖିଛି।ସରକାର ଏଥିପାଇଁ ଲକ ଡାଉନ ଘୋଷଣା କରିଛନ୍ତି।ଏହି ଲକ ଡାଉନ ର ପ୍ରଭାବ ରାଜଧାନୀ ରେ ରହୁଥିବା ଗରିବ, ଖଟିଖିଆ, ଦିନ ମଜୁରିଆ ଙ୍କ ଉପରେ ମଧ୍ୟ ପଡିଛି, କାମ ଧନ୍ଦା ବନ୍ଦ, ରୋଜଗାର ବନ୍ଦ।, ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ସମର୍ପିତ
Read More...

କୋଟାରେ ଫଶିଛନ୍ତି ମେଡିକାଲ ଛାତ୍ରୀ, ଫେରାଇ ଆଣିବାକୁ ଅନୁମତି ଦେବାକୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଗୁହାରି କଲେ…

ସୋନପୁର : ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ଦେଶକୁ ଲକଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲକଡାଉନ ଯୋଗୁଁ ବହୁ ଶ୍ରମିକ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଅନ୍ୟ ରାଜ୍ୟରେ ଫଶି ରହିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଅବଧି ଶେଷ ହେବା ପରେ ବାହାରେ ରାଜ୍ୟରେ
Read More...

ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ଅପାରଦର୍ଶିତା : ସରକାରୀ ସହାୟତା ପାଇଁ ନିର୍ମାଣ ଶ୍ରମିକ ବାରଦୁଆର

ବୈାଦ୍ଧ : କରୋନା ପାଇଁ ଲକ୍‌ଡାଉନ ସମୟରେ ରାଜ୍ୟର ପଞ୍ଜିକୃତ ନିର୍ମାଣ ଶ୍ରମିକମାନଙ୍କୁ ୧୫ଶହ ଟଙ୍କା ଲେଖାଏଁ ସହାୟତା ପ୍ରଦାନ ପାଇଁ ବୌଦ୍ଧଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଯେତିକି ତତ୍ପରତା ଦେଖାଇବା କଥା ସେତିକି ଦେଖାଇ ନଥିଲା । ପ୍ରଥମ ପର୍ଯ୍ୟାୟର ୨୧ଦିନିଆ ଲକ୍‌ଡାଉନ ସରିଯାଇଥିଲେ ମଧ୍ୟ
Read More...

ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା : କର୍ମଚାରୀଙ୍କୁ ମାସ୍କ ଓ ସାନିଟାଇଜର ବାଣ୍ଟିଲେ ଯୁବ ସମାଜସେବୀ

ବାଲିଗୁଡ଼ା: ଯୁବ ସମାଜସେବୀ ଜିତେନ୍ଦ୍ର କୁମାର ପାତ୍ର(ଜିତୁ) ଙ୍କ ସ୍ବାଗତଯୋଗ୍ୟ ପଦକ୍ଷେପ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଏନ୍ଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଦେବ ଷଢଙ୍ଗି ଙ୍କ ଉପସ୍ଥିତିରେ ନିଜ ସହଯୋଗୀଙ୍କ ସହ ମିଶି କାର୍ଯ୍ୟରତ
Read More...

ଭଦ୍ରକରେ ନୂଆ ୩ କରୋନା ଆକ୍ରାନ୍ତ ଚିହ୍ନଟ ପରେ ୨ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଘୋଷଣା

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାରେ ଆଜି ଆଉ ୩ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ମ୍ୟାପରେ ସୂଚନା ଦିଆଯାଇଛି । ଫଳରେ ଏହି ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ୧୧ରେ ପହଞ୍ଚିଛି । ଏହି ୩ ନୂଆ ଆକ୍ରାନ୍ତ ବାସଦେବପୁର ଅଂଚଳ ହୋଇଥିବାରୁ ଭଦ୍ରକ
Read More...

କନ୍ଧମାଳରେ କାଳ ବୈଶାଖୀର ତାଣ୍ଡବ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାରେ କାଳ ଵୈଶାଖୀର ତାଣ୍ଡବ । ଗୋଟିଏ ପଟେ ଲକ୍ ଡାଉନ୍ ଯୋଗୁଁ ଲୋକେ ଘରୁ ବାହାରକୁ ବାହାରୁ ନାହାଁନ୍ତି । ତା ଉପରେ କାଳ ବୈଶାଖୀ ମାଡ଼ । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କାଳ ଵୈଶାଖୀ ତାଣ୍ଡବ ରଚିଛି । ବିଜୁଳି ଘଡ଼ଘଡ଼ି ସହ ପବନ ବର୍ଷା ଯୋଗୁଁ ଜିଲ୍ଲାର କୋଟଗଡ଼,
Read More...

ସମ୍ବଲପୁର ସହରରେ ଆକାଶରୁ ଖସିଲା ନିଆଁ, ଜଳିଗଲା ନଡିଆ ଗଛ : ଦେଖନ୍ତୁ ଭିଡିଓ

ସମ୍ବଲପୁର :ମଙ୍ଗଳବାର ସନ୍ଧ୍ୟା କାଳବୈଶାଖୀର ଏକ ତାଣ୍ଡବଲୀଳା ଏଠାରେ ଧଚଉରାପଡାଠାରେ ଦେଖିବାକୁ ମିଳିଥିଲା । ଦୃତଗତିରେ ପବନ ସହ ସାମାନ୍ୟ ବର୍ଷା ହେଉଥିବା ସମୟରେ ହଠାତ ବଜ୍ରାଘାତରୁ ଏକ ଜୀବନ୍ତ ନଡିଆ ଗଛରେ ନିଆଁ ଲାଗି ଗଲା ଓ ଏହା ହୁ ହୁ ହୋଇ ପୋଡିବାକୁ ଲାଗିଲା ।
Read More...