Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆସ୍ଥାଭୋଟ ଜିଣିଲେ ୟେଦିୟୁରପ୍ପା
ନୂଆଦିଲ୍ଲୀ : ଆଜି କର୍ଣ୍ଣାଟକ ବିଧାନସଭାରେ ହୋଇଥିବା ଆସ୍ଥାଭୋଟରେ ବିଏସ୍ ୟେଦିୟୁରପ୍ପା ସରକାର ବିଜୟୀ ହୋଇଛନ୍ତି । ଏଥିସହିତ ରାଜନୈତିକ ସସ୍ପେନ୍ସର ଅବସାନ ଘଟିଛି । ଗୋଟିଏ ପଟେ ସରକାର ଆସ୍ଥା ଭୋଟରେ ଜିଣିଥିବା ବେଳେ ଅନ୍ୟପଟେ ବାଚସ୍ପତି କେ.ଆର୍. ରମେଶ କୁମାର ତାଙ୍କ ପଦରୁ ଇସ୍ତଫା!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ନୂଆ ଦାୟିତ୍ୱ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଆଜି ରାଜ୍ୟ ସରକାର ନୂଆ ଦାୟିତ୍ୱ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ୫"ଟି' ସଚିବ ଭାବେ ପାଣ୍ଡିଆନ ଦାୟିତ୍ୱ ପାଇଛନ୍ତି । ୫ଟି ହେଉଛି ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି, ଟିମ୍ ୱାର୍କ, ଟାଇମ୍,!-->…
Read More...
Read More...
ସାମାନ୍ୟ ବର୍ଷା ଯୋଗୁଁ ଚାଷୀମନରେ ଆଶାର ସଂଚାର : ହୀରାକୁଦ ଜଳଭଣ୍ଡାର ର ସ୍ଥିତିରେ ଉନ୍ନତି
ସମ୍ୱଲପୁର : ଏବର୍ଷ ଅନାବୃଷ୍ଟି ଆଶଙ୍କା ରେ ଆତଙ୍କିତ ଚାଷୀକୁଳ ର ମନରେ ଆଜି ସକାଳୁ କିଛି ଆଶାର ସ°ଚାର ହୋଇଛି । ଆଷାଢ଼ ଯାଇ ଶ୍ରାବଣ ଆସିଥିଲେ ମଧ୍ୟ ଏଥର ଚାଷକାର୍ଯ୍ଯ ଅନୁରୂପେ ବର୍ଷା ହୋଇ ନ ଥିବାରୁ ଚାଷୀମାନେ ପ୍ରାୟତଃ ନିରାଶ ହୋଇ ଯାଇଥିଲେ । କିନ୍ତୁ ଗତସନ୍ଧ୍ଯାରୁ ଘନଘୋର ବର୍ଷା ନ!-->…
Read More...
Read More...
ଆଜିଠାରୁ ୩ଦିନ ପାଇଁ ଜିଲ୍ଲା କୋର୍ଟ ବନ୍ଦ ରହିବ: ଝିପିଝିପି ବର୍ଷା ସତ୍ତ୍ୱେ ହାଇକୋର୍ଟ ବେଞ୍ଚ ଦାବିକୁ ନେଇ ଆନ୍ଦୋଳନ…
ସମ୍ବଲପୁର : ଏଠାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ଆନ୍ଦୋଳନ ଯୋଗୁଁ ଆଜିଠାରୁ ଆଗାମୀ ତିନଦିନ ପାଇଁ ଜିଲ୍ଲାର ସମସ୍ତ ନ୍ଯାୟାଲୟ ବନ୍ଦ ରହିବ । ଗତରାତି ରୁ ଲାଗି ରହିଥିବା ଝିପିଝିପି ବର୍ଷା ସତ୍ତ୍ୱେ ଆନ୍ଦୋଳନକାରୀ ତାଙ୍କର ଦାବି କୁ ନେଇ ସ୍ଥାନୀୟ କଚେରୀ ଛକଠାରେ ଧାରଣାରେ ବସି ରହିଥିବା!-->…
Read More...
Read More...
ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ
ମାଲକାନାଗିରି : ରବିବାରଠାରୁ ମାଓବାଦୀମାନଙ୍କର ସହିଦ ସପ୍ତାହ ପାଳନ ଆରମ୍ଭ ହୋଇଛି । ଆସନ୍ତା ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀମାନେ ସହିଦ ସପ୍ତାହ ପାଳନ କରିବେ । ଏ ନେଇ ମାଓ ଅଧ୍ୟୁଷିତ ଅଂଚଳ ଯଥା-ମାଲକାନାଗିରି, କନ୍ଧମାଳ, କୋରାପୁଟ ଜିଲ୍ଲାରେ ମାଓବାଦୀ ପୋଷ୍ଟର ଦେଖିବାକୁ ମିଳିଛି ।!-->…
Read More...
Read More...
କେନ୍ଦ୍ରକୁ ପଶ୍ଚିମବଙ୍ଗ ରାଜ୍ୟପାଳ ଚିଠି : ହିଂସା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କଲେ
କୋଲକତା : ପଶ୍ଚିମବଙ୍ଗରେ ଦୀର୍ଘ ଦିନ ଯେଉଁ ରାଜନୈତିକ ହିଂସା ଲାଗି ରହିଛି, ସେଥିପାଇଁ ରାଜ୍ୟପାଳ କେଶରୀନାଥ ତ୍ରିପାଠୀ ମମତା ବାନାର୍ଜୀଙ୍କ ସରକାରକୁ ଦାୟୀ କରିଛନ୍ତି । ରାଜ୍ୟ ପରିସ୍ଥିତି ସଂପର୍କରେ ରାଜ୍ୟପାଳ କେନ୍ଦ୍ର ସରକାରଙ୍କ ନିକଟକୁ ଲେଖିଥିବା ଏକ ଚିଠିରେ କହିଛନ୍ତି ଯେ, ରାଜ୍ୟରେ!-->…
Read More...
Read More...
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା କିମ୍ସରେ ଅତ୍ୟାଧୁନିକ ଫିଜିଓଥେରାପି କେନ୍ଦ୍ର ଉଦଘାଟିତ
ଭୁବନେଶ୍ୱର : କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (କିମ୍ସ)ରେ ଅତ୍ୟାଧୁନିକ ଫିଜିଓଥେରାପି ଅକ୍ୟୁପେସନାଲ୍ ଥେରାପି କେନ୍ଦ୍ରକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଶନିବାର ଉଦ୍ଘାଟନ କରିଛନ୍ତି । ଏହି କେନ୍ଦ୍ରରେ ଫିଜିଓଥେରାପି ଓ!-->…
Read More...
Read More...
ଝିଅମାନେ ପୁଅଙ୍କ ଅପେକ୍ଷା ଅଧିକ ଧାର୍ମିକ କାହିଁକି ଜାଣନ୍ତୁ
ପୁଅଙ୍କ ତୁଳନାରେ ଝିଅମାନେ ଅଧିକ ଧାର୍ମିକ ବୋଲି ଏକ ଗବେଶଣାରୁ ସ୍ପଷ୍ଟ ହୋଇଛି । ଝିଅମାନେ ପୁଅମାନଙ୍କ ଅପେକ୍ଷା ଈଶ୍ୱରଙ୍କ ଉପରେ କେବଳ ପ୍ରଗାଢ ବିଶ୍ୱାସ ରଖନ୍ତି ତା’ ନୁହେଁ ବରଂ ପୁର୍ନଜନ୍ମ ଉପରେ ମଧ୍ୟ. ଭରସା ରଖନ୍ତି । ଗବେଷଣା ଅନୁସାରେ ଦୁଇ ତୃତୀୟାଂଶ ଝିଅ ଈଶ୍ୱରଙ୍କୁ ହୃଦୟର ସହ!-->…
Read More...
Read More...
ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ କଲଭର୍ଟ
ବାଲିଗୁଡା : ଲଗାଣ ବର୍ଷାରେ ଧୋଇଗଲା ୫୯ନଂ ଜାତୀୟ ରାଜପଥର ଦୁଇଟି ଅସ୍ଥାୟୀ କଲଭର୍ଟ । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡିଗଡ ଓ ମୁଣ୍ଡୁଲିପଦର ଠାରେ 59 ଜାତୀୟ ରାଜପଥର ଦୁଇଟି ଅସ୍ଥାୟୀ କଲଭର୍ଟ ଧୋଇ ହୋଇଯାଇଛି ।
https://youtu.be/HEUfv2A5kkU
ଫଳରେ!-->!-->!-->!-->!-->…
Read More...
Read More...
ଦୁଷ୍କର୍ମକାରୀକୁ ସାତ ବର୍ଷ ଜେଲ୍
ବାଲିଗୁଡା : ଦୁଷ୍କର୍ମକାରୀକୁ ସାତ ବର୍ଷ ଜେଲ୍ ଦଣ୍ଡସହ ୧୦ହଜାର ଟଙ୍କା ଜୋରିମାନା । କେସ୍ ନଂ ୧୧୬/୨୦୧୭ମସିହା ଦାରିଙ୍ଗବାଡି ଥାନାର ଏକ ଦୁଷ୍କର୍ମ ମାମଲାର ବିଚାରକରି ମାନ୍ୟବର ସହକାରୀ ଦୌରାଜର୍ଜ ବାଲିଗୁଡା ମାମଲାର ଶୁଣାଣି କରି ଅଭିଯୁକ୍ତ ଅନୁପମ ପ୍ରଧାନକୁ ୭ବର୍ଷ ସଶ୍ରମ କାରାଦଣ୍ଡ!-->…
Read More...
Read More...