Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୨୦ତମ ତିଲେଶ୍ୱର କପ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ଅନୁଗୁଳ
ହରଭଙ୍ଗା,୩୦/୧୨:- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ଲାଲ ବାହାଦୂର ସରକାରୀ ହାଇସ୍କୁଲ ଖେଳ ପଡିଆରେ ୨୦ତମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଷଷ୍ଠ ଦିନରେ ପହଁଚିଛି । ଦ୍ୱିତୀୟ ସେମି ଫାଇନାଲ ମ୍ୟାଚରେ ଅନୁଗୁଳ ଏ କେ କ୍ଲବ ଓ ବଜରଙ୍ଗୀ କ୍ଲବ ଭୁବନେଶ୍ୱର ମଧ୍ୟରେ ଖେଳ!-->…
Read More...
Read More...
ଜାନୁୟାରୀ ୧ରୁ ପଏଁରୀ ତିହାର
ସୁବର୍ଣ୍ଣପୁର: ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ସ୍ୱନକ୍ଷତ୍ର ଦିବସ ପାଳନ ଅବସରରେ ଆଜି ନିଜସ୍ୱ କାର୍ଯ୍ୟାଳୟଠାରେ ପଏଁରୀ ତିହାର ୨୦୨୪ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଲଡ଼ୁକିଶୋର ମଲ୍ଲିକଙ୍କ ସଭାପତିତ୍ୱରେ ହୋଇଥିବା ଏହି!-->…
Read More...
Read More...
କୋରାପୁଟ ନୌକା ଦୁର୍ଘଟଣାରେ ୫ଜଣ ବ୍ୟକ୍ତିଙ୍କ ମୃତ୍ୟୁ, ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଗତକାଲି କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକର ପାତାଳୀ ନଦୀରେ ଏକ ନୌକା ଦୁର୍ଘଟଣାରେ ୫ଜଣ ବ୍ୟକ୍ତିଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ଚାରି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା!-->…
Read More...
Read More...
ପକ୍ଷୀ ଶିକାରୀକୁ ଗିରଫ କଲା ବନ ବିଭାଗ
ପୁରୀ:ଚିଲିକା ସାତପଡ଼ାରେ ପକ୍ଷୀ ଶିକାର କରୁଥିବା ଜଣେ ଶିକାରୀକୁ ଗିରଫ କରିଛି ବନ ବିଭାଗ । ଏଥି ସହିତ ମୃତ ବିଦେଶୀ ପକ୍ଷୀ ଜବତ କରିଛି ବନ ବିଭାଗ । ପୁରୀ ବ୍ରହ୍ମଗିରି ବନାଞ୍ଚଳ ଅଧିକାରୀ ଚନ୍ଦ୍ରଶେଖର ସାହୁଙ୍କ ନେତୃତ୍ୱରେ ଦୁଇ ଜଣ ଫରେଷ୍ଟର, ୪ ଜଣ ପକ୍ଷୀ ସୁରକ୍ଷା କର୍ମୀଙ୍କ ସହିତ!-->…
Read More...
Read More...
୨୦ତମ ତିଲେଶ୍ୱର କପ ବଲାଙ୍ଗୀର ଦଳକୁ ହରାଇ ସେମିରେ ଭୁବନେଶ୍ୱର
ହରଭଙ୍ଗା : ହରଭଙ୍ଗା ବ୍ଲକ ତିଳେଶ୍ୱର ହାଇସ୍କୁଲ ଖେଳ ପଡିଆରେ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ପଞ୍ଚମ ଦିନରେ ପହଁଚିଛି । ପଞ୍ଚମ ଦିନ ଖେଳରେ ବଜରଙ୍ଗୀ କ୍ଲବ ଭୁବନେଶ୍ୱର ସହିତ ଜରାସିଂହା କ୍ଲବ ବଲାଙ୍ଗୀର ମଧ୍ୟ୍ୟରେ ଅନୁଷ୍ଠିତ ହୋଇଥିଲା । ତେବେ ଭୁବନେଶ୍ୱର ଦଳ ଏକତରଫା ଭାବେ ୪-୦!-->…
Read More...
Read More...
ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣ ପତ୍ର ପ୍ରଦାନ
ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ନିମନ୍ତ୍ରଣ ପତ୍ର ବିଭିନ୍ନ ମନ୍ଦିର ମାନଙ୍କୁ ପ୍ରେରଣ କରାଯାଉଛି । ଆଜି ତ୍ରିଚିନ୍ନାପଲ୍ଲୀର ଶ୍ରୀରଙ୍ଗନାଥ ସ୍ୱାମୀ ମନ୍ଦିର, ବିଶାଖାପାଟଣା ସୀମାଞ୍ଚଳମ ମନ୍ଦିର,ଜଗନ୍ନାଥ ମନ୍ଦିର,ଦିଲ୍ଲୀର ଜଗନ୍ନାଥ ମନ୍ଦିର, ବିହାର ଗୟାଧାମ!-->…
Read More...
Read More...
କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ
ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ହୋଟେଲ୍ କସ୍ତୁରୀ ଠାରେ ଦଳ ର ୧୩୮ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ବିନୋଦ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଉପସ୍ଥିତ ଅତିଥିମାନେ କଂଗ୍ରେସ ଦଳର ସ୍ୱର୍ଣ୍ଣିମ ଇତିହାସ!-->…
Read More...
Read More...
ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆଜି ୧୩୯ତମ ଭାରତର ଜାତୀୟ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆଜି ସକାଳ ୧୧.୦୦ଘଣ୍ଟା ସମୟରେ କଂଗ୍ରେସ କାର୍ଯ୍ୟାଳୟରେ ସମସ୍ତ ବ୍ଲକ୍ରୁ ଆସିଥିବା କଂଗ୍ରେସ!-->…
Read More...
Read More...
ବୌଦ୍ଧକୁ ହରାଇ ସେମିରେ ଅନୁଗୁଳ
ହରଭଙ୍ଗା : ହରଭଙ୍ଗା ବ୍ଲକ୍ ତିଲେଶ୍ୱର ଲାଲ୍ ବାହାଦୁର ବିଦ୍ୟାପୀଠ ଖେଳ ପଡିଆ ଠାରେ ୨୦ ତମ ରାଜ୍ୟସ୍ତରୀୟ ତିଲେଶ୍ୱର କପ୍ ଗୁରୁବାର ଦିନରେ ପହଞ୍ଚିଛି ।ଉକ୍ତ ଟୁର୍ଣ୍ଣାମେଣ୍ଟର ଗ୍ରୁପ ବିର ପ୍ରଥମ ମ୍ୟାଚ ଅନୁଗୁଳ ଏ. କେ. କ୍ଳବ ସହିତ ବୌଦ୍ଧ ଆଇ. ଆର. ବି ପୋଲିସ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ!-->…
Read More...
Read More...
ନନ୍ଦାହାଣ୍ଡି ବ୍ଲକଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ପରିସରରେ ନନ୍ଦାହାଣ୍ଡି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହେଇଯାଇଛି । ଏଥିରେ ନନ୍ଦାହାଣ୍ଡି ବ୍ଲକ ର ୧୧ ଗୋଟି ପଞ୍ଚାୟତର ମୋଟ ୧୫୩ ଜଣ!-->…
Read More...
Read More...