Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ଭୋଳ ଆହତ
ପୁରୀ : ପୁରୀ ସତ୍ୟବାଦୀ ବ୍ଲକ୍ ସୁଆଣ୍ଡ ଗ୍ରାମରେ ଏନକାଉଣ୍ଟର । ସୁଆଣ୍ଡ ବ୍ରିଜ ନିକଟ ସାଗରସ୍ନାନ ମେଣନ ପଡିଆ ନିକଟରେ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ଭୋଳ ଆହତ । ଆହତ ଅପରାଧୀ କାଳୁ ଭୋଳର ଘର ହେଉଛି ପୁରୀ ସଦର ବାଟଗାଁ । ବିଶେଷ ସୂତ୍ରରୁ ଖବର ପାଇ ସତ୍ୟବାଦୀ ଆଇଆଇସି!-->…
Read More...
Read More...
ପରିକ୍ରମା ପ୍ରକଳ୍ପ ପାଇଁ ପାତାଳୀ ଶ୍ରୀକ୍ଷେତ୍ରକୁ ନିମନ୍ତ୍ରଣ
ସୁବର୍ଣ୍ଣପୁର :ଜଗତର ନାଥ ଜଗନ୍ନାଥଙ୍କ ବଡ଼ ଦେଉଳର ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ନିମନ୍ତ୍ରଣ ନେଇ ପୁରୀରୁ ସ୍ୱତନ୍ତ୍ର ପ୍ରତିନିଧି ନୋଡାଲ ଅଧିକାରୀ ବିକାଶ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଜଗନ୍ନାଥ ସେବକ ମନୋଜ ମହାନ୍ତି, ରାଜକିଶୋର ପଣ୍ଡା ଓ ରାଜେଶ!-->…
Read More...
Read More...
ଲାଞ୍ଚ ନେଉଥିଲେ ସରକାରୀ ବାବୁ,ମାଡ଼ି ବସିଲା ଭିଜିଲାନ୍ସ
ଯାଜପୁର: ଯାଜପୁର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ ଜିଲ୍ଲା ସୂଚନା ବିଭାଗର ବରିଷ୍ଠ ରାଜସ୍ୱ ସହାୟକ ଏବଂ ଜିଲ୍ଲା ଡିଡବ୍ଲୁଓ କାର୍ଯ୍ୟାଳୟର ଆଡିସିନାଲ ଚାର୍ଜରେ ଥିବା ସୁବ୍ରତ କୁମାର କାନୁନଗୋ ଜଣେ ପୀଡିତା ଆଦିବାସୀ,ହରିଜନ ମହିଳାଙ୍କଠାରୁ ୧୦ହଜାର ଲାଞ୍ଚ!-->…
Read More...
Read More...
ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଉଦଘାଟିତ ହେଲା ବଡ଼ମ୍ବା- ନରସିଂହପୁରରେ ସହକାରୀ ଦୌରା ଜଜଙ୍କ ଅଦାଲତ
କଟକ: ଓଡିଶା ହାଇକୋର୍ଟ ର ମୁଖ୍ଯ ବିଚାରପତିଙ୍କ ଦ୍ୱାରା ଉଦଘାଟିତ ହେଲା ବଡ଼ମ୍ବା- ନରସିଂହପୁରରେ ସହକାରୀ ଦୌରା ଜଜଙ୍କ ଅଦାଲତ ।କଟକ ଜିଲ୍ଲା ବଡ଼ମ୍ୱା- ନରସିଂହପୁରରେ ଆଜି ଦେୱାନୀ ଜଜ୍ ବରିଷ୍ଠ ( ବିଭାଗ ) ତଥା ସହକାରୀ ଦୌରା ଜଜ୍ଙ୍କ ଅଦାଲତ ଉଦଘାଟିତ ହୋଇଛି । ହାଇକୋର୍ଟର ମୁଖ୍ୟ!-->…
Read More...
Read More...
ବୌଦ୍ଧ ସେବା ସମବାୟ ସମିତିର ସରକାରୀ ଧାନ କ୍ରୟ କେନ୍ଦ୍ର ଶୁଭାରମ୍ଭ
ବୌଦ୍ଧ,୨୭/୧୨:- ବୌଦ୍ଧ ଜିଲ୍ଲା ପ୍ରଶାସନ, ଯୋଗାଣ ବିଭାଗ ଓ ବୌଦ୍ଧ ନିୟନ୍ତ୍ରିତ ବଜାର କମିଟି ଆନୁକୂଲ୍ୟରେ ବୌଦ୍ଧ ସେବା ସମବାୟ ସମିତି ପକ୍ଷରୁ ବୁଟୁପାଲି ହାଇସ୍କୁଲ ପଡିଆ ଠାରେ ଖରିଫ ଧାନକ୍ରୟ ମଣ୍ଡି ଶୁଭାରମ୍ଭ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ବୌଦ୍ଧ କନ୍ଧମାଳ ସମବାୟ ଉପ-ନିବନ୍ଧକ ଯୁଗଳ!-->…
Read More...
Read More...
ବିଭିନ୍ନ ମନ୍ଦିରରେ ପହଞ୍ଚିଲା ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣ ପତ୍ର
ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣରେ ସାମିଲ ହେବା ପାଇଁ ବିଭିନ୍ନ ମନ୍ଦିରମାନଙ୍କରେ ନିମନ୍ତ୍ରଣ ପତ୍ର ପହଞ୍ଚିଛି । ଏହି ବଣ୍ଟନ କାର୍ଯ୍ୟ ଗତକାଲିଠାରୁ ୩୦ ଗୋଟି ଟିମ ମାଧ୍ୟମରେ ଆରମ୍ଭ ହୋଇଛି । ଦ୍ୱିତୀୟ ଦିନରେ ଆଜି ଓଡିଶା ବାହାରେ ମୁମ୍ବାଇର ଅନ୍ଧେରୀର ଜଗନ୍ନାଥ!-->…
Read More...
Read More...
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଉତ୍ସବ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ
ବୌଦ୍ଧ,୨୭/୧୨:- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ନିମିତ୍ତ ନିମନ୍ତ୍ରଣ ପତ୍ର ପ୍ରଦାନ ପାଇଁ ପୁରୀରୁ ଆସିଥିବା ସ୍ୱତନ୍ତ୍ର ପ୍ରତିନିଧି ଦଳଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ସର୍କିଟ ହାଉସ ଠାରେ ସ୍ୱାଗତ କରାଯାଇଥିଲା । ପରେ ପରେ ସ୍ୱତନ୍ତ୍ର!-->…
Read More...
Read More...
୨୦ତମ ରାଜ୍ୟ ସ୍ତରୀୟ ତିଲେଶ୍ୱର କପ୍ : ଫାଇନାଲରେ ସୋନପୁର
ହରଭଙ୍ଗା : ହରଭଙ୍ଗା ବ୍ଲକ୍ ତିଲେଶ୍ୱର ଲାଲ୍ ବାହାଦୁର ବିଦ୍ୟାପୀଠ ଖେଳ ପଡିଆଠାରେ ୨୦ତମ ରାଜ୍ୟସ୍ତରୀୟ ତିଲେଶ୍ୱର କପ୍ ବୁଧବାର ତୃତୀୟ ଦିନରେ ପହଞ୍ଚିଛି । ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ ଖୋର୍ଦ୍ଧା ରଘୁନାଥ କ୍ଳବ ସହିତ ସୋନପୁର ଜୟଦୁର୍ଗା କ୍ଲବ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ!-->…
Read More...
Read More...
ସାମ୍ବାଦିକଙ୍କ ମାତୃ ବିୟୋଗ
ଫୁଲବାଣୀ : ଫୁଲବାଣୀ ସହରର ଜଣାଶୁଣା ଆଇନଜୀବୀ ତଥା ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀଙ୍କ ମାତା ପ୍ରମିଳା ରାଣୀ ତ୍ରିପାଠୀଙ୍କ ୭୦ ବର୍ଷ ବୟସରେ ରବିବାର ଦିନ ରାତ୍ର ୨ଟା ୨୭ରେ ଫୁଲବାଣୀ ସଦର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ହୋଇଯାଇଛି । ତାଙ୍କର ମୃତ୍ୟୁ ବେଳକୁ!-->…
Read More...
Read More...
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ନିମନ୍ତ୍ରଣ ପତ୍ର ବଣ୍ଟନ
ବାଲିଗୁଡା : ଜାନୁଆରୀ ୧୭ ତାରିଖରେ ହେବାକୁ ଥିବା ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ବିଭିନ୍ନ ଜିଲ୍ଳାର ପ୍ରମୁଖ ମନ୍ଦିରମାନଙ୍କୁ ନିମନ୍ତ୍ରଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ପୁରୀରୁ ଆସିଥିବା ସେବାୟତ ଓ ଅଧିକାରୀ ପାରଳାଖେମୁଣ୍ଡି ସହରରେ ଥିବା!-->…
Read More...
Read More...