Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜୀବନ୍ତ ବଜ୍ରକାପ୍ତ ଉଦ୍ଧାର, ଅଭିଯୁକ୍ତ ଗିରଫ
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡିଆଳ ବନ ବିଭାଗ ଅଧୀନସ୍ଥ ବଙ୍କାପୁର ଗ୍ରାମର ଛତା ଗ୍ରାମ ନିକଟରେ ଜୀବିତ ବଜ୍ରକାପ୍ତ କାରବାର ବେଳେ ଓଡ଼ିଶା ଟାକ୍ସଫୋର୍ସ ଦ୍ୱାରା ଚଢାଉ କରିଛନ୍ତି । ଏହି ଚଢାଉ ବେଳେ ଜଣେ ଅଭିଯୁକ୍ତ ରଞ୍ଜନ କୁମାର ସାହୁଙ୍କୁ ଗିରଫ କରାଯାଇଥିବା ବେଳେ ଜୀବିତ ବଜ୍ରକାପ୍ତକୁ!-->…
Read More...
Read More...
କଳାହାଣ୍ଡି କୁର୍ମୀ କ୍ଷେତ୍ରୀୟ ସଂସ୍ଥା ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ
ଭବାନୀପାଟଣା: କଳାହାଣ୍ଡି କୁର୍ମୀ କ୍ଷେତ୍ରୀୟ ଅଞ୍ଚଳ ସଂସ୍ଥା ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି । ଆଜି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିନକୁ ପାଳନ କରିବା ଉଦ୍ଦେଶ୍ୟରେ ପୁରୁଣା ପଡାରୁ ମାଣିକେଶ୍ୱରୀ ଉଚ୍ଚ ବିଦ୍ୟାଳୟ ଛକ ଠାରେ ଥିବା ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କ!-->…
Read More...
Read More...
ପାର୍ବତୀଗିରି ଉଠାଜଳସେଚନ ପ୍ରକଳ୍ପ ଫାଟକ ସମ୍ମୁଖରେ ଧାରଣା ଦେଲେ କାଦପଡା ଚାଷୀ
ଆଠମଲ୍ଲିକ, :ଚାଷୀ ମାନଙ୍କୁ ସ୍ୱାବାଲମ୍ବୀ ଏବଂ ଭଲ ରଜୋଗାର ସହ ଚାଷୀଙ୍କ ଦୁଃଖ ଦୂର କରିବାପାଇଁ ରାଜ୍ୟ ସରକାର ଅନେକ ଯୋଜନା କରୁଛନ୍ତି । ସେଥିପାଇଁ ସରକାର କାଳିଆ ଯୋଜନା, ବଲରାମ ଯୋଜନା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟେ।ଗ ଯୋଜନା ଭଳି ଅନେକ ଯୋଜନା କରିଛନ୍ତି । କେବଳ ଏତିକି ନୁହେଁ ବିଭିନ୍ନ!-->…
Read More...
Read More...
ଚମ୍ପାପୁର-କେଳାକଟା ମୁଖ୍ୟ ରାସ୍ତା ନିର୍ମାଣ ପାଇଁ ଦାବିରେ ରାସ୍ତାରୋକ, ଗ୍ରାମବାସୀ ଓ ଠିକା ସଂସ୍ଥା କର୍ମଚାରୀଙ୍କ…
ହରଭଙ୍ଗା: ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟ ନିର୍ମାଣଧୀନ ଥିବା ବେଳେ ରେଳପଥ ରାସ୍ତା ନିର୍ମାଣ ସମୟରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କେଳାକଟା ଗ୍ରାମବାସୀମାନେ ବିରୋଧ କରୁଥିବା ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ କହିବା ଅନୁସାରେ ବର୍ତ୍ତମାନ ରେଳପଥ କାର୍ଯ୍ୟ କେଳାକଟା ଦେଇ ଯାଉଥିବା!-->…
Read More...
Read More...
ଦୁର୍ନୀତି ନିବାରଣ ପାଇଁ ସଚେତନତା କାର୍ଯ୍ୟକ୍ରମ
ବୌଦ୍ଧ,୩୦/୧୦:- ଦୁର୍ନୀତି ନିବାରଣ ସଚେତନତା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ରାଜ୍ୟର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଦୁର୍ନୀତିର ମୂଳୋତ୍ପାଟନ ପାଇଁ ଶପଥ ପାଠ କରାଇଛନ୍ତି । ଅନୁରୂପ ଭାବେ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଅସ୍ୱାନ ହଲ୍ରେ ଜିଲ୍ଲାପାଳ!-->…
Read More...
Read More...
ପାରା ପ୍ରେମରେ ଗଣପତିଙ୍କ ପରିବାର; ୫ହଜାର ପାରାକୁ ସୁରକ୍ଷା ଦେଇ ମୁଖ୍ୟମନ୍ତ୍ରୀଙ୍କଠାରୁ ଜିତିଛନ୍ତି ପୁରସ୍କାର
ନୂଆପଡ଼ା : ମଣିଷ ଦିନକୁ ଦିନ ଜୀବଜନ୍ତୁଙ୍କ ପ୍ରତି ହିଂସ୍ର ହୋଇ ପଡିଛି ହେଲେ ସମଜରେ ଏବେ ମଧ୍ୟ ଏମିତି ବ୍ୟକ୍ତି ଆଛନ୍ତି ଯେଉଁମାନେ ପଶୁପକ୍ଷୀଙ୍କ ପ୍ରମରେ ପଡିଛନ୍ତି । ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ନୂଆପଡାର ଗଣପତି ନାଏକ । ସେ ପ୍ରତିଦିନ ପ୍ରାୟ ୫ ହଜାର ପାରାଙ୍କୁ ଖାଦ୍ୟ ପ୍ରଦାନ!-->…
Read More...
Read More...
ବୌଦ୍ଧରୁ ୬୧ ଜଣ ବରିଷ୍ଠ ନାଗରିକ ଗଲେ ତୀର୍ଥ ଯାତ୍ରାରେ
ବୌଦ୍ଧ,୩୦/୧୦:- ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆଜି ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ସବୁଜ ପତାକା ଦେଖାଇ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି । ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି ବୌଦ୍ଧରୁ ତ୍ରିଭେନ୍ଦ୍ରମ ଓ କନ୍ୟାକୁମାରୀକୁ ଯାଇଛନ୍ତି ୬୧!-->…
Read More...
Read More...
ଜିଲ୍ଲା ପ୍ରଶାସନ ତରଫରୁ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ
ବୌଦ୍ଧ,୩୦/୧୦:- ବୌଦ୍ଧ ଜିଲ୍ଲା ପ୍ରଶାସନ, ସଞ୍ଚୟ ଓ ଆର୍ଥିକ ସେବା ସଂଗଠନ ମିଳିତ ଆନୁକୂଲ୍ୟରେ ଆଦି ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସଚେତନତା ପାଇଁ ଏକ ସଞ୍ଚୟ ରଥକୁ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ!-->…
Read More...
Read More...
ସିଏମ୍ସିରେ ଦୁର୍ନୀତି ସଚେତନତା କାର୍ଯ୍ୟକ୍ରମ
କଟକ: ସମାଜର ପ୍ରତ୍ୟେକସ୍ତରରୁ ଦୁର୍ନୀତିର ମୂଳୋତ୍ପାଟନ କରି ଶାନ୍ତି ଓ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ସହ ଜନସାଧାରଣକୁ ନ୍ୟାୟ ପ୍ରଦାନ କରିବା ନିମନ୍ତେ ସଚେତନତା ସୃଷ୍ଟି ପାଇଁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଆଜି ଠାରୁ ଆସନ୍ତା ମାସ ନଭେମ୍ବର ମାସ ୫ତାରିଖ ପର୍ଯ୍ୟନ୍ତ!-->…
Read More...
Read More...
ଘୁ.ଉଦୟଗିରି ଏନଏସି ଅଧ୍ୟକ୍ଷ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି
ଘୁ. ଉଦୟଗିରି: ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ରଙ୍କ ଗତ ଜୁଲାଇ ୧୭ ତାରିଖ ଦିନ ଅକାଳ ବିୟୋଗ ପରେ ଖାଲି ପଡିଥିବା ଅଧ୍ୟକ୍ଷ ପଦବୀ ପୂରଣ ନିମନ୍ତେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଧ ଭାବେ ବିଜ୍ଞପ୍ତି ଜାରି ହୋଇଛି । ଆଜି ଠାରୁ!-->…
Read More...
Read More...