Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୁରୀ ଜିଲ୍ଲା ସ୍କୁଲ୍ରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ପୁରୀ : ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ବିଦ୍ୟାଳୟ ସ୍ତରୀୟ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ପୁରୀ ଜିଲ୍ଲା ସ୍କୁଲ୍ ଠାରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏହା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ପରିବହନ ପ୍ରାଧିକରଣ ଦ୍ୱାରା!-->…
Read More...
Read More...
ସ୍ୱାୟତ୍ତ ଶାସନ ଦିବସ ଅବସରରେ ରକ୍ତଦାନ ଶିବିର
ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ମୁଖ୍ୟାଳୟରେ ଆଜି ସ୍ୱାୟତ୍ତ ଶାସନ ଦିବସ ଅବସରରେ ରକ୍ତଦାନ ଶିବିର, ଭତ୍ତା ବଣ୍ଟନ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ କାର୍ଯ୍ୟାଦେଶ ବଣ୍ଟନ ଆଦି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଗରିମାମୟ ରକ୍ତଦାନ ଶିବିରରେ ନିଗମ କର୍ମଚାରୀଙ୍କ ସହିତ!-->…
Read More...
Read More...
ଓଁ ଶ୍ରୀ ଇନଷ୍ଟିଚ୍ୟୁଟରେ ରକ୍ତଦାନ ଶିବିର ଆୟୋଜିତ
ବ୍ରହ୍ମପୁର : ଓଁ ଶ୍ରୀ ଇନଷ୍ଟିଚ୍ୟୁଟରେ ଲାଞ୍ଜିଆ ସମିତି ସଭ୍ୟ ତଥା ଆମ୍ବଗଡ ସମବାୟ ସମିତିର ସଭାପତି କାହ୍ନୁ ଚରଣ ପାତ୍ରଙ୍କ ଜନ୍ମଦିନ ଅବସରରେ “ଓଡ଼ିଶା ମୋ ପରିବାର ଏବଂ ଜୀବନ ବିନ୍ଦୁ” ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ବିଭିନ୍ନ ଯୁବକ ବର୍ଗ ତଥା ଛାତ୍ର ଛାତ୍ରୀ ଏବଂ!-->…
Read More...
Read More...
ବାଲିଗୁଡା ଠାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ
ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ ସ୍ୱାୟତ୍ତ ଶାସନ ଦିବସ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଉତ୍ସବରେ କନ୍ଧମାଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ସ୍ଥାନୀୟ ବିଧାୟକ ଚକ୍ରମଣି କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି!-->…
Read More...
Read More...
ବିପୁଳ ପରିମାଣର ମଦ ଓ କଫ୍ ସିରପ ଜବତ, ଜଣେ ଗିରଫ୍
ଦଶପଲ୍ଲା : ଦଶପଲ୍ଲା ଥାନା ଅନ୍ତର୍ଗତ ଘୋଳାହାଣ୍ଡି ଗ୍ରାମରେ ଚୋରାରେ ଦେଶୀ ମଦ ବ୍ୟବସାୟ ହେଉଥିବା ନେଇ ଦଶପଲ୍ଲା ପୁଲିସ ବିଶେଷ ସୁତ୍ରରୁ ଖବର ପାଇଁ ଘଠଣାସ୍ଥଳରେ ସଦଳବଳେ ଚଢଉ କରିଥିଲା । ଚଢଉ ସମୟରେ ଘୋଳାହାଣ୍ଡି ଗ୍ରାମର ଶଂକର ପ୍ରଧାନଙ୍କ ଘରୁ ୧୮ ଟି ସିଲ୍ କଫ ସିରପ୍ ବୋତଲ, ୫ଟି!-->…
Read More...
Read More...
ସମୂହ ଛୁଟିରେ ଗଲେ କୃଷି ଅଧିକାରୀ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର କାର୍ଯ୍ୟରତ କୃଷି ଅଧିକାରୀମାନେ କ୍ୟାଡର ପୁନଃ ବିନ୍ୟାସରେ ଅହେତୁକ ବିଳମ୍ବର ପ୍ରତିବାଦରେ ୩୧ ଅଗଷ୍ଟଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୂହ ଛୁଟିରେ ରହିଥିବା ଜଣାପଡ଼ିଛି । ଓଡ଼ିଶା କୃଷି ସେବା ସଙ୍ଘ ଗଜପତି ଶାଖା ପକ୍ଷରୁ ଏହା ସୂଚନା ଦିଆଯାଇଛି ।!-->…
Read More...
Read More...
୪ ବ୍ରାଉନ ସୁଗାର ବେପାରୀ ଗିରଫ
ପୁରୀ : ପୁରୀ ପୋଲିସ ଦ୍ୱାରା ୪ ବ୍ରାଉନ ସୁଗାର ବେପାରୀ ଗିରଫ । କୁମ୍ଭାରପଡା ଥାନା ଏବଂ ତାଳବଣିଆ ଥାନା ଦ୍ୱାରା ଚାରି ଜଣ ଗିରଫ ହୋଇଛନ୍ତି । ଅଭିଯୁକ୍ତଙ୍କ ଠାରୁ ୧୭ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିବା ଜଣାପଡିଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ୧ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ହେବା ନେଇ!-->…
Read More...
Read More...
ଲଡ଼ୁ ନାୟକ ହତ୍ୟା ଘଟଣାରେ ୨ ଗିରଫ
ପୁରୀ : ଗତକାଲି ଅପରାହ୍ନରେ ପୁରୀ ଜଟିଆ ବାବାଜୀ ଛକ ନିକଟରେ ଘଟିଥିବା ଲଡ଼ୁ ନାୟକ ହତ୍ୟା ଘଟଣାରେ ୨ଜଣକୁ ଗିରଫ କରିଛି କୁମ୍ଭାରପଡା ଥାନା ପୋଲିସ । ମୁଖ୍ୟ ଅଭିଯୁକ୍ତ ଲଡ଼ୁ ନାୟକଙ୍କ ସମ୍ପର୍କୀୟ ମାମୁ ଗଙ୍ଗା ନାୟକ ଓ ତାଙ୍କ ପୁଅ ସୁନ୍ଦନ ନାୟକକୁ ଗିରଫ କରିଛି ପୋଲିସ । ହତ୍ୟା ଘଟଣାରେ ୩ଜଣ!-->…
Read More...
Read More...
ପିକ୍ ଅପ୍ ଭ୍ୟାନ୍ ଦୁର୍ଘଟଣାରେ ଶିଶୁ ମୃତ; ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ, ଡ୍ରାଇଭର ଅଟକ
ବାଲିଗୁଡ଼ା: କବାଡ଼ି ସାମଗ୍ରୀ ବୋଝେଇ ପିକ୍ ଅପ୍ ଭ୍ୟାନ୍ ଧକ୍କାରେ ଶିଶୁର ମୃତ୍ୟୁ । ଡ୍ରାଇଭର ଅଟକ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା ଅଞ୍ଚଳରେ । ସୂଚନା ପ୍ରକାରେ ଆଜି ଅପରାହ୍ନ ସମୟରେ ବାରଖମା ଦଣ୍ଡିସାହି ଅଞ୍ଚଳର!-->…
Read More...
Read More...
ବାଲିଗୁଡ଼ା ସୁନା ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍ ଘଟଣା, ଲୁଟେରାଙ୍କୁ ଧରିବା ଲାଗି ଗାଁ ମୁଣ୍ଡରେ…
ବାଲିଗୁଡ଼ା: ଗତ ମଙ୍ଗଳବାର ଦିନ ବାଲିଗୁଡା ସହରର ସୁନା ବ୍ୟବସାୟୀ ସୁବାସ ଆଚାରୀଙ୍କ ଉପରକୁ ୩ ଜଣ ଦୁର୍ବୃତ୍ତ ଗୁଳି ଚଳାଇ ହାତକୁ ହାଣି ତାଙ୍କ ଠାରୁ ଏକ ସୁନା ଭର୍ତ୍ତି ବ୍ୟାଗ ଝାମ୍ପି ନେଇ ଫେରାର ହୋଇ ଯାଇଛନ୍ତି । ସମ୍ପୃକ୍ତ ଲୁଟେରା ମାନଙ୍କୁ ଧରିବା ପାଇଁ କନ୍ଧମାଳ ପୋଲିସ ତରଫରୁ ଏକ ବଡ଼!-->…
Read More...
Read More...