Browsing Category

ରାଜ୍ୟ

ବେଆଇନ ବିହନ ଓ ସାର ବିକ୍ରୟ କେନ୍ଦ୍ରରେ ଚଢ଼ାଉ, ୬୬ କ୍ୱିଣ୍ଟାଲ ବିହନ ଓ ୧୯ କ୍ୱିଣ୍ଟାଲ ସାର ଜବତ

ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ବରଗାଁ ଠାରେ ଥିବା ମହିମା ବିହନ ଓ ସାର ବିକ୍ରୟ କେନ୍ଦ୍ରରେ ଚଢ଼ାଉ କରି ବେଆଇନ ବିକ୍ରି କରାଯାଉଥିବା ୬୬.୬ କ୍ୱିଣ୍ଟାଲ ବିହନ ଓ ୧୯ କ୍ୱିଣ୍ଟାଲ ସାର ଜବତ କରାଯାଇଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନୂଆପଡା ଜିଲ୍ଲା ମୁଖ୍ୟ କୃଷି
Read More...

ଏନ୍‌.ସି.ସି. କ୍ରିକେଟ ଟୁର୍ଣ୍ଣାମେଣ୍ଟ, ନୂଆଗାଁ (ଏ) ଚମ୍ପିୟାନ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କ.ନୂଆଗାଁ ଗହିଙ୍ଗିଆ ଖେଳ ପଡ଼ିଆ ଠାରେ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ୍‌ ମ୍ୟାଚରେ କ.ନୂଆଗାଁ (ଲିଜେଣ୍ଡ) ଓ କ.ନୂଆଗାଁ (ଏ) ମଧ୍ୟରେ ମୁହାଁମୁହିଁ ହୋଇଥିଲେ । ଏଥିରେ କ.ନୂଆଗାଁ (ଏ) କ.ନୂଆଗାଁ (ଲିଜେଣ୍ଡ)କୁ ଛଅ
Read More...

କନ୍ଧତଇଲା ଗ୍ରାମର ଟ୍ରାନ୍ସଫର୍ମର ପୋଡି ଘଟଣା,୨୪ଘଣ୍ଟା ଭିତରେ ଗ୍ରାମରେ ଲାଗିଲା ଟ୍ରାନ୍ସଫର୍ମର

ହରଭଙ୍ଗା: ହରଭଙ୍ଗା ବ୍ଲକ କୁସଙ୍ଗ ପଞ୍ଚାୟତ କନ୍ଧତଇଲା ଗ୍ରାମରେ ଦୀର୍ଘ ଦଶ ଦିନ ହେଲା ଗ୍ରାମର ଟ୍ରାନ୍ସଫର୍ମର ପୋଡି ଯାଇଥିବାରୁ ଅନ୍ଧାରରେ ଦିନ ବିତାଉଥିଲେ ଗ୍ରାମବାସୀ । ବିଦ୍ୟୁତ ବିଭାଗକୁ ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲା ପରେବି ସମସ୍ୟାର ସମାଧାନ ନ ହେବାରୁ ଗତ ସୋମବାର ଦିନ
Read More...

ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ଝଳସିଲେ ମହାପ୍ରଭୁ

ପୁରୀ : ରଥଉପରେ ଶ୍ରୀଜୀଉମାନଙ୍କର ବଡତଢା଼ଉ ବେଶ ବା ସୁନାବେଶ ଅନୁଷ୍ଠିତ ହୋଇଛି । ଗୁରୁବାର ସକାଳୁ ତିନିରଥ ଉପରେ ଦୈନଦିନ ନୀତି କରାଯାଇଥିବା ବେଳେ ମଧ୍ୟାହ୍ନ ଧୂପ ଓ ମଇଲମ ନୀତି ପରେ ମହଣ ମହଣ ସୁନାରେ ବିଭୂଷିତ ହୋଇଥିଲେ ଶ୍ରୀଜିଉ । ଚଳିତବର୍ଷ ଲକ୍ଷ ଲକ୍ଷ ଭକ୍ତଙ୍କ ଗ୍ରହଣରେ ମହାପ୍ରଭୁଙ୍କ
Read More...

ବୌଦ୍ଧ: ଚତୁର୍ଦ୍ଧାମୂର୍ତ୍ତୀଙ୍କ ସୁନାବେଶ

ବୌଦ୍ଧ,୨୯/୬- ପବିତ୍ର ସୁନାବେଶ ଅବସରରେ ଗୁରୁବାର ସନ୍ଧ୍ୟାରେ ବୌଦ୍ଧରେ ରଥଖଳାରେ ପ୍ରଭୁ ଶ୍ରୀଜଗନ୍ନାଥ,ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଛି । ନୀତିକାନ୍ତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ରଥଉପରେ ଶ୍ରୀଜିଉଙ୍କୁ ସୁନାବେଶ କରାଯାଇଥିଲା । ଏହି ଅପରୂପ ଦୃଶ୍ୟ
Read More...

ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଫୁଲବାଣୀ ଜିଲ୍ଲା ଦୌରାଜଜ୍‌ କୋର୍ଟ କଂପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ଦାଦପାଜୁ ଠାରେ ହେବାକୁ ଥିବା ନୂତନ ଜିଲ୍ଲା ଦୌରାଜଜ୍‌ କୋର୍ଟ କଂପ୍ଲେକ୍ସର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି । ଏହାକୁ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡଃ ଏସ ମୁରଲୀଧର ଭର୍ଚୁଆଲ ମାଧ୍ୟମରେ ଗାନ୍ଧୀ ସ୍ମୃତି ଭବନ ଠାରେ ଶୁଭ ଉଦଘାଟନ
Read More...

ଆଜି ମହାପ୍ରଭୁଙ୍କ ସୁନା ବେଶ

ପୁରୀ : ଆଜି ମହାପ୍ରଭୁଙ୍କ ସୁନା ବେଶ୍‌ । ଅପରାହ୍ନ ୫ଟାରେ ମହାପ୍ରଭୁଙ୍କ ସୁନା ବେଶ ଅନୁଷ୍ଠିତ ହେବ । ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଅନୁଯାୟୀ ଏହି ସମୟ ନିର୍ଦ୍ଧାରଣ କରଯାଇଛି । ତେବେ ରଥ ଉପରେ ବିରାଜମାନ କରିଥିବା ଶ୍ରୀଜିଉଙ୍କ ସମସ୍ତ ନୀତି ଅନୁଷ୍ଠିତ ହେଉଛି । ରଥ
Read More...

ତ୍ରିନାଥ ଦେବାୟ ଟ୍ରାଭେଲ ଏଜେଣ୍ଟ ସଂଘ ପକ୍ଷରୁ ଶ୍ରଦ୍ଧାଳୁଙ୍କ ରନ୍ଧା ଖାଦ୍ୟ ବଣ୍ଟନ

ପୁରୀ : ଷ୍ଟେସନ ରୋଡ ସ୍ଥିତ ଶ୍ରୀ ଶ୍ରୀ ତ୍ରିନାଥ ଦେବାୟ ଟ୍ରାଭେଲ ଏଜେଣ୍ଟ ସଂଘ ପକ୍ଷରୁ ପବିତ୍ର ବାହୁଡା ଯାତ୍ରା ଅବସରରେ ଶ୍ରଦ୍ଧାଳୁ ଭକ୍ତ ଓ ତୀର୍ଥଯାତ୍ରୀ ମାନଙ୍କୁ ରନ୍ଧା ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ କରାଯାଇଛି ।ପ୍ରାୟ ୨୦ହଜାର ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କୁ ସଂଘ ପକ୍ଷରୁ ଏହି ଖାଦ୍ୟ
Read More...

ଜୁଲାଇ ୧୦ରୁ ଝାରସୁଗୁଡ଼ାରୁ ମୁମ୍ବାଇ, ବେଙ୍ଗାଲୁରୁକୁ ବିମାନ ସେବା !

ଝାରସୁଗୁଡ଼ା: ଆସନ୍ତା ଜୁଲାଇ ୧୦ ତାରିଖ ଠାରୁ ଝାରସୁଗୁଡ଼ାରୁ ବିଶାଖାପାଟଣା ଦେଇ ମୁମ୍ବାଇ ଓ ବେଙ୍ଗାଲୁରୁକୁ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ପ୍ରାଇଭେଟ ପ୍ଲେୟାର ସ୍ପାଇସଜେଟ୍‌ ପକ୍ଷରୁ ଏହି ବିମାନ ସେବା ଆରମ୍ଭ କରାଯିବାର ସୂଚନା ରହିଛି । ମାତ୍ର ଏନେଇ କୌଣସି ପ୍ରକାର ବିଧିବଦ୍ଧ
Read More...

ବାହୁଡା ଯାତ୍ରା ସହ ଶେଷ ହେଲା ସାଂସ୍କୃତିକ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି:ପାରଳାଖେମୁଣ୍ଡି ଠାରେ ପବିତ୍ର ରଥଯାତ୍ରା ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଥିବା ସ୍ନାନ ମଣ୍ଡପରେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ବାହୁଡା ଯାତ୍ରା ସନ୍ଧ୍ୟାରେ ଶେଷ ସାଂସ୍କୃତିକ
Read More...