Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶ୍ରୀବିଶ୍ୱନୟନ ଐଶ୍ୱରୀୟ ପରିଷଦ ପୁରୀ ତରଫରୁ ଜଳ ସେବା କାର୍ଯ୍ୟକ୍ରମ ଆରମ୍ଭ
ପୁରୀ: ଶ୍ରୀବିଶ୍ୱନୟନ ଐଶ୍ୱରୀୟ ପରିଷଦ ପୁରୀ ତରଫରୁ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଏକ ଜଳ ସେବା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଉକ୍ତ ଜଳସେବା କାର୍ଯ୍ୟକ୍ରମକୁ ସନାତନ ଧର୍ମ ପ୍ରଚାରକ ସ୍ୱାମୀ ସତ୍ୟାନନ୍ଦ ଦାସ ମହାରାଜା ଉଦ୍ଘାଟନ କରିଥିଲେ । ପରିଷଦର ସଭାପତି ଡାକ୍ତର ସୌମ୍ୟକାନ୍ତ ପଣ୍ଡା!-->…
Read More...
Read More...
ବ୍ୟାରିକେଡକୁ ଧକ୍କା ଦେଲା କାର,ଚାଳକ ଗୁରୁତର
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ -କୁସଙ୍ଗ ପୂର୍ତ୍ତ ରାସ୍ତାର କୁସଙ୍ଗ ବଡଜୋର ନାଳରେ ରବିବାର ଏକ ଇଣ୍ଡିଗୋ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ମତେ କାରଟି ଆଠମଲ୍ଲିକ (କୁସୁମ କୁହୁରି )ଗ୍ରାମରୁ ବାହାରି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମହାଳିକପଡା ପଂଚାୟତର ନୂଆପଡା!-->…
Read More...
Read More...
କ୍ଷେତ ମଜଦୁରଙ୍କ ସାମାଜିକ ନିରାପତ୍ତା ପାଇଁ କେନ୍ଦ୍ରୀୟ ଆଇନ ପ୍ରଣୟନ କର: ବିକେଏମ୍ୟୁ
ପାରଳାଖେମୁଣ୍ଡି: ଦେଶର ସର୍ବ ପ୍ରଥମ କୃଷି ଓ ଗ୍ରାମିଣ ଶ୍ରମିକ ସଂଗଠନ "ଭାରତୀୟ କ୍ଷେତ ମଜଦୁର ୟୁନିୟନ'ର ୧୦ମ ରାଜ୍ୟ ସମ୍ମିଳନୀ ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଟାଉନ ହଲଠାରେ ଉଦଘାଟିତ ହୋଇଯାଇଛି । ଆଜି ପୂର୍ବାହ୍ନ ୧୧ଟାରେ ବିକେଏମୟୁର ଲଢୁଆ ଲାଲ ପତାକାକୁ ବିକେଏମୟୁ!-->…
Read More...
Read More...
ଲୁଧିଆନା କାରଖାନାରେ ଗ୍ୟାସ୍ ଲିକ୍: ୧୧ ମୃତ
ଲୁଧିଆନା: ଆଜି ପଞ୍ଜାବର ଲୁଧିଆନା ଅନ୍ତର୍ଗତ ଗିଆସ୍ପୁରା ଅଞ୍ଚଳରେ ଅବସ୍ଥିତ ଗୋଟାଏ କାରଖାନାରୁ ବାଷ୍ପ ଲିକ୍ ହେବାରୁ ୧୧ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ଜଣ ଅସୁସ୍ଥ ହୋଇପଡ଼ିଛନ୍ତି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ପ୍ରଭାବିତ ଅଞ୍ଚଳକୁ କର୍ଡନ୍ କରାଯାଇ ଉଦ୍ଧାର!-->…
Read More...
Read More...
ଦୁଇଟି ସହରାଞ୍ଚଳ ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ଉଦଘାଟନ କଲେ ପୁରୀ ବିଧାୟକ
ପୁରୀ : ପୁରୀରେ ଦୁଇଟି ସହରାଞ୍ଚଳ ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ଉଦଘାଟନ କରିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ । ଲୋକନାଥ ରୋଡ ସ୍ଥିତ ଛପନ ଛକ ନିକଟରେ ଦୋଳବେଦୀକୋଣ ସହରାଞ୍ଚଳ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଉଦଘାଟିତ ହୋଇଥିବା ବେଳେ ପେଣ୍ଠକଟା ସହରାଞ୍ଚଳ ପ୍ରାଥମିକ!-->…
Read More...
Read More...
ମହାପ୍ରଭୁଙ୍କୁ ଦର୍ଶନ କଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ
ପୁରୀ : ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ତାଂକ ପତ୍ନୀ କଳ୍ପନା ସୋରେନ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଭୁବନେଶ୍ୱରରେ ଏକ ଘରୋଇ ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଓଡ଼ିଶା ଆସିଥିଲେ ଝାଡଖଣ୍ଡ ମୁଖ୍ୟ ମନ୍ତ୍ରୀ ହେମନ୍ତ ସୋରେନ ଓ ତାଂକ ପତ୍ନୀ । ଗତକାଲି!-->…
Read More...
Read More...
ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଗୁରୁତର
ନୂଆଗାଁ,୨୯/୪:- ନୂଆଗାଁ ଜାତୀୟରାଜପଥ ୫୭ ପଞ୍ଚୁପାଣ୍ଡବ ନିକଟରେ ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ପଞ୍ଚୁପାଣ୍ଡବ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଏକ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଡମାହାଣ୍ଡି!-->…
Read More...
Read More...
୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ
ନନ୍ଦାହାଣ୍ଡି,୨୯/୪:- ଗତ ରାତି ନାଟ ଦେଖିବାକୁ ଯାଇଥିବା ଯୁବକଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି । ମୃତକ ବ୍ୟକ୍ତି ଜଣକ ହେଲେ ବି ମାଳିଗୁଡା ଗାଁ ର ତୁଳାରାମ ଭାତ୍ରା ବୟସ ୨୯ ପିତା ରାମଚନ୍ଦ୍ର ଭତ୍ରା ବୋଲି ଜଣାପଡିଛି । ଘଟଣା ଅନୁସାରେ ଗତକାଲି ରାତିରେ ନବରଙ୍ଗପୁର ଜିଲ୍ଲା!-->…
Read More...
Read More...
ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ
ସୁବର୍ଣ୍ଣପୁର,୨୯/୪ - ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଆଜି ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଉତ୍ସାହ ଉଦ୍ଦିପନା ସହ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ସହରର ଘୋଡାଘାଟପଡା ସ୍ଥିତ ପଶ୍ଚିମ ସୋମନାଥ ମନ୍ଦିର ସମ୍ମୁଖରୁ ଏକ ଶୋଭାଯାତ୍ରାର ଆୟୋଜନ!-->…
Read More...
Read More...
ଜାଲରେ ପଡିଲା ୬ଫୁଟର ନାଗସାପ
ହରଭଙ୍ଗା,୨୯/୪:- ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ହରଭଙ୍ଗା ଗ୍ରାମର ସୁଦର୍ଶନ ସାହୁଙ୍କ ଘରୁ ଶନିବାର ଦିନ ଏକ ବିରାଟ ଗୋଖର ନାଗସାପ ଉଦ୍ଧାର କରାଯାଇଥିବା ଜଣାପଡିଛି । ସୂଚନା ମତେ ସୁଦର୍ଶନ ସାହୁଙ୍କ ଘର ପଛ ପଟେ ଏକ ଜାଲ ଦିଆଯାଇଥିବା ବେଳେ କୌଣସି ମତେ ଏକ ୬ଫୁଟ ଲମ୍ବର ଗୋଖର ନାଗସାପ ଆସି!-->…
Read More...
Read More...