Browsing Category

ରାଜ୍ୟ

ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ଅଣହିନ୍ଦୁ

ପୁରୀ :ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଅଭାବନୀୟ ଘଟଣା।ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ଜଣେ ଅଣହିନ୍ଦୁ। କଲୋମ୍ବିଆର ଜଣେ ଅଣହିନ୍ଦୁ ବନ୍ଦନାନନ୍ଦ ଦାସ ପ୍ରବେଶ କରିଥିଲେ।କଡା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ସେ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରିଥିଲେ।ଆଜି ସକାଳୁ ସେ ବ୍ୟାରିକେଡ଼…
Read More...

ଟ୍ରେନ ଟ୍ରାଜେଡି ଉପରେ ପ୍ରତିକ୍ରିୟା ରଖିଲେ ମୁଖ୍ୟ ଶାସନ ସଚିବ

ପୁରୀ : ବହନାଗା ଟ୍ରେନ ଟ୍ରାଜେଡି ଉପରେ ମୁଖ୍ୟ ଶାସନ ସଚିବଙ୍କ ପ୍ରତିକ୍ରିୟା । ଉଦ୍ଧାର କାର୍ଯ୍ୟ ସରିଛି । ଲାଇନ ପୁନଃରୁଦ୍ଧର ଜାରି ରହିଛି । ଆଜି ପୁନଃରୁଦ୍ଧର କାର୍ଯ୍ୟ ସରିବ । ସେପଟେ ହସ୍ପିଟାଲରେ ଆହୁରି ୩୦୦ ଆହତ ରହିଛନ୍ତି । ୧୬୦ ମୃତ ଶରୀରକୁ ଭୁବନେଶ୍ୱରରେ ମର୍ଚୁଆରୀରେ ରଖାଯାଇଛି ।…
Read More...

ଶ୍ରୀମନ୍ଦିର ଭିତରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ପୁରୀ : ଆଜି ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିବା ପାଇଁ ଭକ୍ତଙ୍କ ଗହଳି ଲାଗିଛି । ଭିଡ ଭିତରେ ଆଜି ଶ୍ରୀମନ୍ଦିର ପରିସରରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ସେ ପ୍ରଥମେ ଅସୁସ୍ଥତା ଅନୁଭବ କରିବାରୁ ପ୍ରଥମେ ତାଙ୍କୁ ସିଂହଦ୍ୱାର ପ୍ରାଥମିକ ଚିକିତ୍ସା କେନ୍ଦ୍ର ଓ ପରେ…
Read More...

କୋକାକୋଲା ଫାଉଣ୍ଡେସନର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଦଶପଲ୍ଲା : କୋକାକୋଲା ଫାଉଣ୍ଡେସନ ପ୍ରକଳ୍ପ ଉନ୍ନତି ଅମ୍ରିତ ସ୍ୱଦେଶୀ ଅନୁଷ୍ଠାନ ପକ୍ଷରୁ ଦଶପଲ୍ଲା ବ୍ଲକ୍‌ , ଘୁଗୁଡିପଡା ଗ୍ରାମପଂଚାୟତ ଅନ୍ତର୍ଗତ ମର୍ଦ୍ଦାବାଡି ଠାରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଗ୍ରାମରେ ୧୦ ଏକର ଜମି ଚିହ୍ନଟ କରାଯାଇ ଡେମୋନଷ୍ଟ୍ରେସନ ଆରମ୍ଭ ହୋଇଛି…
Read More...

ଟ୍ରେନ୍‌ ଟ୍ରାଜେଡି : ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବାହାନଗା ଟ୍ରେନ ଦୁର୍ଘଟଣାରେ ରାଜ୍ୟର ମୃତକ ଓ ଆହତଙ୍କ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି। ଏହି ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବ।ବାହାନଗା ଟ୍ରେନ୍ ଦୁର୍ଘଟଣାର ଶିକାର ହୋଇପ୍ରାଣ ହରାଇଥିବା ବ୍ୟକ୍ତିଙ୍କ…
Read More...

ଭୟଙ୍କର ଟ୍ରେନ୍‌ରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଓ ଆହତଙ୍କ ଆଶୁ ଆରୋଗ୍ୟ କାମନା ଉଦ୍ଦେଶ୍ୟରେ ବାଲିଗୁଡ଼ା ସାମ୍ବାଦିକ ସଂଘ…

ବାଲିଗୁଡ଼ା: ବାଲେଶ୍ୱର ଜିଲ୍ଲାର ବାହାନାଗାରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାରେ ୨୮୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୯୦୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳୁଛି । ଏହି ଦୁଃଖଦ ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ସମେତ ବିଭିନ୍ନ ରାଜ୍ୟ ସରକାର ଶୋକ ଦିବସ ପାଳନ କରୁଥିବା ବେଳେ…
Read More...

ନିମଖଣ୍ଡି ଶିବ ମନ୍ଦିର ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

କୁକୁଡାଖଣ୍ଡି :ନିମଖଣ୍ଡି ଥାନା ଅନ୍ତର୍ଗତ ନିମଖଣ୍ଡି ଗ୍ରାମ ମଧ୍ୟରେ ରହିଥିବା ଶିବ ମନ୍ଦିର ପରିସରରୁ ଜଣେ ବ୍ୟକ୍ତିଙ୍କ ମୃତ ଶରୀର ଉଦ୍ଧାର କରିଛି ନିମଖଣ୍ଡି ଥାନା ପୋଲିସ । ମୃତ ବ୍ୟକ୍ତି ଜଣକ ନିମଖଣ୍ଡି ସାହୁ ସାହିର ସୁରେନ୍ଦ୍ର ରଥ(୪୫)ସେ ଦୈନିକ ଶିବ ମନ୍ଦିର ପାର୍ଶ୍ୱରେ ବସିରହୁଥିବା…
Read More...

ବଜ୍ରାଘାତରେ ଦୁଇଗୋରୁ ମୃତ, ସରକାରୀ ସହାୟତା ପାଇଁ ଚାଷୀଙ୍କ ଦାବି

ହରଭଙ୍ଗା,୩/୬- ଗ୍ରୀଷ୍ମ ପ୍ରଭାବ ଗୋଟିଏ ପଟେ ବ୍ୟତିବ୍ୟସ୍ତ କରୁଥିବାବେଳେ ହଠାତ ବଜ୍ରାଘାତରେ ଦୁଇଟି ଗୋରୁ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଆଜି ଶନିବାର ଅପରାହ୍ନ ପ୍ରାୟ ୧ଘଣ୍ଟା ସମୟରେ ହରଭଙ୍ଗା ବ୍ଲକ ତଳଗାଁ ପଞ୍ଚାୟତ ଅନ୍ତର୍ଗତ କିରାମାସ୍କା ଗ୍ରାମର ଚାଷୀ ଧନେଶ୍ୱର…
Read More...

କରକମଳ ଏକ୍ସପ୍ରେସ ଆହତଙ୍କୁ ରକ୍ତଦେଲେ ବୌଦ୍ଧ ସ୍ୱେଚ୍ଛାସେବୀ

ହରଭଙ୍ଗା,୩/୬- ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଘଟିଥିବା ଲୋମହାର୍ଷଣକାରୀ କରକମଳ ଏକ୍ସପ୍ରେସ ରେଳ ଦୁର୍ଘଟଣା ଓ ଯାତ୍ରୀମାନଙ୍କ ମୃତ୍ୟୁ ସାରାଦେଶରେ ଶୋକର ଛାୟା ଖେଳାଇ ଦେଇଥିବା ବେଳେ ଆହତମାନେ ଜୀବନ ସହ ସଂଗ୍ରାମ କରୁଛନ୍ତି । ଏଭଳି ପରିସ୍ଥିତିରେ ବହୁତ ଅନୁଷ୍ଠାନ ଦୁର୍ଘଟଣା…
Read More...

ଜାମୁସାହି ବସ୍‌ଷ୍ଟାଣ୍ଡରେ ଧରାଗଲା ୨୨ କେଜି ଗଞ୍ଜେଇ

ଦଶପଲ୍ଲା,୩/୬: - ଆଜି ବାଣିଗୋଛା ପୋଲିସକୁ ମିଳିଛି ବଡ଼ ସଫଳତା । ଆଜି ବାଣିଗୋଛା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଜାମୁସାହି ବସଷ୍ଟାଣ୍ଡରେ ସନ୍ଦେହଜନକ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କୁ ତନଖି କରିବାବେଳେ ତାଙ୍କ ନିକଟରୁ ୨୨ କେଜି ଗଞ୍ଜେଇ ଜବତ କରାଯାଇଛି । ଧରାପଡିଥିବା ବ୍ୟକ୍ତି ଜଣକ ହେଲେ…
Read More...