Browsing Category

ରାଜ୍ୟ

ବାଲୁକା କଳା ମାଧ୍ୟମରେ ରାମ ନବମୀର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ :ପବିତ୍ର ରାମ ନବମୀକୁ ନେଇ ସାରା ଦେଶ ଉତ୍ସାବ ମୁଖର । ଏହାକୁ ପାଳନ କରିବା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ରାମ ମନ୍ଦିର ଗୁଡିକରେ ମଧ୍ୟ ରାମ ନବମୀ ଉତ୍ସବ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ସରିଛି । ଏହି ଅବସରରେ ବାଲୁକା ଚିତ୍ର କଳା ମାଧ୍ୟମରେ ପବିତ୍ର
Read More...

ଶିଶୁ ପାଇଁ ଦିନଟିଏ, ଜିଲ୍ଲା ସ୍ତରୀୟ ମିଶନ ବାତ୍ସଲ୍ୟ ଓ ବାଲ୍ୟବିବାହ ପ୍ରତିରୋଧ ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର: ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ମିଶନ ବାତ୍ସଲ୍ୟ ସଚେତନତା ସଭା ତଥା ଜିଲ୍ଲା ବାଲ୍ୟ ବିବାହ ନିଷେଧ କମିଟି ବୈଠକ ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱାଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ପାଇଁ ଦାବିପତ୍ର ପ୍ରଦାନ

ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ଜଗନ୍ନାଥପୁର ଗ୍ରାମ ପଞ୍ଚାୟତର ଶତାଧିକ ଲୋକ ଆଜି ନନ୍ଦାହାଣ୍ଡି ବ୍ଲକରେ ପହଞ୍ଚି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଶତାଧିକ ପୁରୁଷ ଓ ମହିଳା ନିଜ ନିଜ ଦାବିପତ୍ର ପ୍ରଦାନ କରିଛନ୍ତି ।
Read More...

ମହୁମାଛି ଆକ୍ରମଣରେ ୬ ଜଣ ଲହୁଲୁହାଣ

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ମହୁମାଛିର ଆକ୍ରମଣର ଶିକାର ହୋଇଛନ୍ତି ବିଦ୍ୟାଳୟର ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ । ମହୁମାଛି ଆକ୍ରମଣରେ ୬ ଜଣଙ୍କ ମଧ୍ୟରୁ ୪ ଛାତ୍ରଛାତ୍ରୀ ଓ ଜଣେ ଶିକ୍ଷୟିତ୍ରୀ ଥିବା ବେଳେ ଆଉ ଜଣେ ପିଅନ ଥିବା
Read More...

ମା’ ରୁଦ୍ରକାଳୀଙ୍କ ଚୈତ୍ର ଦଣ୍ଡ ଯାତ୍ରା ଆରମ୍ଭ

ହରଭଙ୍ଗା :ହରଭଙ୍ଗା ବ୍ଲକ ହରଭଙ୍ଗାରୁ ମଙ୍ଗଳବାର ଚୈତ୍ର ଦଣ୍ଡ ଯାତ୍ରା ଆରମ୍ଭ ହୋଇଯାଇଛି । ହରଭଙ୍ଗା ମା’କାଳୀଙ୍କ ମନ୍ଦିରରେ ତେର ଭୁକ୍ତା ବା ଦଣ୍ଡୁଆଙ୍କ ମେଳରେ ରୀତିନୀତି ଅନୁସାରେ ଦକ୍ଷିଣକାଳୀ ଓ ରୁଦ୍ରକାଳୀଙ୍କୁ ପୂଜାର୍ଚ୍ଚନା କରାଯାଇ ନିସାର୍ଦ୍ଧ ରାତିରେ ଦଣ୍ଡ ଉଠିଥିଲା । ବୁଧବାର
Read More...

ତିନି ନାବାଳକ ଗାଡି ଚାଳକଙ୍କ ଠାରୁ ଆଦାୟ ହେଲା ୭୫ହଜାର ଟଙ୍କା

ସୁବର୍ଣ୍ଣପୁର : ଅନଭିଜ୍ଞ ନାବାଳକ ଗାଡ଼ି ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ବାରମ୍ବାର ସହରରେ ଦୁର୍ଘଟଣା ବୃଦ୍ଧି ପାଉଛି । ଏହାକୁ ଆଖି ଆଗରେ ରଖି ପରିବହନ ବିଭାଗ ପକ୍ଷରୁ ଯାଞ୍ଚ କଡାକଡି କରାଯାଇଛି । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ସହରରେ
Read More...

ନବରଙ୍ଗପୁର ପୋଲିସକୁ ବଡ ସଫଳତା:ଡକାୟତି ପ୍ରସ୍ତୁତି ବେଳେ ମାଡି ବସି ୫ଜଣକୁ ଧରିଲା ପୋଲିସ

ନବରଙ୍ଗପୁର:ନବରଙ୍ଗପୁର ଥାନା ଅନ୍ତର୍ଗତ ସିନ୍ଧିଗୁଡ଼ା ଗ୍ରାମ ପାଖରେ ଡକାୟତି ପାଇଁ ପ୍ରସ୍ତୁତ ହୋଇ ରହିଥିବା ଏକ ୫ଜଣିଆ ଡକାୟତ ଦଳକୁ ସନ୍ଧ୍ୟା ପେଟ୍ରୋଲିଂ ବେଳେ ଗୋଡ଼ାଇ ମାଡିବସି ଗିରଫ କରିଛି ନବରଙ୍ଗପୁର ପୋଲିସ । ଆଜି ଏକ ପ୍ରେସ ବିବୃତ୍ତିରେ ଡିଏସପି ନିହାର ରଞ୍ଜନ ପ୍ରଧାନ ଓ ଆଇଆଇସି
Read More...

ମହଙ୍ଗା ପଡିଲା ବେଆଇନ ଟୋଲ ଆଦାୟ : ଏନଏଚଏଆଇକୁ ୩ ଲକ୍ଷ ଜରିମାନା, ଟୋଲ୍‌ପ୍ଲାଜା ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ

ବରଗଡ଼: ବରଗଡ଼ ଉପକଣ୍ଠରେ ଥିବା ବରହାଗୁଡା ଟୋଲ ଗେଟ୍‌ ପାଶ୍ୱର୍ ଦେଇ ଯାଇଥିବା ଏକ ବିକଳ୍ପ ରାସ୍ତାରୁ ଟୋଲ ସଂଗ୍ରହ କରିବା ନିର୍ଦ୍ଧାରିତ ଦରଠାରୁ ଅଧିକ ଟୋଲ ଆଦାୟ କରିବା ବରଗଡ଼ ପୌରଞ୍ଚଳର ୧୦ କିଲୋମିଟର ପରିଧି ମଧ୍ୟରେ ଟୋଲ ପ୍ଲାଜା ସ୍ଥାପନ କରିବା ଟୋଲଗେଟ୍‌ କର୍ତ୍ତୃପକ୍ଷଓ ଭାରତୀୟ ଜାତୀୟ
Read More...

ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ

ସୁବର୍ଣ୍ଣପୁର : ଆଜି ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ସୋନପୁର ଡି କଲୋନୀ ଝୁପୁଡିପଡା ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. ବିଶ୍ୱରଂଜନ ପତିଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ସହରାଞ୍ଚଳର ଅଧିବାସୀଙ୍କୁ ଓପିଡି ସେବା ସହ
Read More...

ତାଳବଣିଆ ଥାନା ଅଞ୍ଚଳରୁ ୮୦ଗ୍ରାମ ବ୍ରାଉନସୁଗାର ଜବତ, ଦମ୍ପତି ଗିରଫ

ପୁରୀ : ତାଳବଣିଆ ଥାନା ଅନ୍ତର୍ଗତ ପିକେଆରଆଇଟି ଚିଲଡ୍ରେନ ପାର୍କ ନିକଟରୁ ୨ଜଣ ବ୍ରାଉନ ସୁଗାର ବେପରିଙ୍କୁ ପୁଲିସ ଗିରଫ କରିଛି । ଅଭିଯୁକ୍ତଙ୍କ ଠାରୁ ୮୦ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଜବତ ବ୍ରାଉନସୁଗାରର ମୂଲ୍ୟ ୮ଲକ୍ଷ ଟଙ୍କା ହେବ । ତତ ସହିତ ୨ଟି ମୋବାଇଲ ଫୋନ ଓ ୧୦୦୦ଟଙ୍କା
Read More...