Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଯୁବକଙ୍କୁ ଇଟାରେ ଛେଚି ନିର୍ମମ ହତ୍ୟା
ଦେବଗଡ : ଯୁବକଙ୍କୁ ଇଟାରେ ଛେଚି ନିର୍ମମ ହତ୍ୟା । ଯୁବକଙ୍କୁ ହତ୍ୟା ପରେ ଶବକୁ ଜଙ୍ଗଲରେ ପୋତିଦେଲେ ଅଭିଯୁକ୍ତ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଖବର ଅନୁଯାୟୀ, ଦେବଗଡ଼ ଆଦର୍ଶ ଥାନା ଅନ୍ତର୍ଗତ ଉଟୁଣିଆମୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । କୌଣସି କାରଣରୁ ଜଣେ!-->…
Read More...
Read More...
ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିଛି : ଅରୁଣ ସାହୁ
ଦଶପଲ୍ଲା : ନୂଆଗାଁ ବ୍ଲକ ଅନ୍ତର୍ଗତ ଚାହାଳି ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଆଜିର ଦ୍ୱିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ନୟାଗଡ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଦଶପଲ୍ଲା ବିଧାୟକ!-->…
Read More...
Read More...
ସୋମବାର ସତ୍ୟାଗ୍ରହରେ ସମସ୍ତଙ୍କ ସହଯୋଗ ପାଇଁ ଆହ୍ୱାନ
ସମ୍ବଲପୁର: ଏଠାରେ ଓଡ଼ିଶା ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିକୁ ନେଇ ସମ୍ବଲପୁର ଜିଲ୍ଲା ଓକିଲ ସଂଘର ଆହ୍ୱାନ କ୍ରମେ ଗତ ବୁଧବାର ଦିନ ଠାରୁ ଏଠାକାର ସମସ୍ତ ବିଚାର ବିଭାଗୀୟ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଆସନ୍ତାକାଲି ସୋମବାର ଦିନ ସତ୍ୟାଗ୍ରହରେ ସାମିଲ ହେବାକୁ!-->…
Read More...
Read More...
ବେଦାନ୍ତ ଲଞ୍ଜିଗଡ ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରଶଂସିତ
ଭବାନୀପାଟଣା: ଗତକିଛି ଦିନ ତଳେ ଭବାନୀପାଟଣାରୁ ଖରିଆର ରାଜ୍ୟ ରାଜପଥ ପାଷ୍ଟିପଡା ନିକଟରେ ଏକ ଗ୍ୟାସ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଘଟଣା ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଦୀର୍ଘ ସମୟ ଧରି ଯାନବହାନ ଅଟକି ରହିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଆଖ ପାଖ ଜନବସତି ଅଞ୍ଚଳ ଖାଲି!-->…
Read More...
Read More...
ସୁବର୍ଣ୍ଣାର ରଜତ ଜୟନ୍ତୀ ଉତ୍ସବ ଉଦଯାପିତ
ସୁବର୍ଣ୍ଣପୁର : ଗତ ଦୁଇଦିନ ଧରି ଚାଲିଥିବା ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ରର ରଜତ ଜୟନ୍ତୀ ଉତ୍ସବ ମହା ସମାରୋହରେ ଉଦଯାପିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ତଥା ରାଜ୍ୟ ସମାଜ ମଙ୍ଗଳ ବୋର୍ଡର ପ୍ରାକ୍ତନ ଅଧ୍ୟକ୍ଷା!-->…
Read More...
Read More...
ବ୍ରାଉନସୁଗାର ଜବତ, ଜଣେ ଗିରଫ
ପୁରୀ : ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ନିରୀକ୍ଷିକା ସଦର ରେଞ୍ଜ ମାନସୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ସାତପଡ଼ା ଅବକାରୀ ଥାନା ଅଧିକାରୀ ବିନୋଦ ବାସ୍କୋଙ୍କ ନେତୃତ୍ୱରେ ଏକ ଟିମ ବ୍ରହ୍ମଗିରୀ ଥାନା ଅଧୀନ ବ୍ରହ୍ମଗିରୀ ବଟ ମହାବୀର!-->…
Read More...
Read More...
ବିପର୍ଯ୍ୟସ୍ତ ଅବସ୍ଥାରେ ଚାଲିଛି ଲଡୁଗାଁ ଉପ ଡାକଘର
କୋକସରା: କୋକସରା ବ୍ଲକ ଲଡୁଗାଁ ଉପ ଡାକଘର ଦୀର୍ଘ ଦିନରୁ ବିପଦ ସଙ୍କୁଳ ଘରେ ଚାଲିଛି । ଫଳରେ ଡାକ ସେବାରେ ଅସୁବିଧା ହେଉଛି । ରେଜିଷ୍ଟ୍ରେଡ ପୋଷ୍ଟ, ରେଭେନ୍ୟୁ ଷ୍ଟାମ୍ପ, ଆଇପିଓ କାର୍ଡ, ଆଧାର କେନ୍ଦ୍ରର ସୁବିଧା ଓ ବ୍ୟାଙ୍କ୍ର ସୁବିଧା ପାଇବାରୁ ବଞ୍ଚିତ ହେଉଥିବା ଲୋକେ ପ୍ରକାଶ କରିଛନ୍ତି!-->…
Read More...
Read More...
କଥାଦେଇ କଥା ରଖିଲେ ସମାଜସେବୀ ଶ୍ରୀହରି ନାୟକ
ଦଶପଲ୍ଲା : କଥାଦେଇ କଥା ରଖିଲେ ଦଶପଲ୍ଲା ଅଂଚଳର ବିଶିଷ୍ଠ ସମାଜସେବୀ ଶ୍ରୀହରି ନାୟକ । ଦଶପଲ୍ଲା ଚାରିଗୋଟି ପଂଚାୟତର ତଥା ଆଦିବାସୀ ମାନଙ୍କର ଆରାଧ୍ୟାଦେବୀ ତେଣ୍ଡାବାଡି ଗ୍ରାମପଂଚାୟତର ସାକେଣୀ ( ଗୁଣ୍ଠାପାଜୁ ) ଗ୍ରାମରେ ବିରାଜିତା ମା ବାଗଦେବୀଙ୍କ ପୀଠସ୍ଥଳୀ ର ଉନ୍ନତିକରଣ ପାଇଁ!-->…
Read More...
Read More...
ମାନବାଧିକାର ମିଶନ: କନ୍ଧମାଳ ଜିଲ୍ଲା ସଭାପତି ବିରାଜ ଓ ରାଜ୍ୟ ସଭାପତି ଭାବରେ ଜଳନ୍ଧରଙ୍କ ଦାୟିତ୍ୱ ଗ୍ରହଣ
ଫୁଲବାଣୀ :-ଓଡ଼ିଶା ମାନବାଧିକାର ମିଶନର ୭୫ତମ ବାର୍ଷିକ ଉତ୍ସବ କଟକ ସ୍ଥିତ ଦରଖା ପାଟନା ରାଜ ଗାଡେନ୍ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ହୋଇଯାଇଛି । ନ୍ୟାସନାଲ ମାନବାଧିକାର ମିଶନର ରାଜ୍ୟ ସଭାପତି ଦିଲ୍ଲିପ କୁମାର ଧଳ ଏବଂ ମହିଳା ସଭାପତି ଆରତୀ ମଙ୍ଗରାଜଙ୍କ ଆଲୋଚନା ପ୍ରକାରେ ପ୍ରଥମେ କଟକ!-->…
Read More...
Read More...
ବିଶ୍ୱ ମାନବାଧିକାର ଦିବସ ପାଳିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁ ଟେକ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ଠାରେ ବିଶ୍ୱ ମାନବାଧିକାର ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ପ୍ରଦୀପ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ!-->…
Read More...
Read More...